Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି: ଦିଲ୍ଲୀପ ରାୟଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡ

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଆସିଲା ଦଣ୍ଡାଦେଶ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଆଜି ଦଣ୍ଡ ବିଧାନ କରିଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଠକେଇ, ଜନପ୍ରତିନିଧିଙ୍କ ଦ୍ୱାରା ବିଶ୍ୱାସ ଭଙ୍ଗ, ଅପରାଧିକ…

ରାଜ୍ୟବାସୀଙ୍କୁ ଦଶହରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦଶହରା । ସାରା ରାଜ୍ୟରେ ପାଳିତ ହେଉଛି ବିଜୟା ଦଶମୀ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ଦଶହରାର ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପବିତ୍ର ବିଜୟା ଦଶମୀ ଓ ଦଶହରା ଉପଲକ୍ଷେ…

କଟକଣା ମଧ୍ୟରେ ପୂଜା: ଅନଲାଇନରେ ରାବଣପୋଡି ଉତ୍ସବର ସିଧା ପ୍ରସାରଣ

କଟକ: ଐତିହାସିକ ସହର କଟକ। ଏଠାରେ ପାର୍ବଣର ପରମ୍ପରା ନିଆରା। ଚଳିତ ବର୍ଷ କୋଭିଡ ପୂଜାର ମହୋଲକୁ ଫିକା କରି ଦେଇଥିବା ବେଳେ ଆଜି ଅନଲାଇନରେ ପ୍ରସାରିତ ହେବ ରାବଣ ପୋଡି ଉତ୍ସବ। କଟକ ସହରର ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦର ରାବଣ ପୋଡି କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଅନଲାଇନରେ…

ଆଜି ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ପାଳନ ହେଉଛି ଦଶହରା । ଆଜି ବିଜୟାଦଶମୀରେ ମହାପ୍ରଭୁଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବ । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚନ୍ଦନ ଲାଗି ନୀତି କରାଯିବ । ଏହାପରେ ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇ…

ପୂର୍ବ ଶତୃତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପୋଲସରା ସହରରେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ। ସ୍ଥାନୀୟ ଅଇରାଣୀ ପୋଖରୀ ନିକଟ ତ୍ରିନାଥ ମନ୍ଦିର ପରିସରରେ ଅକ୍ଟୋବର ୨୫ ତାରିଖ ଦିନ ପ୍ରାୟ ୧୨ ଟା ରେ ପୂର୍ବ ଶତୃତା କୁ କେନ୍ଦ୍ର କରି ପୋଲସରା କାଳୀ ମନ୍ଦିର ସାହିର ସୁଶାନ୍ତ ସାହୁଙ୍କୁ…

ଓଡିଶାରୁ ଆଉ ୨୦୭୧ କରୋନା ଆକ୍ରାନ୍ତ ସୁସ୍ଥ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୦୭୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1320382474073993216?s=19 …

ପୋଲିସ ପୁଅ ବିରୋଧରେ ଛେଳି ଚୋରି ଅଭିଯୋଗ !

ପୁରୀ: କଥାରେ ଅଛି ବାଡ ଯଦି ଫସଲ ଖାଇବ ଲୋକେ ଗୁହାରି କରିବେ କାହାକୁ । ଠିକ ଏହିପରି ଏକ ଉଦାହରଣ ପୁରୀ ଜିଲ୍ଲାରୁ ସାମ୍ନାକୁ ଆସିଛି । ଟଙ୍କା, ସୁନା କି ହତ୍ୟାକାଣ୍ଡ ନୁହେଁ, ବରଂ ଛେଳି ଚୋରି କରି ଗିରଫ ହୋଇଛି ଜଣେ ପୋଲିସ କର୍ମଚାରୀଙ୍କ ପୁଅ । ପୋଲିସ ରିପୋର୍ଟ ଅନୁଯାୟୀ ବଳଙ୍ଗା ଅଂଚଳରୁ…

ବିଧାୟକଙ୍କ ସହ ବିଜ୍ଞାପନ, ବିବାଦରେ ମହିଳା ପୋଲିସ !

ଭଦ୍ରକ: ଲୋକଙ୍କୁ ଜମିଲାନି ପୋଲିସ ଓ ପ୍ରଶାସନର ମିଳିତ ଦୁର୍ଗାପୂଜା ଶୁଭେଛା ବାର୍ତ୍ତା । ସୋସିଆଲ ମିଡିଆରେ ଭାଇରାଲ୍ ହେଲା ମହିଳା ପୋଲିସ ଅଫିସରଙ୍କ ଶୁଭେଛା ବିଜ୍ଞାପନ । ବିଧାୟକଙ୍କ ସହ ନିଜର ଫଟୋ ଲଗାଇ ଦୁର୍ଗାପୂଜା ଉପଲକ୍ଷେ ଲୋକଙ୍କୁ ଶୁଭେଛା ଜଣାଇବା ଭଦ୍ରକର ଜଣେ ମହିଳା ପୋଲିସଙ୍କୁ…

ଭୁବନେଶ୍ୱରରୁ ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ; ସେଥିରୁ ୭୯ ଲୋକାଲ୍ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୨୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୪୩ ଜଣ…

ନାବାଳିକା ଅପହରଣର ୧ ମାସ ପରେ ବି ପୋଲିସ ହାତ ଖାଲି; ନିରପେକ୍ଷ ତଦନ୍ତ ଦାବି କଲେ ବାପା ମା’

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଅଂଚଳରେ ଜଣେ ନାବାଳିକାଙ୍କୁ ପ୍ରାୟ ଏକ ମାସ ତଳେ ଅପହରଣ ହୋଇଥିବା ଅଭିଯୋଗ ଆସିଥିଲା। ତେବେ ଏହି ଘଟଣାର ତଦନ୍ତରେ ପୋଲିସର ନିଷ୍କ୍ରିୟତା ଅଭିଯୋଗ ହୋଇଛି। ଘଟଣାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ଏଯାଏ ନାବାଳିକାର କୌଣସି ପତା ମିଳିନାହିଁ । ଫଳରେ କୌଣସି…