Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଧ୍ୟପ୍ରଦେଶରୁ ଉଦ୍ଧାର ହେଲେ ବିକ୍ରି ହୋଇଥିବା ୨ ଓଡ଼ିଆ ଝିଅ; ୩ ଦଲାଲ ଗିରଫ

ବାରିପଦା: ଗୋରୁମହିଷାଣି ପୋଲିସ ବୁଧବାର ମୟୂରଭଞ୍ଜ ଜିଲ୍ଲାରେ ଯୁବତୀ ମାନଙ୍କୁ ବିକ୍ରି କରୁଥିବା ଏକ ରାକେଟକୁ ଠାବ କରିବା ସହ ୩ ଜଣ ଦଲାଲଙ୍କୁ ମଧ୍ୟ ଗିରଫ କରିଛି। ପଶ୍ଚିମବଙ୍ଗର ଏହି ୩ ଅଭିଯୁକ୍ତ ରାକେଶ ରାଣା, ଦୀପକ ରାଣା ଏବଂ ସୁଇଜ କୁଲିଆଙ୍କୁ ପୋଲିସ ଗିରଫ କରିଛି। ପୋଲିସର…

କରୋନା ମହାମାରୀ ମଧ୍ୟରେ ଓଡିଶାରେ ବୃଦ୍ଧି ପାଇଛି ବେକାରୀ ହାର !

ଭୁବନେଶ୍ୱର: କୋଭିଡ ମହାମାରୀ ମଧ୍ୟରେ ଓଡିଶାରେ ବୃଦ୍ଧି ପାଇଛି ବେକାରୀ ହାର। ଏନେଇ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (CMIE) ର ​​ଏକ ସର୍ଭେ ରିପୋର୍ଟରେ କୁହାଯାଇଛି। ସର୍ଭେ ଅନୁଯାୟୀ, ଅଗଷ୍ଟରେ ରାଜ୍ୟରେ ବେକାରୀ ହାର ୧.୪% ଥିଲା, ସେପ୍ଟେମ୍ବରରେ ଏହି ହାର ୨.୧% ଛୁଇଁଛି।…

ଏନଆଇଏ ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ: ପୋଲିସ କମିଶନର

ଭୁବନେଶ୍ୱର: ରାଜଧାନୀରୁ ଜଣଙ୍କୁ ଏନଆଇଏ ଉଠାଇନେବା ପରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏହା ଉପରେ ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ପୋଲିସ କମିଶନର କହିଛନ୍ତି ଯେ, ନାସନାଲ ଇନଭେଷ୍ଟିଗେସନ ଏଜେନ୍ସି କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରଙ୍କୁ ପଚରାଉଚରା…

ଟ୍ଵିନ ସିଟି ସମେତ ଏହିସବୁ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୦ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଭୁବନେଶ୍ୱର, ଯାଜପୁର, କଟକ, ଖୋର୍ଦ୍ଧା, ଗଂଜାମ, ଗଜପତି,…

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ଖଲ୍ଲିକୋଟ: ପୋଖରୀରେ ଗାଧୋଇବା ବେଳେ ସଲିଳ ସମାଧି । ପାଣିରେ ବୁଡ଼ି ଗଲେ ଦୁଇ ଭଉଣୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକଙ୍କର ବୟସ ଯଥାକ୍ରମେ ୮ ଓ ୧୦ ବର୍ଷ । ଆଜି ଦୁହେଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ…

ବାଲେଶ୍ୱର ବ୍ୟାଟେଲରେ ବୟସ୍କ ପ୍ରାର୍ଥୀ, ସାଇକଲ ଧରି କରୁଛନ୍ତି ପ୍ରଚାର

ବାଲେଶ୍ୱର: ଆଉ ଦିନ କେଇଟା ପରେ ପଡିବ ବାଲେଶ୍ୱର ଉପନିର୍ବାଚନ ଭୋଟ । ତେବେ ଏହା ପୂର୍ବରୁ ଆରମ୍ଭ ହୋଇସାରିଲାଣି ପ୍ରଚାର ଲଢ଼େଇ। ସବୁ ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଜୋରସୋର୍‌ରେ ଚାଲିଛି ପ୍ରଚାର । ବାଲେଶ୍ୱର ସଦର ଉପନିର୍ବାଚନରେ ଏଥର ଲଢୁଛନ୍ତି ୬ ଜଣ…

ଭଡ଼ା ଘରୁ ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭଡ଼ା ଘରୁ ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର CETର (College of Engineering and Technology) ପ୍ରଫେସର ଭାଗବତ ପ୍ରସାଦ ରଥଙ୍କ ମୃତଦେହ ଘାଟିକିଆ ସ୍ଥିତ ଭଡ଼ା ଘରୁ ଉଦ୍ଧାର କରିଛି ପୋଲିସ । ତାଙ୍କ ଘର କୋରାପୁଟ ଜିଲ୍ଲା ସୁନାବେଡ଼ାରେ…

ପଥର କ୍ୱାରୀ ବିସ୍ଫୋରଣ ଘଟଣାରେ ଗୁଣପୁର ତହସିଲଦାର ନିଲମ୍ବିତ

ରାୟଗଡ଼ା: ପଥର କ୍ୱାରୀରେ ବିସ୍ଫୋରଣ ଘଟଣାରେ ଗୁଣପୁର ତହସିଲଦାର ନିଲମ୍ବିତ । ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର । ରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସରେ ସେ ରିପୋର୍ଟ କରିବେ । ବିନା ଅନୁମତିରେ ହେଡକ୍ୱାର୍ଟର୍ସ ଛାଡ଼ି ନଯିବାକୁ ନିର୍ଦ୍ଦେଶ…

ଭୁବନେଶ୍ୱରରେ ଜଣକୁ ଉଠାଇ ନେଲା ଏନ୍‌ଆଇଏ

ଭୁବନେଶ୍ୱର: ଭୁବନେଶ୍ୱରରେ ଜଣକୁ ଉଠାଇ ନେଲା ନ୍ୟାସନାଲ ଇନଭେଷ୍ଟିଗେସନ୍ ଟିମ୍ । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ଜଣଙ୍କୁ ଉଠାଇନେଲା NIA । କ୍ରାଇମ୍ ବ୍ରାଞ୍ଚ ଓ କମିସନରେଟ୍ ପୋଲିସ ସହାୟତାରେ ଉଠାଇଲା NIA । ତେବେ କେଉଁ ଲିଙ୍କରେ ଏନ୍‌ଆଇଏ କାହାକୁ ଉଠାଇ ନେଇଛି ତାହା ଏଯାଏଁ ସ୍ପଷ୍ଟ…

କ୍ୟାନସର ରୋଗୀଙ୍କୁ ରାସ୍ତା ଉପରେ ଶୁଆଇ ପ୍ରତିବାଦ

କଟକ: ରାଜରାସ୍ତାରେ ଶୋଇଲେ କ୍ୟାନ୍‌ସର ରୋଗୀ । ମିଳିଲାନି ଚିକିତ୍ସା । ଉତ୍ତମ ଚିକିତ୍ସା ଦାବିରେ ରାସ୍ତାରେ ଉପରେ ରୋଗୀଙ୍କୁ ଶୁଆଇ ପ୍ରତିବାଦ କଲେ ଗାଁ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ-କଳାପଥର ମୁଖ୍ୟ ରାସ୍ତାରେ । କିଛି ଯୁବକ ଜଣେ କ୍ୟାନ୍‌ସର ରୋଗୀଙ୍କୁ ଶୁଆଇ…