Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାର ୭ ଜିଲ୍ଲାରୁ କରୋନା ନେଲା ଆଉ ୧୩ ଜୀବନ

ଭୁବନେଶ୍ୱର: ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୩ ଜଣଙ୍କର ପ୍ରାଣ ନେଇଛି ମହାମାରୀ । ୭ଜିଲ୍ଲାର ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୭ ଜଣ ମହିଳା ଓ ୬ ଜଣ ପୁରୁଷ । Regret to inform the demise of…

ହାଇକୋର୍ଟଙ୍କ ରହିବନି ହସ୍ତକ୍ଷେପ, ପରମ୍ପରା ଅନୁଯାୟୀ ରହିବ ମୂର୍ତ୍ତି ଉଚ୍ଚତା

ପୁରୀ: ହସ୍ତକ୍ଷେପ କରିବେନି ହାଇକୋର୍ଟ । ପୁରୀ ଗୋଷାଣୀ ଯାତ୍ରାରେ ପରମ୍ପରା ଅନୁଯାୟୀ ରହିବ ଦୁର୍ଗା ମୂର୍ତ୍ତି ଉଚ୍ଚତା । ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରା ସହିତ ଜଡ଼ିତ ଦୁର୍ଗାମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କୌଣସି ହସ୍ତକ୍ଷେପ କରିବେ ନାହିଁ ହାଇକୋର୍ଟ। ସାତସାହି ପୂଜା କମିଟି ପକ୍ଷରୁ ଆଗତ…

କ୍ରମାଗତ ତୃତୀୟ ଦିନରେ ରାଜ୍ୟରୁ ଦୁଇ ହଜାରରୁ କମ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: କ୍ରମାଗତ ତୃତୀୟ ଦିନରେ ରାଜ୍ୟରୁ ଦୁଇ ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଚାରେ ସଂକ୍ରମିତ ହୋଇଛନ୍ତି ଆଉ ୧୯ ଶହ ୩୧ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୧ ଶହ ୨୦ ଜଣ ଥିବା ବେଳେ ୮୧୧ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । Covid-19 Report…

ଅବପାତର ରୂପ ନେବ ଲଘୁଚାପ, ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ଘନୀଭୁତ ହୋଇପାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ଧୀରେ ଧୀରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ଆନ୍ଧ୍ର ଉପକୂଳରେ ଏହା ଘନୀଭୂତ ହୋଇ ୱେଲ୍‌ମାର୍କ ଲୋ ପ୍ରେସରରେ ପରିଣତ ହେବ । ଏହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ…

ପୋଲିସ ସହିଦ ସ୍ମୃତି ଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲା ସାରା ଦେଶ

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ପାଳନ କରାଯାଉଛି ୬୧ତମ ପୋଲିସ ସହିଦ ସ୍ମୃତି ଦିବସ । ଏହି ଅବସରରେ ସହିଦ ପୋଲିସ କର୍ମଚାରୀଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଜଣାଇଛି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶମାତୃକା ପାଇଁ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୫ଟି ସ୍ଥାନରେ ରେଡ୍

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆର୍‌ଆଣ୍ଡବି ଡିଭିଜନ-୫ର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ତାଙ୍କ ନାଁ ସାରଦା ପ୍ରସାଦ ଗୌଡ଼ । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି । ସାରଦା ପ୍ରସାଦ ଗୌଡ଼ଙ୍କ ଭୁବନେଶ୍ୱର ଗଙ୍ଗନଗରରେ…

ଲଘୁଚାପ ନେଇପାରେ ଡିପ୍ରେସନ୍ ରୂପ, ଓଡ଼ିଶାର ଏସବୁ ଜିଲ୍ଲାକୁ ବର୍ଷା ଆଲର୍ଟ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ନେଇପାରେ ଡିପ୍ରେସନର ରୂପ । ଏବେ ଅଧିକ ଘନୀଭୂତ ହେଉଛି । ଆସନ୍ତା ୨୪ ଘଣ୍ଟାରେ ଓ୍ୱେଲ ମାର୍କଡ ଲୋକ ପ୍ରେସରରେ ପରିଣତ ହେବ । ଧୀରେ ଧୀରେ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ ଲଘୁଚାପ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବ…

ଜମିବାଡ଼ି ବିବାଦରୁ ତୀର ମାଡ଼, ଜଣେ ମୃତ

ରାଇରଙ୍ଗପୁର: ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା କୁକୁଡିମଣ୍ଡି ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ କୁକୁଡିମଣ୍ଡି ଗାଁର ସମରା ଦେହୁରୀ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି…

ରାଉରକେଲାରେ ୧୨ କୋଟିର ଜିଏସଟି ଠକେଇ

ରାଉରକେଲା: ଓଡ଼ିଶାରେ ପୁଣି ଥରେ ସାମନାକୁ ଆସିଛି ଏକ ବଡ଼ ଧରଣର ଜିଏସଟି ଠକେଇ । ରାଉରକେଲାରେ ୧୨ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ନେଇ ଅଭିଯୋଗ ହୋଇଛି । ନିର୍ମାଣ ଶ୍ରମିକଙ୍କ ନାଁରେ ଜାଲ୍ କାଗଜପତ୍ର ଦେଇ ବିଭିନ୍ନ କମ୍ପାନୀ ଖୋଲି ଏହି ଠକେଇ ହୋଇଛି । ଜାଲ୍ ଆକାଉଣ୍ଟ ଅର୍ବାନ…

ଲାଲବାହିନୀ ବର୍ବରତା: ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଲାଲ୍‌ବାହିନୀର ବର୍ବରକାଣ୍ଡ । ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ଆଉ ଦୁଇ ଜଣଙ୍କୁ ନିର୍ଧୂମ ମାଡ଼ ମାରିଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଛାଡ଼ି ଦେଇଛନ୍ତି । ଯୋଡ଼ାମ୍ବ ଥାନା ଖଜୁରୀଗୁଡ଼ାରେ ଜଣଙ୍କୁ ଗଳାକାଟି ହତ୍ୟା କରିଛି…