Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ଗତ ୨୪ ଘଂଟାରେ ଆଖିବୁଜିଲେ ଆଉ ୧୪ କରୋନା ରୋଗୀ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୧୩୫ରେ ପହଂଚିଛି । ୧୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, କଟକ ଜିଲ୍ଲାରୁ ୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୨, ମୟୂରଭଞ୍ଜ, ପୁରୀ,…

କମୁଛି କରୋନା ଟ୍ରେଣ୍ଡ, ଆଜି ୨୦୧୯ ପଜିଟିଭ

ଭୁବନେଶ୍ୱର: ଧୀରେ ଧୀରେ କମୁଛି କରୋନା ଟ୍ରେଣ୍ଡ । ରାଜ୍ୟରେ ଖସୁଛି କରୋନା ଗ୍ରାଫ । ଗତ ୨୪ ଘଂଟାରେ ଓଡ଼ିଶାରେ ୨୦୧୯ କରୋନା ପଜିଟିଭ ଚିହ୍ନଟ ହୋଇଛି । ଚିହ୍ନଟ ନୂଆ ୨,୦୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୬୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ । ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୮୫୧ ରହିଛି।…

କଳିଙ୍ଗା ଘାଟିରୁ ଓଲଟିଲା ଟ୍ରକ୍‌, ୨ ଆହତ

କନ୍ଧମାଳ: କଳିଙ୍ଗା ଘାଟିରେ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ । କଳିଙ୍ଗା ଘାଟିରେ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ । ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଭଂଜନଗର ମେଡିକାଲ ଓ ପରେ ପରେ ବ୍ରହ୍ମପୁର ବଡ ମେଡିକାଲକୁ ଚିକତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି…

ପୁରୀ ମାର୍କେଟରେ ବଢୁଛି ହିରୋ ବାଇକର ଚାହିଦା

ପୁରୀ: ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଅଟୋ ମୋବାଇଲ କମ୍ପାନୀ ଗୁଡିକ ନିଜ ଆକର୍ଷଣୀୟ ଅଫରରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ପ୍ରଚେଷ୍ଟା ଆରମ୍ଭ କଲେଣି । ତେବେ ହିରୋ ଅଟୋମୋବାଇଲ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଆକର୍ଷଣୀୟ ଅଫର। ଯେଉଁଥିପାଇ ଏହାର ଚାହିଦା ବଢ଼ିବାରେ ଲାଗିଛି । ବିଶେଷ କରି…

କୋଭିଡ କଟକଣାକୁ ଫୁ’, ସିଲ୍ ହେଲା ୩ ମନ୍ଦିର

ବ୍ରହ୍ମପୁର: କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ । ଫୁ କରି ଉଡାଇଦେଲେ ନିୟମ । ସିଲ୍ ହେଲା ୩ ମନ୍ଦିର । ବ୍ରହ୍ମପୁର ମହାନଗର ନିମଗ ଅଂଚଳରେ ଥିବା ୩ଟି ମନ୍ଦିରକୁ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରଶାସନ ସିଲ୍ କରିଛି । ନବରାତ୍ର ପୂଜାର ୯ ଦିନ ପରେ ମନ୍ଦିର ଗୁଡ଼ିକ ଖୋଲିବ ବୋଲି…

ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଗ୍ୟାଙ୍ଗ

ସୁବର୍ଣ୍ଣପୁର: କ୍ରାଇମବ୍ରାଂଚ ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଗ୍ୟାଙ୍ଗ । ସୁବର୍ଣ୍ଣପୁର ଜିଲ୍ଲା ରାଜକୋଟି ଗାଁରୁ ବଜ୍ରକାପ୍ତା କାତି ଜବତ ହୋଇଛି । ଏହି ଘଟଣାରେ ଏସ୍‌ଟିଏଫ୍ ୨ ବେପାରୀକୁ ଗିରପ କରିଛି । ଦୁଇ ଅଭିଯୁକ୍ତ ହେଲେ ସୋମନାଥ ବ୍ୟାଗ୍ ଓ ମାର୍ସାଲାନ୍ ଭେଙ୍ଗେରା । ଜବତ କାତିର…

ଦାଦାବଟି ନଦେବାରୁ ଭାଇଭଉଣୀକୁ ହାଣିଦେଲେ

ବ୍ରହ୍ମପୁର: ଦାଦାବଟି ନଦେବାରୁ ଭଉଭଉଣୀଙ୍କ ଉପରେ ଖଣ୍ଡାରେ ଆକ୍ରମଣ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହିରୁ ଏଭଳି ଅଭିଯୋଗ ଆସିଛି। ଆହତ ଦ୍ୱୟ ହେଲେ-କାଳିଆ ପାତ୍ର ଓ ତାଙ୍କ ଭଉଣୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି…

ରାଜଧାନୀରେ ଗ୍ରୀନ କରିଡର, ୯ ମିନିଟ୍‌ରେ ହସ୍ପିଟାଲରୁ ଏୟାରପୋର୍ଟ ଗଲେ ଗୁରୁତର ରୋଗୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୁରୁତର ରୋଗୀଙ୍କ ପାଇଁ ଗ୍ରୀନ୍ କରିଡର । ମୂଲ୍ୟବାନ ଜୀବନ ବଂଚାଇବା ଲାଗି ନିଆରା ପ୍ରୟାସ କରିଛି କମିଶନରେଟ୍ ଟ୍ରାଫିକ ପୋଲିସ । ଆପୋଲୋ ହସ୍‌ପିଟାଲରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଜଣେ ଗୁରୁତର ରୋଗୀଙ୍କୁ ଗ୍ରିନ୍‌ କରିଡର ଜରିଆରେ ସଫଳତାରେ ସହ…

ଗଞ୍ଜାମରେ ୨୫୧ ଜଣ କରୋନା ଆରୋଗ୍ୟ ଦାନ କରିଛନ୍ତି ପ୍ଲାଜ୍ମା

ବ୍ରହ୍ମପୁର: କରୋନା କବଳରୁ ରୁ ଉଦ୍ଧାର ହୋଇଥିବା ଗଞ୍ଜାମ ଜିଲ୍ଲାର ମୋଟ ୨୫୧ ଜଣ ରୋଗୀ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ଥିବା ଏମ୍.କେ.ସି.ଜି ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲର ବ୍ଲଡ଼ ବ୍ୟାଙ୍କ ରେ ପ୍ଲାଜ୍ମା ଦାନ କରିଛନ୍ତି। ଦାନ କରାଯାଇଥିବା ପ୍ଲାଜମା ୫୦୨ ଜଣ କୋଭିଡ ରୋଗୀଙ୍କ ଜୀବନ…

ଘନଉଛି ଲଘୁଚାପ, ୨୧ ଯାଏଁ ବର୍ଷା

ଭୁବନେଶ୍ୱର: ଦାନା ବାନ୍ଧୁଛି ଲଘୁଚାପ । ବଙ୍ଗୋପସାଗରେ ସୃଷ୍ଟି ଲଘୁଚପା ଧୀରେ ଧୀରେ ଘନେଇବାରେ ଲାଗିଛି । ଏହା ଆଗକୁ ଅବପାତର ରୂପ ନେଇପାରେ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରବିବାରଠାରୁ ୨୧ ଯାଏଁ ଓଡ଼ିଶାରେ ବର୍ଷା ଲାଗି ରହିବ । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା…