Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ସୀମାନ୍ତରୁ ଜବତ ହେଲା ୭୦ ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ

ଲମତାପୁଟ: ଓଡିଶା ସୀମା ନିକଟସ୍ଥ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଛତିଶଗଡକୁ ପାଖାପାଖି ୭ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ମାଛକୁଣ୍ଡ  ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସୁଚାନୁଯାୟୀ, ନମ୍ବର ପ୍ଲେଟ ନଥିବା ଏକ ଭ୍ୟାନରେ ଏହି…

ଖୁବଶୀଘ୍ର ସବୁ ପଂଚାୟତକୁ ପହଂଚିବ ବ୍ରୋଡବ୍ୟାଣ୍ଡ !

ଭୁବନେଶ୍ଵର: ହାତଗଣତି ରାଜ୍ୟ ଭାବେ ଏକଦା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ଚାରିଟି ଆଇଟି କମ୍ପାନୀ ଆସିଥିଲେ ହେଁ ସେତେବେଳେ ଆଇଟି କ୍ଷେତ୍ର ଭାବେ ଆମ ରାଜ୍ୟର ଭିତ୍ତିଭୂମି ଓ ପରିବେଶ ନ ଥିବାରୁ ଆମେ କିଛିଟା କ୍ଷେତ୍ରରେ ପଛୁଆ ରହିଗଲୁ । ଏବେ ଆଇଟି ଏବଂ ଆଇଟିଇଏସ୍ କ୍ଷେତ୍ରକୁ ବେଶ୍ ପ୍ରାଧାନ୍ୟ…

ଦେଶୀ ଓ ନକଲି ମଦର ଭୂସ୍ୱର୍ଗ ଅନୁଗୁଳ !

ଅନୁଗୁଳ: ଦେଶୀ ମଦର ଭୂସ୍ୱର୍ଗ ପାଲଟିଛି ଅନୁଗୁଳ । ଜିଲ୍ଲାରେ ବେଧଡକ ପୋଲିସ ନାକତଳେ ତିଆରି ଓ ବିକ୍ରି ହେଉଛି । ହେଲେ ପ୍ରଶାସନର ନିଘା ନାହିଁ । ଦିନ ଦ୍ୱିପହରେ ହେଉ କି ରାତି ଖୁଲମଖୋଲା ଚାଲାଣ ହେଉଛି ଦେଶୀ ମଦ । ଶୁକ୍ରବାର ତାଳଚେର ଅବକାରୀ ବିଭାଗ ପକ୍ଷରୁ ରେଙ୍ଗାଳି ଥାନା ପୋଲିସ ଚଢାଉ…

RAN-NITI ୨୦୧୯-୨୦ କପ ଜିତିଲା ରାଉଲକେଲା ଷ୍ଟିଲ ପ୍ଲାଣ୍ଟ

ରାଉରକେଲା: ଓଡିଶାର ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି) ର ଏକ ତିନିଜଣିଆ ଦଳ ସମ୍ମାନଜନକ ନିର୍ଦ୍ଦେଶକ (ପର୍ସନାଲ) କପ୍ RAN NITI ୨୦୧୯-୨୦ଜିତିଛନ୍ତି । ଦଳର ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ଏବଂ ବିକ୍ରାନ୍ତ କୁମାର ପଟେଲ, ଉଭୟ ଅର୍ଥ ଏବଂ ଆକାଉଣ୍ଟସ୍ ବିଭାଗର ମ୍ୟାନେଜର ଥିବା ବେଳେ,…

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇଛନ୍ତି । ପୁରୀରେ ABADHA ଯୋଜନା ଅଧୀନରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟ ବ୍ୟତୀତ ଜଗନ୍ନାଥ ମନ୍ଦିର ଚାରିପାଖରେ ଚାଲିଥିବା ଐତିହ୍ୟ ପ୍ରକଳ୍ପ ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଗ୍ରଗତି  ସମୀକ୍ଷା କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ…

ରାଜନୈତିକ ସଭା ପାଇଁ ଆସିଲା ନିୟମାବଳୀ

ଭୁବନେଶ୍ୱର: ଆଗାମୀ ଦୁଇ ବିଧାନସଭା  ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ପାଇଁ ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି। ସଂଶୋଧିତ ନିୟମାବଳୀ ଅନୁଯାୟୀ, ନିମ୍ନଲିଖିତ ସର୍ତ୍ତରେ ଦୁଇଟି ନିର୍ବାଚନମଣ୍ଡଳୀରେ ରାଜନୈତିକ ବୈଠକ, କାର୍ଯ୍ୟ ଏବଂ ସମାବେଶକୁ ଅନୁମତି ଦିଆଯିବ:…

ଆଉ ଜଣେ କରୋନା ଯୋଦ୍ଧା ଜୀବନ ହାରିଲେ

ଭୁବନେଶ୍ୱର: ଆଉ ଜଣେ କୋଭିଡ ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଲିଙ୍ଗରାଜ ପୋଲିସ ଷ୍ଟେସନରେ  ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଥିବା ବ୍ରଜ କିଶୋର ଦଳାଇ କୋଭିଡ-୧୯ ରେ ପଜିଟିଭ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ…

ସତର୍କ ରୁହନ୍ତୁ, ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦର୍ଶାଇଛନ୍ତି ଭାରତର ପାଣିପାଗ ବିଭାଗ (ଆଇଏମ୍ଡି) । ଶନିବାର ଓଡିଶାର ନଅଟି ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ବୁଲେଟିନ୍‌ରେ…

୧୧ କୁଖ୍ୟାତ ଡକାୟତ ଗିରଫ

ଯାଜପୁର: ପୋଲିସ ଜାଲରେ ବଡ ଧରଣର କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ୧୧ ଲୁଟେରାଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ । ଧର୍ମଶାଳାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୫ଲକ୍ଷ ୮୯ ହଜାର ଟଙ୍କା ଗୋଟେ ବନ୍ଧୁକ ୨ଟି ଗୁଳି, ୭୬ ଗ୍ରାମ ସୁନ, ୧୨ କେଜି ୨ଶହ…

୩ ଦିନ ପରେ ଉଦ୍ଧାର ହେଲା ୨ ଭଉଣୀଙ୍କ ମୃତଦେହ

ବଲାଙ୍ଗୀର: ମିଳିଲା ବଡ ଭଉଣୀର ମୃତଦେହ । ଗତ ୧୫ ତାରିଖରେ ବଲାଙ୍ଗୀର ତେଲ ନଦୀକୁ ଡେଇଁ ପଡିଥିବା ଦୁଇ ଭଉଣୀଙ୍କ ଆଜି ମୃତଦେହ ଠାବ ହୋଇଛି । ଦୀର୍ଘ ୭୨ ଘଂଟା ପରେ ଦୁହିଁଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ସୋନପୁର ଜିଲ୍ଲାର ବଡକେନ୍ଦା ନଦୀ କୂଳରୁ ସାନ ଭଉଣୀଙ୍କ ମୃତ ଦେହ ମିଳିଥିବା ବେଳେ…