Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ । ଆସନ୍ତା ୧୮ ତାରିଖ ଯାଏ ତିନି ଦିନ ଚାଲିବ ସର୍ବେକ୍ଷଣ । ସେରୋ ସର୍ଭା ପାଇଁ ଗଠନ କରାଯାଇଛି ୫ ଟିମ୍‌ । ସେମାନେ ୨୫ଟି ୱାର୍ଡକୁ ଯାଇ ରକ୍ତ ନମୁନା ସଂଗ୍ରହ କରି ଆଣ୍ଟିବଡି ପରୀକ୍ଷା କରିବେ । ଆରଏମଆରସି ସହଯୋଗରେ…

ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବ୍ରଜରାଜନଗର: ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ଏବେ ସେ ବିଳାସପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ୨୫ ତାରିଖରେ ଛତିଶଗଡ଼ ହାଇକୋର୍ଟ…

ଆଜି ପ୍ରକାଶ ପାଇବ NEET ରେଜଲ୍ଟ

ଭୁବନେଶ୍ୱର: ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ନ୍ୟାସନାଲ୍ ଏଲିଜିବିଲିଟ କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ପରୀକ୍ଷାଫଳ । ଛାତ୍ରଛାତ୍ରୀ ww.ntaneet.nic.in କିମ୍ୱା nta.ac.inରୁ ରେଜଲ୍ଟ ଜାଣି ପାରିବେ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା…

ନବୀନ ପଟ୍ଟନାୟକଙ୍କୁ ପୂରିଲା ୭୪ବର୍ଷ, ଜନ୍ମଦିନରେ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୪ ବର୍ଷ ପୂରିଛି । ୭୫ ବର୍ଷରେ ପାଦ ଥାପିଛନ୍ତି ନବୀନ । ଏବର୍ଷ କରୋନା ମହାମାରୀ ଯୋଗୁ ଜନ୍ମଦିନ ପାଳନ କରୁ ନାହାନ୍ତି । ନବୀନ ନିବାସ ଆସିବା ପାଇଁ ଦଳୀୟ ନେତା, କର୍ମୀ ସମର୍ଥକଙ୍କୁ ମନା କରିଥିଲେ ନବୀନ । ଗରିବ ଲୋକଙ୍କୁ…

ଓଡ଼ିଶା ବିକାଶରେ ନବୀନ ପଟ୍ଟନାୟକ ଏକ ମାଇଲ ଖୁଣ୍ଟ

ଭୁବନେଶ୍ୱର: ରାଜ୍ୟରେ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ଜଣେ ବ୍ୟକ୍ତି ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡ଼ିଶା ଦୃଶ୍ୟପଟରେ ଅଚାନାକ ଆର୍ବିଭାବ ହୋଇଥିଲେ । ସେତେବେଳେ ଓଡ଼ିଶାବାସୀ ତାଙ୍କୁ ଏତେ ଚିହ୍ନିଥିଲେ । ସେ ବି ବୋଧେ ଓଡ଼ିଶାକୁ ଭଲଭାବେ ଜାଣିଥିଲେ । ଏହାରି…

ତପ୍ତପାଣି ଘାଟିରେ ଓଲଟିଲା ଓଜେଇଇ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ବସ୍, ୨୦ରୁ ଅଧିକ ଆହତ

ଗଞ୍ଜାମ: ଗଜପତି ଜିଲ୍ଲାରୁ ଓଜେଇଇ ପରୀକ୍ଷାର୍ଥୀଙ୍କୁ ନେଇ ଆସୁଥିବା ବସ୍ ମୋହନା ତପ୍ତପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨୦ରୁ ଅଧିକ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ଭିତରୁ କିଛି ଗୁରୁତର ହୋଇଥିବା ଜଣା ପଡ଼ିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଦିଗପହଣ୍ଡି…

ହାରୁଛି କରୋନା; ସମ୍ କୋଭିଡ ହସ୍ପିଟାଲ୍‌ରୁ ପୁଣି ସୁସ୍ଥ ହେଲେ ୮୪ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର : ପୁଣି ପରାସ୍ତ ହେଲା କରୋନା । ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ୮୪ ବର୍ଷୀୟା ବୃଦ୍ଧା । ପୁରୁଣା ଭୁବନେଶ୍ୱର ଅଂଚଳର ଶ୍ରୀମତି ଶୈଳବାଳା ଦାସ ଗୁରୁବାର ଦିନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କର ଉଚ୍ଚ ରକ୍ତଚାପ ଏବଂ ଗ୍ୟାଷ୍ଟ୍ରିକ୍…

ସୁରତ ସଚିନ ଅଞ୍ଚଳ ମହିଳା ମଣ୍ଡଳ ବୈଠକ

ବୁଗୁଡା : ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ସଚିନ ଅଞ୍ଚଳ ମହିଳା ମଣ୍ଡଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ମହିଳା ମଣ୍ଡଳର ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ମୁଖ୍ୟ ତଥା ସଭାପତି ପ୍ରଦୀପ କୁମାର ସାହୁ ଯୋଗଦେଇ କରୋନା ସଂକ୍ରମଣ ରୋକିବାରେ ମହିଳାମାନେ କିପରି…

ଆଗରୁ କେତେଥର ମୁଖ୍ୟମନ୍ତ୍ରୀ ପାଳିନାହାଁନ୍ତି ଜନ୍ମଦିନ? ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ନିଜର ଜନ୍ମଦିନ ପାଳିବେନି ବୋଲି ଗୁରୁବାର ଦିନ ଘୋଷଣା କରିଛନ୍ତି । କରୋନା ମହାମାରୀ ଯୋଗୁଁ ସାରା ଦେଶବାସୀ ପ୍ରଭାବିତ ହେଉଛନ୍ତି । ଏଥିରୁ ଓଡିଶାବାସୀ ମଧ୍ୟ ବାଦ୍ ପଡିନାହାଁନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ…

ଓଡିଶାରୁ ଆରୋଗ୍ୟ ହେଲେ ଆଉ ୨୭୭୨ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୭୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି...…