Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରେ ଆତଙ୍କ; ଖଣ୍ଡା ବୁଲାଇ ଯୁବକଙ୍କ ହତ୍ୟା ଧମକ!

ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣେ ଦୁବୃର୍ତ୍ତ ଖଣ୍ଡା ବୁଲାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଉକ୍ତ ସିସିଟିଭି ଭିଡିଓରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଖଣ୍ଡା ଧରି ଜଣକ ଘର ବାହାରେ ବୁଲାଉଥିବା ଦେଖିବାକୁ ମିଳୁଛି । ଏପରିକି ଘରୁ…

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଓଟିଭି ଏମଡିଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ୍

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ୍ ଜାରି ହୋଇଛି । ଆସନ୍ତାକାଲି ଦିନ ୧୧ଟାରେ ହାଜର ହେବାକୁ ନୋଟିସ୍ ହୋଇଛି । ଭୁବନେଶ୍ୱର ସ୍ଥିତ EOW ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ…

ଓଡ଼ିଶାରେ କମିଛି କରୋନା ସଂକ୍ରମଣ, ହେଳା କଲେ ପୁଣି ବଢ଼ିବ

ଭୁବନେଶ୍ୱର: ଏବେ ଓଡ଼ିଶାରୁ ଦିନକୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ କମିଛି ସଂକ୍ରମଣ । ଏହି ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା । ସେ କହିଛନ୍ତି, ସେପ୍ଟେମ୍ବର ୧୧ରୁ ୨୫ ଯାଏଁ ଦୈନିକ ସଂକ୍ରମଣ ୪ ହଜାର ୨୦୦ ଟପିଥିଲା । ଏବେ ରାଜ୍ୟରେ କୋଭିଡ୍…

ଅନୁଭବ-ବର୍ଷା ବିବାଦ ମାମଲା: ଆପୋଷ ବୁଝାମଣା ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲାର ଶୁଣାଣି ହୋଇଛି । ଅନୁଭବ ମହାନ୍ତି କରିଥିବା ଛାତପତ୍ର ମାମଲାକୁ କଟକ ଟ୍ରାନ୍ସଫର କରିବା ନେଇ ବର୍ଷାଙ୍କ ପିଟିସନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ପଟିଆଲା ହାଉସକୋର୍ଟରେ ସାଂସଦ…

କୋରୋନା କାଳରେ ଓଡ଼ିଶାକୁ କେତେ କେନ୍ଦ୍ରୀୟ ସହାୟତା ? ହିସାବ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଓଡ଼ିଶାକୁ ୨୨,୨୬୭.୬୬ କୋଟି ଟଙ୍କାର ପ୍ୟାକେଜ ଦିଆଯାଇଛି । ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ୩ କୋଟି ୧୭ ଲକ୍ଷ ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ଚାଉଳ ଦିଆଯାଇଛି । ପିଏମ୍ କିଷାନ ଯୋଜନାରେ ୨୦.୩ ଲକ୍ଷ…

ରାଜ୍ୟରେ ଆଉ ୧୫ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧,୧୦୪ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୨, ଭଦ୍ରକରୁ ୧, ବରଗଡରୁ ୧, କଟକରୁ ୨, ଜଗତସିଂହପୁରରୁ ୧,…

କମୁଛି ଲୋକାଲ୍ କେସ: ୨୪ ଘଣ୍ଟାରେ ରାଜ୍ୟରୁ ୨୧୩୮ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲୋକାଲ୍ କେସ୍ ଖସୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ହଜାର ୧୩୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨ ଶହ ୫୧ ଓ ୮୮୭ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ରାଜ୍ୟରେ କରୋନାର…

ନିଆଁରେ ପୋଡ଼ି ହୋଇ ଦମ୍ପତି ଜୀବନ୍ତ ଦଗ୍ଧ

ଝାରସୁଗୁଡ଼ା: ବ୍ରଜରାଜନଗରରେ ଅଭାବନୀୟ ଘଟଣା । ଜଳିଗଲେ ଦମ୍ପତି । କୋଇଲା ଚୁଲାରୁ ନିଆଁ ଲାଗି ସ୍ୱାମୀ ଓ ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ରାମପୁର ଫାଣ୍ଡି ଧଉଡାପଡ଼ା ଗାଁରେ ଘଟିଛି ଏହି ହୃଦୟବିତାରକ ଘଟଣା । ମୃତକମାନେ ହେଲେ ଗିରିଧର ଦାସ ଓ ତାଙ୍କ ପତ୍ନୀ । ଘଟଣାସ୍ଥଳରେ ବ୍ରଜରାଜନଗର…

ଚାରି ଅସହାୟ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢାଇଲା କିସ୍ ଫାଉଣ୍ଡେସନ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ବାଲିବରେଇ ପଞ୍ଚାୟତର ୪ ଭାଇ ଭଉଣୀଙ୍କୁ ସେମାନଙ୍କର ବାପା-ମା ଛାଡି ଚାଲିଯିବା ପରେ ସେମାନେ ଅସହାୟ ହୋଇପଡିଛନ୍ତି । ଏହି ଖବର ଗଣମାଧ୍ୟମ ରୁ ଜାଣିବା ପରେ କିସ୍‍ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସେମାନଙ୍କୁ ସହାୟତାର ହାତ…

ଆଜି +୨ର ବଳକା ସିଟରେ ସ୍ପଟ୍ ଆଡମିଶନ୍

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ଯୁକ୍ତ ଦୁଇ କଲଜେର ନାମଲେଖା ପାଇଁ ଆଜି ସ୍ପଟ୍ ଆଡମିଶନ୍ । ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପରେ ବଳକା ସିଟ୍‌ରେ ନାମଲେଖା ଯିବ । ଗତକାଲି ପ୍ରକାଶ ପାଇଥିଲା ସେସବୁ ଜୁନିୟର କଲେଜରେ ମେରିଟ୍ ଲିଷ୍ଟ । ଆଜି ସକାଳ ୧୦ଟାରୁ ସ୍ପଟ୍ ଆଡମିଶନ ଆରମ୍ଭ…