Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ରଲରକୁ ଧକ୍କା ଦେଲା ଟ୍ରକ; ଜଣେ ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ଫାୟାର ଷ୍ଟେସନ ଛକ ନିକଟସ୍ଥ ଫ୍ଲାଏ ଓଭରରେ ଏକ ଲୁହା ବିମ୍ ବୋଝେଇ ଟ୍ରଲରକୁ ଏକ ଟ୍ରକ ପଛ ପଟୁ ଧକ୍କା ଦେଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରଲରଟି ଜାତୀୟ ରାଜପଥରେ ଅଟକି ରହିଥିଲା। ଦ୍ରୁତ ଗତିରେ ଆସୁଥିବା…

ସୁକିନ୍ଦା ବିଜୁ ଜନତା ଦଳ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଠାରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜୁ ଜନତା ଦଳ ପକ୍ଷରୁ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ ଏଥିରେ ଯୋଗ ଦେଇ ଏହି…

ଯୌତୁକ ଜୁଇରେ ଜଳିଗଲେ ଆଉ ଜଣେ ନବବଧୂ

ରାଉରକେଲା: ବିବାହକୁ ପୁରିଛି ମାତ୍ର ୪ ମାସ । ସୁନେଲି ସଂସାରର ସ୍ୱପ୍ନକୁ ମନରେ ନେଇ ବାପ ଘରୁ ଶାଶୁ ଘର ଆସିଥିଲେ ନବବଧୂ ରାଜଲକ୍ଷ୍ମୀ। ହେଲେ ଧୂଳିସାତ ହୋଇଗଲା ଆଶା। ଭାଙ୍ଗିଗଲା ସ୍ବପ୍ନର ତାଜମହଲ। ପାଦରୁ ଅଳତା ଲିଭି ନ ଥିବା ବେଳେ ଯୌତୁକ ଜୁଇରେ ଜଳିଗଲା ରାଉରକେଲାର ଛେଣ୍ଡ ଥାନା…

ଯାଜପୁରରୁ ଜବତ ହେଲା ୨୧୦ ଲିଟର ଦେଶୀ ମଦ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ବାଘବାହାଳି ଛକ ନିକଟରୁ ୨୧୦ ଲିଟର ଦେଶୀ ମଦ ଜବତ। ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏକ କାର ଜବତ କରିଛି ପୋଲିସ। । ସୂଚନା ମୁତାବକ ଏକ କାର ରେ ବିପୁଳ ପରିମାଣର ଦେଶୀ ମଦ ଚାଲାଣ ହେଉଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର…

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୯ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, କୋରାପୁଟ, ରାୟଗଡା, ଢେଙ୍କାନାଳ, କେନ୍ଦ୍ରାପଡା,…

କଟକ ଗଣ ଦୁଷ୍କର୍ମ ଘଟଣା; ଅଭିଯୁକ୍ତ ଗିରଫ

କଟକ: କଟକରେ ଜଣେ ନାବାଳିକା କୁ ଦୀର୍ଘ ୨୨ ଦିନ ଧରି ଚଳିଥିବା ଦୁଷ୍କର୍ମ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଜଣେ ଅଭିଯୁକ୍ତକୁ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତକୁ ଖୋଜା ଚାଲିଛି । ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ…

କାର୍ଯ୍ୟକ୍ଷମ ହେଲା ଭୀମସାରର ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ସମ୍ବଲପୁର: ଆଜିଠାରୁ ବୁର୍ଲାର ଭୀମସାର ଠାରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । ଏହି ଡାକ୍ତରଖାନାରେ ୨୦ ଟି ଆଇସିୟୁ ଶଯ୍ୟା ଏବଂ ଏହା ପାଇଁ ସମସ୍ତ ଆବଶ୍ୟକୀୟ ସୁବିଧାମାନ ରାହିଛି। ଏହା ବ୍ୟତୀତ କୋରାପୁଟରେ ୭୦ ଶଯ୍ୟା ବିଶିଷ୍ଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ…

ବଡ ବନ୍ୟା ଆଶଙ୍କା ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର: ଅବପାତ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ବଡ ବନ୍ୟାର ଆଶଙ୍କା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି । ବର୍ଷା ପ୍ରଭାବରେ ଗଜପତି ଓ ଗଂଜାମ ଜିଲ୍ଲାରେ କିଛି ମାତ୍ରାରେ କ୍ଷୟ କ୍ଷତି ହୋଇଛି । ଗଭୀର ଅବପାତ, ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବ…

ସରିଲା ସୁଟିଂ, ଏକାଠି ନଜର ଆସିବେ ସ୍ୱୟମ-ପ୍ରକୃତି

ଭୁବନେଶ୍ୱର: ଖୁବଶୀଘ୍ର ଏକାଠି ନଜର ଆସିବେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଗାୟକ ସ୍ୱୟମ୍ ପାଢ଼ୀ । ଏନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଉଭୟ ତାଙ୍କ ସୁଟିଂ ସେଟ୍‌ର ଫଟୋ ଏବଂ ଭିଡ଼ିଓକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି । ଏକ କଭର୍‌ ଗୀତରେ ଏକାଠି ନଜର ଆସିବେ…

ଶ୍ରୀକ୍ଷେତ୍ରରେ ଶ୍ରୀସେତୁ ପାଇଁ ଜନଶୁଣାଣି

ପୁରୀ: ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ସହର କରିବାକୁ ପ୍ରୟାସ । ଖୁବ୍‌ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ୍ ବ୍ରିଜ ବା ଶ୍ରୀସେତୁ । ଏଥିପାଇଁ ଆଜି ପ୍ରକଳ୍ପ ପ୍ରଭାବିତ ୪ଟି ମୌଜାର ଜନଶୁଣାଣି ଆରମ୍ଭ ହୋଇଛି । ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ଓ ଦାଣ୍ଡିମାଳ ସାହିର ଲୋକେ…