Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ଦ୍ୱିତୀୟ ସ୍ଥାନକୁ ଫେରିଲା କଟକ, ରାଜ୍ୟରେ ୨୪୭୦ ନୂଆ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନାର କୋପ । ତଳମୁହାଁ ହେଉଛି କରୋନା ଗ୍ରାଫ । ଗତ ୨୪ ଘଂଟାରେ ରାଜ୍ୟରେ ୨୪୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୪୬୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୦୦୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା…

ବର୍ଷା ସହ ବଜ୍ରପାତ ସମ୍ଭାବନା, ୬ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଆଜି ମଧ୍ୟ କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ୬ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, ଗଂଜାମ, ନୟାଗଡ, ପୁରୀ, କଟକ ଓ ଜଗତସିଂହପୁରକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି…

ସାରୁଅରେ ଓଟିଭିର ବିବାଦୀୟ ସ୍ଥାନରେ ପାଚେରୀ ଭାଙ୍ଗିଲା ପ୍ରଶାସନ

ଖୋର୍ଦ୍ଧା: ସାରୁଅରେ ଓଟିଭି ବିବାଦୀୟ ଜମିରେ ପାଚେରୀ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗା କାମ ଚାଲିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ପଦକ୍ଷେପ ନେଇଛି ପ୍ରଶାସନ । ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ ଯେ,…

ରାତିରେ ଜଳିଗଲା ସପିଂ ମଲ

ରାଇରଙ୍ଗପୁର: ସପିଂ ମଲରେ ବଡ଼ ଧରଣର ଅଗ୍ନିକାଣ୍ଡ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ନିଆଁ ଲାଗି ଏକ ସପିଂ ମଲ ଛାରଖାର ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିଲା । ଆଜି ସକାଳେ ଲୋକ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପ୍ରବଳ ନିାଁ ଓ ଧୂଆଁରେ ସାରା ଅଞ୍ଚଳ…

କଟକ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ

କଟକ: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଦୁଇ ଜଣ ଅଭିଯୁକ୍ତ ଗିରଫ । ୨୪ ଘଣ୍ଟା ଭିତରେ ସେମାନଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ । ଚାଉଳିଆଗଞ୍ଜ ପୋଲିସ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ୨୪ ଘଣ୍ଟା…

କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଅଧିକ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ସତର୍କ ରହିବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ରହିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ବ୍ୟାପକ ଜନସଚେତନତା ଓ କୋଭିଡ୍…

ବୟସ ୧୦୪, ଜାଳି ଚାଲିଛନ୍ତି ଶିକ୍ଷାର ଦୀପ !

ଯାଜପୁର: ଦେହରେ ବଳ ନାହିଁ ଚାଲିବାକୁ । ଜୀବନ ବୟସରେ ଖେଳିଛନ୍ତି ଶତକୀୟ ଇନିଂସ୍ । ତଥାପି ଦେଶର ଭବିଷ୍ୟତଙ୍କୁ ଗଢି ତୋଳିବାରେ ତାଙ୍କ ନିଷ୍ଠା ସମସ୍ତଙ୍କୁ ତାଜୁବ କରିଛି । ବିନା ପାଉଣାରେ ପିଲାମାନଙ୍କୁ ପାଠ ପଢାଇ ଚାଲିଛନ୍ତି । ଦିନେ କି ବର୍ଷେ ନୁହେଁ, ଦୀର୍ଘ ୭୫ ବର୍ଷ ଧରି ନିଜ ତପସ୍ୟାକୁ…

ଗୁରୁଣ୍ଡିଆର ଚାନ୍ଦିପୋଷଠାରେ ଖୋଲିଲା ମା’ ଗୃହ, ୨୩ଟି ଗାଁର ମା’ଙ୍କୁ ମିଳିବ ସ୍ୱାସ୍ଥ୍ୟସେବା

ସୁନ୍ଦରଗଡ଼: ୨୩ଟି ଗାଁର ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଗୁରୁଣ୍ଡିଆ ବ୍ଲକର ଚାନ୍ଦିପୋଷଠାରେ ଖୋଲିଲା ମା’ ଗୃହ। ବୁଧବାର ଦିନ ଏହି ମା’ ଗୃହକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି। ୩ଟି ଗ୍ରାମପଞ୍ଚାୟତର ୪ଟି ସବସେଣ୍ଟର ଜରିଆରେ…

ସମ୍ କୋଭିଡ ହସ୍ପିଟାଲ୍‌ରୁ ପୁଣି ସୁସ୍ଥ ହେଲେ ୮୬ ବର୍ଷୀୟା ମହିଳା

ଭୁବନେଶ୍ୱର : ଉପଯୁକ୍ତ ଉତମ ଚିକିତ୍ସା, ଯତ୍ନ ଓ ସେବା ଫଳରେ ସମ୍ କୋଭିଡ୍ ହସ୍ପିଟାଲରୁ ନିୟମିତ ଭାବେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ପୁଣି ଜଣେ ବୟୋଜ୍ୟେଷ୍ଠା ମହିଳା ଏହି ମାରାତ୍ମକ ଭାଇରସ୍‌କୁ ପରାସ୍ତ କରିଛନ୍ତି। ଢେଙ୍କାନାଳର ୮୬ ବର୍ଷୀୟା…

ଅଭିନବ ଉପାୟରେ ଚୋରା ବନ୍ଧୁକ ଠାବ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଅଭିନବ ଉପାୟରେ ଚୋରା ବନ୍ଧୁକ ବ୍ୟବସାୟ ଠାବ କରିବାରେ ସକ୍ଷମ ହୋଇଛି କମିସିନରରେଟ ପୋଲିସ। ବେପାରି ସାଜି କଟକ ଚଉଳିଆଗଞ୍ଜ ପୋଲିସ ର ସ୍ପେସିଆଲ ସ୍କାଡ଼ ଦୀର୍ଘ ୧୦ ଦିନରୁ ଉର୍ଦ୍ଧ୍ବ ହେବ ଏହି ବନ୍ଧୁକ ବେପାରି ଉପରେ ନଜର ରଖିଥିଲା। କିନ୍ତୁ ଆଜି ଏହି ରାକେଟ ର ୪ ଜଣଙ୍କୁ ଧରିବାରେ…