Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖେଳକୁଦ ବୟସରେ ବିଛଣାରେ ପଡି ରହିଛି କୁନି ଝିଅ; କାରଣ ଜାଣିଲେ ଆଖିରୁ ଝରି ଆସିବ ଲୁହ !

ଯାଜପୁର: ଅସହ୍ୟ ହେଉଛି ଯନ୍ତ୍ରଣା । ତଥାପି ମୁକୁଳିବାକୁ ବାଟ ନାହିଁ । ଖେଳକୁଦ ବୟସରେ ଅକାମୀ ହୋଇଯାଇଛି ଶରୀର । ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ବିଦ୍ୟୁତ୍ ଆଘାତରେ ପୋଡିଯାଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଯାଜପୁର ବାରଗଡିଆ ଅଂଚଳର ୧୨ ବର୍ଷିୟା ପ୍ରିୟାଗ୍ନୀ ଦେଓ । ବିଦ୍ୟୁତ୍ ଆଘାତ…

ସେପ୍ଟେମ୍ବର ୩୦ ଯାଏଁ ଗାନ୍ଧୀ ମାର୍ଗରେ ବିକ୍ଷୋଭ ମନା : ଡିଜିପି

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଓଡିଶା ବିଧାନସଭା ନିକଟରେ କୌଣସି ବିକ୍ଷୋଭ ପ୍ରଦର୍ଶନ, ଧାରଣା ତଥା ପ୍ରତିବାଦ ପ୍ରଦର୍ଶନକୁ ଅନୁମତି ଦିଆଯିବ ନାହିଁ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ଦିନ ସୂଚନା ଦେଇଛନ୍ତି। କୋଭିଡକୁ ନଜରରେ ରଖି ଚଳିତ ଅଧିବେଶନରେ ଧାରଣା ପାଇଁ…

ମହାନଦୀରେ ୨ଟି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ସୋମବାର ଦିନ ତିର୍ତ୍ତୋଲ-ପୋଷଳ ହାଇ ଲେବେଲ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ହାଇଲେବେଲ ସେତୁର ଶିଳାନ୍ୟାସ…

ଆଗାମୀ ତିନିବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଫକୀରମୋହନଙ୍କ ଭୂମି, ଓଡିଆ ଭାଷା ସୁରକ୍ଷା ଭୂମି ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରର…

ସତ୍ୟବାଦୀ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସୋମବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ଖୋଦ୍ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ଏଥିସହିତ କହିଛନ୍ତି ଯେ “ମୁଁ କରୋନା ପଜିଟିଭ ଚିହ୍ନଟ…

କୃଷି ଆଇନକୁ ବିରୋଧ: ରାଜ୍ୟ କଂଗ୍ରେସର ବିରାଟ ଶୋଭାଯାତ୍ରା, ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ । ରାଜ୍ୟ କଂଗ୍ରେସର ରାଜଭବନକୁ ଯାତ୍ରା । ଭୁବନେଶ୍ୱରେ କଂଗ୍ରେସ ପକ୍ଷରୁ କୃଷି ଆଇନ୍ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିରଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ରାଉତ,…

ଦଳ ବିରୋଧି କାର୍ଯ୍ୟ ପାଇଁ କଳ୍ପତରୁ ଓଝାଙ୍କୁ ବହିଷ୍କୃତ କଲେ ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଥିବା କଳ୍ପତରୁ ଓଝାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏସମ୍ପର୍କରେ ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି । ଦଳ ବିରୋଧି କାର୍ଯ୍ୟ…

ଓଟିଭି ଜମି ଜବରଦଖଲ ପ୍ରସଙ୍ଗ: ଜିଲ୍ଲା ପ୍ରଶାସନର ଯାଂଚ ଆରମ୍ଭ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାରୁଆ ଗାଁରେ ଓଟିଭି ଜମି ଜବରଦଖଲ କରିଥିବା ନେଇ ଅଭିଯୋଗ ଆସିଥିଲା । ଏପରିକି ଏହାକୁ ବିରୋଧ କିର ଶତାଧିକ ଗ୍ରାମବାସି ରାସ୍ତାକୁ ଓହ୍ଲାଇଥିଲେ । ଏହି ଅଭିଯୋଗ ଆସିବା ପରେ ଏବେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସବ୍-କଲେକ୍ଟର ଓ ତହସିଲଦାରଙ୍କ…

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ପାଇବେ ‘ଶାନ୍ତି ସ୍ୱରୂପ ଭଟ୍ଟନାଗର’ ପୁରସ୍କାର

ଭୁବନେଶ୍ୱର: ଓଡିଶା ପାଇଁ ଗର୍ବ ଆଣିଛନ୍ତି ଜ୍ୟୋତିର୍ମୟୀ ଦାଶ ।  ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ପାଇଁ  ଜ୍ୟୋତିଙ୍କ ସମେତ ୧୪ ଜଣଙ୍କୁ ଚୟନ କରାଯାଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ଏମାନଙ୍କୁ ସମ୍ମାନିତ କରିବେ । ଏହି ପୁରସ୍କାର…

+୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ‌: ସବୁଠୁ ଆଗରେ ବିଜେବି

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ ଅଫ୍ ମାର୍କ । ପ୍ରଥମ ପର‌୍ୟ୍ୟାୟରେ ମନୋନୀତ ହୋଇଛନ୍ତି ୧ଲକ୍ଷ ୫୮,୫୪୦ ଜଣ । କଳାରେ ନାମ ଲେଖାଇବେ ୯୫,୬୪୯ । ସେଲ୍ଫ ଫାଇନାନ୍ସି୧୦୮୧, ବାଣିଜ୍ୟରେ ୧୬,୬୮୨, ସଂସ୍କୃତରେ ୩୮୧୮, ଫିଜିକ୍ସରର ୨୩,୮୧୭ଜଣ, ବାୟୋଲୋଜି ରେ ୪୯୩ ଜଣ ନାମ…