Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନା ନେଲା ରାଜ୍ୟରୁ ଆଉ ୧୬ ଜୀବନ, ମୃତ୍ୟୁସଂଖ୍ୟା ୮୦୦ ଡେଇଁଲା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସହ ବଢୁଛି କରୋନା ମୃତ୍ୟୁସଂଖ୍ୟା । ରାଜ୍ୟରେ ୮ଶହ ପାର କରିଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୧୬ ଆକ୍ରାନ୍ତ । ଚିକିତ୍ସାଧୀନ ଅବସ୍ଥାରେ ୧୧ଟି ଜିଲ୍ଲାର ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । Regret to inform of the demise of…

ରାଜ୍ୟରେ କମିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ୨୪ ଘଣ୍ଟାରେ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଚାରି ହଜାର ତଳକୁ ଖସିଛି ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ ହଜାର ୨୩୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୯ ଶହ ୫୧ ସଂକ୍ରମିତ…

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର କହି କ୍ଷମା ମାଗିଲା ଆମାଜନ

ଭୁବନେଶ୍ୱର: ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ । ହେଲେ ଅନ୍‌ଲାଇନ୍ ସପିଂ ସାଇଟ୍ ଆମାଜନ୍ ସମ୍ବଲପୁରୀ ଶାଢ଼ୀକୁ ଓଡ଼ିଶା ପରିବର୍ତ୍ତେ ପଶ୍ଚିମବଙ୍ଗର ଦର୍ଶାଇ ବିକ୍ରି କରୁଥିଲା । ଏହା ଜଣାପଡିବା ପରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପରେ ଆମାଜନ୍…

ପ୍ରତି ୧୫ ଦିନରେ କୋଭିଡ ହସ୍ପିଟାଲର ହେବ ନିରାପତ୍ତା ଯାଞ୍ଚ

ଭୁବନେଶ୍ୱର: ଏଣିକି ପ୍ରତି ୧୫ ଦିନରେ ହେବ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ଯାଞ୍ଚ । ଏନେଇ ଅଗ୍ନିଶମ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ସିଫ୍ଟରେ ସେମାନଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କୁ ଜରୁରୀକାଳୀନ ରେସପନ୍ସ ଅଫିସର ଭାବରେ ନିଯୁକ୍ତ କରିବାକୁ ଏହି ନିର୍ଦ୍ଦେଶରେ…

ମାତିଲେ ମାଓବାଦୀ, ମାଓ ଇନ୍‌ଫର୍ମର ସନ୍ଦେହରେ ଯବକଙ୍କୁ ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଜାଙ୍ଗଲା ଗାଁର ବିଜୟ ପସରା । ଗତକାଲି ହତ୍ୟା କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖ…

୬୦ କେଜିରୁ ଅଧିକ ଗଞ୍ଜେଇ ଜବତ, ୫ ଗିରଫ

ବାଲିଗୁଡା: ଚୋରା ଚାଲାଣ ବେଳେ ଧରା ପଡ଼ିଲା ବିପୁଳ ପରିମାଣର ଗଞ୍ଜେଇ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ୍ ମହାସିଙ୍ଗ ଅଞ୍ଚଳରୁ ୬୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି। ଏଥିସହ ପୋଲିସ ୫ ଗଂଜେଇ ବେପାରୀଙ୍କୁ ଗିରଫ କରିଛି । ଗିରଫ ଗଞ୍ଜେଇ  ବେପାରୀଙ୍କ ମଧ୍ୟରୁ  ଜଣେ ମଧ୍ୟପ୍ରଦେଶ ଅଞ୍ଚଳର…

ଆଜି ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନର ପ୍ରଥମ ମେରିଟ୍ ଲିଷ୍ଟ । ଆଜି ହିଁ ସାମ୍ସ ଆକାଉଂଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିବେ ଛାତ୍ରଛାତ୍ରୀ । ରାଜ୍ୟରେ ପ୍ରାୟ ୧୦୨୯ଟି କଲେଜ ପାଇଁ ୨ଲକ୍ଷ ୧୨ ହଜାର ୯୮୮ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଅକ୍ଟୋବର ୮ରେ ଦ୍ୱିତୀୟ ମେରିଟ…

ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ତାପଙ୍ଗ ହାତିଆ ମୁଣ୍ଡିଆ

ଭୁବନେଶ୍ୱର: ବେଶ୍ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଂଚଳ ଏବେ ସର୍ବସାଧାରଣଙ୍କ ପାଇଁ ବନ୍ଦ ହୋଇଛି । ଏହି ଅଂଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଂଚଳ ଘୋଷଣା କରିଛନ୍ତି । ଏହି ଅଂଚଳକୁ ଲୋକମାନେ ଟୁରିଷ୍ଟ ପ୍ଲେସ ଭାବି…

ରାଜ୍ୟରୁ ସୁସ୍ଥ ହେଲେ ୩୩୭୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆରୋଗ୍ୟଙ୍କ ମଧ୍ୟରେ କଟକରୁ ୫୪୦, ଖୋର୍ଦ୍ଧାରୁ ୨୮୯, ପୁରୀରୁ ୨୦୦, ଯାଜପୁରରୁ ୧୭୬, ୧୪୧ ରାୟଗଡାରୁ,୧୩୭…

ବିଜୁ ଯୁବ ଜନତା ଦଳର ସଭାପତି ହେଲେ ଚାନ୍ଦବାଲି ବିଧାୟକ

ଭୁବନେଶ୍ୱର: ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ରବିବାର ଦିନ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନିଯୁକ୍ତ କରିଛନ୍ତି । ଏସମ୍ପର୍କରେ ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି। ସେହିପରି ବାଙ୍କି…