Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାନସଭା ଅଧିବେଶନ ପୂର୍ବରୁ ୧୩୬ କର୍ମୀଙ୍କୁ କରୋନା

ଭୁବନେଶ୍ୱର: ଓଡିଶା ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକ, ସାମ୍ବାଦିକ ଓ କର୍ମଚାରୀ ମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡ ଟେଷ୍ଟ କରାଯାଇଥିବା ୭୫୭ ଜଣଙ୍କ ମଧ୍ୟରୁ ପ୍ରାୟ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ପ୍ରାପ୍ତ ସୂଚନାନୁଯାୟୀ ବିଜେଡିର ପ୍ରମିଳା ମଲ୍ଲିକ…

ଭୁବନେଶ୍ୱରରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ; ୨୫୫ ଲୋକାଲ୍ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

ବିଶ୍ୱ ପର୍ଯ୍ୟଟନ ଦିବସ; ଜାଣନ୍ତୁ ଓଡିଶାର କିଛି ପ୍ରମୁଖ ଜଳପ୍ରପାତ ସମ୍ପର୍କରେ

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଭାବେ ପାଳନ କରାଯାଏ । ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସାରା ବିଶ୍ୱରେ ପର୍ଯ୍ୟଟନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା । ବିଗତ ୧୯୮୦ ମସିହାରୁ ଏହି ଦିନକୁ…

ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ରତାକୁ କ୍ଷୁର୍ଣ୍ଣ କରିବ ନାହିଁ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦: ଉଚ୍ଚ…

ଭୁବନେଶ୍ୱର: ଓଡିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର ଆବଶ୍ୟକୀୟ ସଂଶୋଧନ ଅଣାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ସଂପର୍କରେ ଆୟୋଜିତ ଏକ…

ପାଲା ଜଗତର ଅନନ୍ୟ ପ୍ରତିଭା; ଗାୟକ ରଘୁନାଥ ନାଥଶର୍ମା

ଭୁବନେଶ୍ୱର: ପାରମ୍ପରିକ ଓଡ଼ିଶୀ, ଛାନ୍ଦ, ଚମ୍ପୂ ଆଦି ଗାୟନ କରିବାରେ ଯେଉଁ କେତେଜଣ ପାଲା ଗାୟକ ଶିଖର ଛୁଇଁଛନ୍ତି ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ରଘୁନାଥ ନାଥଶର୍ମା । ନିର୍ଭୁଲ ଏବଂ ଶ୍ରୁତିମଧୁର ଗାୟନରେ ସେ ଏଭଳି ନିପୁଣ ଯେ ଶ୍ରୋତା ମନ୍ତ୍ରମୁଗ୍ଧ ହୋଇଯାଆନ୍ତି । ୧୯୩୭ ମସିହା…

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ; କାହିଁକି ପାଳିତ ହୁଏ, ଜାଣନ୍ତୁ

ଭୁବନେଶ୍ୱର: ମହାମାରୀ କରୋନା ସାଧାରଣ ଲୋକଙ୍କ ଜୀବନ ଶୈଳୀକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେଇଛି । କରୋନା ଯୋଗୁଁ ଦୀର୍ଘ ଛଅ ମାସ ହେବ ବନ୍ଦ ପଡ଼ିଛି ସମସ୍ତ ପର୍ଯ୍ୟଟନ ସ୍ଥଳୀ । ଯାହା ଫଳରେ ଭ୍ରମଣର ମଜା ନେଇପାରୁନାହାନ୍ତି ଲୋକେ। ଏହାକୁ ନେଇ ସମଗ୍ର ପର୍ଯ୍ୟଟନ ସଂସ୍ଥା ଏବେ…

ସ୍ୱାଭିମାନ ଅଞ୍ଚଳରେ ସ୍ୱାସ୍ଥ୍ୟସେବା, ନିଯୁକ୍ତ ହେଲେ ୪ ଡାକ୍ତର

ମାଲକାନଗିରି: ବିକାଶ ମୁହାଁ ସ୍ୱାଭିମାନ ଅଂଚଳ । ଦିନେ ଲାଲଗଡ ପାଲଟି ଥିବା ଆଦିବାସୀ ବହୁଳ ସ୍ୱାଭିମାନ ଅଂଚଳରେ ସୁଧୁରୁଛି ସ୍ୱାସ୍ଥ୍ୟସେବା। ଦୁର୍ଗମ ଅଂଚଳର ଉଜୁଡା ସ୍ୱାସ୍ଥ୍ୟ ସେବାକୁ ସଜାଡିବା ପାଇଁ ଅଂଟା ଭିଡିଛି ପ୍ରଶାସନ ।  ଅଂଚଳର ଶିଶୁ ଓ ମହିଳାଙ୍କୁ ସ୍ୱାସ୍ଥ୍ୟ ଯୋଗାଇବା ଉଦେଶ୍ୟରେ…

ମନ୍ଦିର ଖୋଲିବା ନିଷ୍ପତ୍ତି ହୋଇନି: ପ୍ରତାପ ଜେନା

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିବ ପର୍ଯ୍ୟଟନସ୍ଥଳୀ । କୋଭିଡ଼ କଟକଣା ଭିତରେ ରାଜ୍ୟରେ ଖୋଲିବ ସବୁ ପର‌୍ୟ୍ୟଟନସ୍ଥଳୀ । ଏନେଇ ପ୍ରସ୍ତୁତି ଚାଲିଛି ହେଲେ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତି ନେବେ । ମନ୍ଦିର ଖୋଲିବା ନେଇ ଆଲୋଚନା ହୋଇନି ବୋଲି କହିଛନ୍ତି ଆଇନମନ୍ତ୍ରୀ…

ପୁରୀ ଓ କୋଣାର୍କକୁ ଗଡିଲା ମୋ ବସ୍‌

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ରବିବାର ଦିନ ଜଗନ୍ନାଥ ଧାମ ପୁରୀ ଓ ଅର୍କକ୍ଷେତ୍ର କୋଣାର୍କକୁ ଆରମ୍ଭ ହୋଇଛି ମୋ ବସ୍ ସେବା । ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି । ସୂଚନାନୁଯାୟୀ ଆଜି ସକାଳ ୭ଟା…

ଖୋର୍ଦ୍ଧାରେ କମୁନି କରୋନା ମୃତ୍ୟୁ, ପ୍ରାଣ ହରାଇଲେ ଆଉ ୩, ଆଜି ରାଜ୍ୟରେ ଗଲା ୧୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନାର ତାଣ୍ଡବ । ଦିନକୁ ଦିନ ବିଗିଡିବାରେ ଲାଗିଛି ସ୍ଥିତି । ପ୍ରତିଦିନ ୧୦ରୁ ଅଧିକ ବ୍ୟକ୍ତିଙ୍କ ମୁଣ୍ଡ ନେଉଛି କିଲର ଭାଇରସ କରୋନା । ଆଜି ପୁଣି ରାଜ୍ୟରୁ ଗତ ୨୪ ଘଂଟା ମଧ୍ୟରେ ୧୪ ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧାରୁ କରୋନାକୁ ବ୍ରେକ୍ ଲାଗୁନି । ଏଠି…