Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭଗବାନଙ୍କୁ ଡର, ସତ ଲୁଚି ରହିପାରିବନି : ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ରିଲ ଲାଇଫରେ ବର୍ଷା ଅନୁଭବ ଯୋଡିରେ ବିବାହ ଆଉ ବିଚ୍ଛେଦ ନେଇ କାହାଣୀ ହୋଇଥିବା ବେଳେ ଏବେ ତାହା ସେମାନଙ୍କର ରିଅଲ ଲାଇଫରେ ମଧ୍ୟ ଦେଖିବାକୁ ମିଳିଛି । ବର୍ଷା ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏଥି ସହ କୋର୍ଟରେ ଭରଣପୋଷଣ ପାଇଁ ୧୫ କୋଟି…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୫୯୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୯୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୨୫୯୦ ଜଣଙ୍କ ମଧ୍ୟରୁ ୪୩୧ ଜଣ କଟକରୁ, ୩୮୬ ଜଣ ଖୋର୍ଦ୍ଧା, ୨୦୨ ଜଣ ମୟୁରଭଞ୍ଜରୁ, ୧୪୨ ଜଣ ଗଞ୍ଜାମରୁ,…

ଭୁବନେଶ୍ୱରରେ ୧୩ ହଜାର ଟପିଲା କରୋନା ସଂକ୍ରମଣ; ପୁଣି ୪୮୩ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୮୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ପୂର୍ବତଟ ରେଳପଥ ପକ୍ଷରୁ ଅତିରିକ୍ତ ଅନ୍ତରାଜ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଚଳ; ଜାଣନ୍ତୁ ସମୟ ସାରଣୀ

ଭୁବନେଶ୍ୱର: ଦେଶରେ ଅନଲକ୍‌-୪ ଜାରି ରହିଥିବା ବେଳେ ପୂର୍ବତଟ ରେଳପଥ ପକ୍ଷରୁ ୫ଟି ଅନ୍ତରାଜ୍ୟ ଟ୍ରେନ ଚଳାଚଳ କରିବା ନେଇ ସୂଚନା ମିଳିଛି । ତନ୍ମଧ୍ୟରେ ରହିଛି- ଦୁର୍ଗ ଓ ଅହମଦାବାଦକୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ ରାୟଗଡା ମାର୍ଗ ଦେଇ ବିଶାଖାପାଟଣା ଓ କୋର୍ବା ମଧ୍ୟରେ…

ଶିକ୍ଷାନୀତିକୁ ନେଇ ରାଜନୀତି ନହେଉ

କଳାହାଣ୍ଡି: ଶିକ୍ଷାନୀତିରେ ସଂସ୍କାର ଅପରିହାର୍ଯ୍ୟ । ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ । ଏଥିରେ ରାଜନୀତି ନକରି ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷାନୀତିରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଆବଶ୍ୟକ । ରାଜନୀତିରୁ ମୁକ୍ତ ହେଲେ ଯାଇ ଶିକ୍ଷାର…

ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଲେ ଅଭିନେତା ଅନୁଭବ

କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଯାହାର ଗୋଟିଏ ଦିନ ପରେ ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଛନ୍ତି ନିଜେ ଅନୁଭବ । ଜାଣନ୍ତୁ, ଏହି ପ୍ରସଙ୍ଗରେ ଅନୁଭବ କ’ଣ ସବୁ କହିଛନ୍ତି ଏବଂ ପତ୍ନୀ ବର୍ଷାଙ୍କ ବିରୋଧରେ…

ବୋମା ତିଆରି ବେଳେ ବିସ୍ଫୋରଣ; ୨ ମୃତ

ଦେବଗଡ: ଦେବଗଡ ଥାନା ଅନ୍ତର୍ଗତ ଚିଲାଣ୍ଡିଖୋଲ ଅଞ୍ଚଳରେ ବୋମା ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ରଞ୍ଜିତ ଭୋଇ ଏବଂ ସନ୍ତୋଷ ପାତ୍ର ବୋଲି ଜଣାପଡିଛି । ଉଭୟଙ୍କ ଘର ରାଇମାଳ ନିକଟ କନସର ଗ୍ରାମ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ…

ଓପିଜିସି ପାୱାର ପ୍ଲାଣ୍ଟରେ ଦୁର୍ଘଟଣା; ୬ ଆହତ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ଥିବା ଓଡିଶା ପାୱାର ଜେନେରେସନ୍ କର୍ପୋରେସନ (ଓପିଜିସି) ପାୱାର ପ୍ଲାଣ୍ଟରେ ଦୁର୍ଘଟଣା ଯୋଗୁଁ ୬ ଜଣ କର୍ମୀ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଏହାର ୩ ନଂ ୟୁନିଟରେ ଆସ୍ ହ୍ୟାଣ୍ଡେଲିଂ ପ୍ଲାଣ୍ଟର ହପର ଖସି ପଡିବାରୁ ତଳେ କାମ କରୁଥିବା ଶ୍ରମିକ…

ଅନୁଭବଙ୍କ ଅଭିଯୋଗ; ସମ୍ପର୍କ ରଖିବାକୁ ଚାହୁଁନଥିଲେ ବର୍ଷା

କଟକ: ଜଣାଶୁଣା ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି । ତେବେ ବର୍ଷାଙ୍କ ଅଭିଯୋଗର ଗୋଟିଏ ଦିନ ପରେ ଏହା ଜଣାପଡିଛି ଯେ, ଚଳିତ ବର୍ଷ ଜୁଲାଇ ୭ ତାରିଖରେ ନୂଆଦିଲ୍ଲୀର ପଟିଆଲା…

ଲକ୍ଷ୍ମୀପୁର ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୂଚନା ଦେଇଛନ୍ତି । ନିକଟ ଅତୀତରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ଏବଂ ହୋମ୍ ଆଇସୋଲେସନରେ ରୁହନ୍ତୁ ବୋଲି…