Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଜ୍ରପାତ ସହ ବର୍ଷା ଆଶଙ୍କା; ୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, କନ୍ଧମାଳ,…

ରାଜ୍ୟରେ ଆଉ ୮ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୮ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୫୪୬ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୧, ଗଞ୍ଜାମରୁ ୪, କୋରାପୁଟରୁ ୧, ରାୟଗଡାରୁ ୧ ଓ ସୁନ୍ଦରଗଡରୁ ୧…

+୨ କଳା ପରୀକ୍ଷାରେ କିସ୍ ଛାତ୍ରଛାତ୍ରୀଙ୍କ ବାଜିମାତ

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି । ଏଥିରେ କିସର ଛାତ୍ରଛାତ୍ରୀ ମାନେ ୯୯.୯୦ ପ୍ରତିଶତ ସଫଳତା ହାସଲ କରିଛନ୍ତି । ରାଜ୍ୟର ପାସ୍ ହାର ୬୭.୫୬ ରହିଥିବା ବେଳେ କିସ୍ ପାସ୍ ହାର ଉତ୍ସାହ ଜନକ ରହିଛି ।…

OAIC ଚେୟାରମ୍ୟାନ ଦେବାଶିଷ ମହାନ୍ତିଙ୍କୁ କରୋନା

ଭୁବନେଶ୍ୱର: କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି OAIC ଚେୟାରମ୍ୟାନ ଦେବାଶିଷ ମହାନ୍ତି । ଏ ନେଇ ସେ ନିଜେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଦେବାଶିଷ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ଆଜି କରୋନା ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଛନ୍ତି। ମାତ୍ର ଏହା ତାଙ୍କୁ…

ସୋମବାରଠୁ ଆରମ୍ଭ ହେବ + ୨ ଛାତ୍ରଛାତ୍ରୀଙ୍କ ଟିଭି କ୍ଲାସ

ଭୁବନେଶ୍ୱର: ସୋମବାର ଠାରୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କର ଟିଭି କ୍ଲାସ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୨୦୨୧ ମସିହାରେ ଫାଇନାଲ୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ସରକାର ଟିଭି କ୍ଲାସ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର…

ବିଧାୟକଙ୍କ କରୋନା ଟେଷ୍ଟ ନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ୱର ୩୦ ପୂର୍ବରୁ ବସିବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ତାପୂର୍ବରୁ ଜଣଙ୍କ ପରେ ଜଣେ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ ହେଉଛନ୍ତି । ଅଧିବେଶନ ଆଗରୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ ହେବ କି ନାହିଁ, ସେନେଇ ଆସନ୍ତାକାଲି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ…

ବରଗଡ଼ରେ ମାଡୁଛି ମହାମାରୀ, ପାଞ୍ଚ ଦିନରେ ଏତେ !

ବରଗଡ଼: ପଶ୍ଚିମ ଓଡ଼ିଶାରେ କରୋନାର ରେଡହଟ୍ ଜିଲ୍ଲା ପାଲଟିଲାଣି ବରଗଡ଼ । ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ସଂକ୍ରମିତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ୩୯୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଯାହାକି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଏହାକୁ ମିଶାଇ ବରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୩…

ଖୋର୍ଦ୍ଧାରୁ ୭୯୭, ବରଗଡ଼ରୁ ୩୯୬: ୨୪ ଘଣ୍ଟାରେ ୩,୮୧୦ ନୂଆ କରୋନା କେସ୍

ଭୁବନେଶ୍ୱର: କୋଭିଡ୍ ଟେଷ୍ଟା ସଂଖ୍ୟା ବଢୁଛି । ଏହାସହ ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩ ହଜାର ୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨ ହଜାର ୨୮୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ ଶହ ୨୪ । Covid-19…

ଖୋର୍ଦ୍ଧାରେ ସାଙ୍ଘାତିକ ହେଉଛି କରୋନା ସ୍ଥିତି; ପ୍ରତିଦିନ ଚିହ୍ନଟ ହେଉଛନ୍ତି ୫୦୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ଭୁବନେଶ୍ୱର: ଶନିବାର ଦିନ ଓଡିଶାରେ ୩୫୪୩ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଦିନିକିଆ ସ୍ପାଇକ୍ ୮୭୮ ଜଣ ପଜିଟିଭ ରେକର୍ଡ ହୋଇଛନ୍ତି । ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦,୬୧୮ ସଂକ୍ରମିତ ଛୁଇଁଛି।ବର୍ତ୍ତମାନ ଏଠାରେ ୭୬୧୬ ଟି ସକ୍ରିୟ ମାମଲା…

ପୃଥିବୀ ନିକଟକୁ ଆସୁଛି ଗ୍ରହାଣୁ; ଧକ୍କା ହେବାର ସମ୍ଭାବନା ନାହିଁ

ଭୁବନେଶ୍ୱର: ସେପ୍ଟେମ୍ବର ୬ ତାରିଖରେ ଭାରତୀୟ ସମୟ ଅନୁଯାୟୀ ଦିନ ୨ଟା.୦୮ମି. ସମୟରେ ଏକ ଗ୍ରହାଣୁ ପୃଥିବୀର ସବୁଠାରୁ ନିକଟତର ହେବାକୁ ଯାଉଛି । ହେଲେ ଏହା ଧକ୍କା ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁମବନେଶ୍ୱର ସ୍ଥିିତ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡ. ଶୁଭେନ୍ଦୁ…