Latest Odisha News

BREAKING NEWS

Browsing Category

ଓଡିଶା

Odisha

୭ ଦିନ ଭିତରେ ଏକାମ୍ର ହାଟ ଖାଲି କରିବାକୁ ଦୋକାନୀଙ୍କୁ ନୋଟିସ

ଭୁବନେଶ୍ୱର: ୭ ଦିନ ଭିତରେ ଖାଲି କର ଏକାମ୍ର ହାଟ । ଏଭଳି ନିର୍ଦ୍ଦେଶ ଦେଇଛି ଇଡ୍‌କୋ । ବ୍ୟବସାୟୀଙ୍କୁ ୭ ଦିନ ଭିତରେ ପୂରା ହାଟ ଖାଲି କରିବାକୁ ଇଡ୍‌କୋ କହିଛି । ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ମଧ୍ୟ ବନ୍ଦ କରି ଦିଆଯାଇଛି । ଭୁବନେଶ୍ୱର ସହର ମଝିରେ ଥିବା ଏକାମ୍ର…

ପ୍ରତିଦିନ ଚଳାଚଳ କରିବ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସ

ଭୁବନେଶ୍ୱର: ଆସନ୍ତା କାଲିଠାରୁ ସପ୍ତାହରେ ପାଞ୍ଚଦିନ ପରିବର୍ତ୍ତେ ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ ଭୁବନେଶ୍ୱରରୁ ସକାଳ ୬ଘ.୩୦ମି.ରେ ଛାଡୁଥିବା ବେଳେ ବଲାଙ୍ଗୀର ଠାରୁ…

ସେପ୍ଟେମ୍ବର ୯ରୁ ଭୁବନେଶ୍ୱରରୁ ସୁରତକୁ ଉଡିବ ବିମାନ; ଜାଣନ୍ତୁ ସମୟ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ରୁ ଭୁବନେଶ୍ୱର ବିମାନବନ୍ଦରରୁ ସୁରତକୁ ବିମାନ ଉଡାଣ ନେଇ ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ । ଏହି ଉଡାଣ ସପ୍ତାହକୁ ୨ଥର ତଥା ସୋମବାର ଓ ବୁଧବାର ଦିନ ହେବ ବୋଲି ସୂଚନା ମିଳିଛି । ସୂଚନାନୁଯାୟୀ, ଏହି ବିମାନ ସୁରତରୁ ଅପରାହ୍ନ ୩ଟା ୩୦ମି.ରେ ବାହାରି…

ଆଜି ପୁଣି ଭୁବନେଶ୍ୱରରେ ୫୮୦ ପଜିଟିଭ, ୩୫୯ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ଉପର ମୁହାଁ ହେଉଛି କରୋନା ମିଟର । ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ବାହାରିଛନ୍ତି । ଗୁରୁବାର ରାଜଧାନୀ ଭୁବନେଶ୍ୱରରୁ ୫୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ କେନ୍ଦ୍ରରୁ ୨୨୧ ଓ ଲୋକାଲ…

[ଭାଇରାଲ୍ ଭିଡିଓ] ମଣିଷ ପାଖେ ପଶୁ ପାଲଟିଲା ମଣିଷ !

ଅନୁଗୁଳ: ସମାଜରେ ପେଟ ପୋଷିବା ପାଇଁ ମୁଣ୍ଡ ବିକୁଛି ମଣିଷ । କେଉଁଠି ପାଠୁଆ ତ ପୁଣି କେଉଁଠି ଅପାଠୁଆ । ହେଲେ ତ୍ରୁଟିର ବିକଳ୍ପ କଣ ମାଡ । ଆଇନ୍‌ କାନୁନ୍‌କୁ ବାଦ୍ ଦେଲେ ମଣିଷ ହୋଇ ମଣିଷକୁ ଶାସ୍ତି ଦେବା କେତେଦୂର ଯୁକ୍ତିଯୁକ୍ତ । କିଛି ଏଭଳି ଘଟଣାକୁ ନେଇ ଏହି ଭିଡିଓଟି ଭାଇରାଲ୍ ହୋଇଛି ।…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ମୁହଁ ଖୋଲିଲେ ‘ରହସ୍ୟମୟୀ’ ଯୁବତୀ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘେରରେ ଥିବା ସାଇକୋ ଲେଡି ଏବେ ସାମ୍ନାକୁ ଆସିଛନ୍ତି । ଗତ କିଛିଦିନ ହେବ ଆଦିତ୍ୟଙ୍କ ବାପା ଓ ମା ଯେଉଁ ସାଇକୋ ଲେଡିକୁ ନିଜ ପୁଅ ବା ଆଦିତ୍ୟଙ୍କ ମୃତ୍ୟୁର ଦୋଷୀ ଭାବୁଥିଲେ,…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୨୭୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୨୭୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୩୨୭୮ ଜଣଙ୍କ ମଧ୍ୟରୁ ୫୧୧ ଜଣ ଖୋର୍ଦ୍ଧା, ୩୬୮ ଜଣ ଗଞ୍ଜାମରୁ, ୨୩୦ ଜଣ କଟକରୁ, ୧୯୫ ଜଣ ଯାଜପୁରରୁ,…

RTO ଦେବେ ଅନ୍ତଃରାଜ୍ୟ ବସ୍ ପର୍‌ମିଟ୍‌

ଭୁବନେଶ୍ୱର: ଏଣିକି ଆର୍‌ଟିଓମାନେ ଦେଇପାରିବେ ଅନ୍ତଃରାଜ୍ୟ ବସ୍ ପର୍‌ମିଟ୍ । ମହାମାରୀ ସମୟରେ ଭିଡ କମାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କମିଶନର । ଆବେଦନ ଦିନ ହିଁ ଯଥା ସମ୍ଭବ ଆର୍‌ଟିଓମାନେ ନିର୍ଦ୍ଦେଶ ଦେବାକୁ ଅନୁମତି ଦିଆଯାଇଛି । ପୂର୍ବରୁ ଅନ୍ତଃରାଜ୍ୟ ବସ୍ ଚଳାଚଳ…

ବାସୁଦେବପୁର ବିଧାୟକ କରୋନା ପଜିଟିଭ୍‌

ଭୁବନେଶ୍ୱର : ଭଦ୍ରକ ଜିଲ୍ଲାର ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଫେସବୁକରେ ସେ ନିଜେ ସୂଚନା ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଦେବା ଦେବା ପରେ ସେ ଆଜି ସ୍ୱାବ ପରୀକ୍ଷା କରାଇଥିଲେ ଏବଂ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଉଲ୍ଲେଖ…

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ବାରିପଦା :  ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ବାଘଛାଲ ଜବତ କଲା ବନବିଭାଗ। ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଖେଜୁରୀକଟା ଗ୍ରାମରୁ ଏକ କଲରାପତରିଆ ବାଘଛାଲ ରାଇରଙ୍ଗପୁର ବନବିଭାଗ ଜବତ କରିଛି । ଅନେକ ଦିନରୁ ଏ ଅଞ୍ଚଳରେ ବାଘ ଛାଲ କାରବାର ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ…