Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆମେରିକାର ଓଡିଶା ସୋସାଇଟି ପକ୍ଷରୁ ନୂଆଖାଇ ପାଳିତ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇକୁ ଆମେରିକାରେ ଥିବା ଓଡିଆ ସୋସାଇଟି(ଓସା) ପକ୍ଷରୁ ପାଳିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ‘ନୂଆଖାଇ ଜୁହାର’ କାର୍ଯ୍ୟକ୍ରମରେ ପ୍ରାୟ ତିନି ହଜାର ଲୋକ ଭାଗ ନେଇଥିଲେ । ଏଥିରେ କୋଶଳି କବି ହଗଳଦର ନାଗ ଭାଗ ନେଇ ସ୍ୱରଚିତ କବିତା…

ରାଜ୍ୟରେ ୨୪ ଘଣ୍ଟାରେ ହୋଇଛି ୫୯ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୯ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୯,୪୯୨ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୨,୧୯୫ ଜଣଙ୍କର ଆଣ୍ଟିଜେନ, ୭୧୭୨ ଟି ଆରଟିପିସିଆର୍ ଓ ୧୨୫ ଟି ଟ୍ରୁନଟ୍‌ ପରୀକ୍ଷା…

ବିଏମସି ପକ୍ଷରୁ ସରସ୍ୱତୀ ସାହୁଙ୍କୁ କୋଭିଡ ଯୋଦ୍ଧା ସମ୍ମାନ

ଭୁବନେଶ୍ୱର: ଗତ ୨୮ ତାରିଖରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିବା ଭୁବନେଶ୍ୱର ମହାନଗର ନିଗମର କମ୍ୟୁନିଟି ସଂଗଠକ ସରସ୍ୱତୀ ସାହୁଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ମୃତଦେହ ଏସସିବିରୁ ସତ୍ୟନଗର ଶ୍ମଶାନକୁ ଆଣିବା ପରେ ବିଏମସି କମିଶନର…

ଏଣିକି ରାଜ୍ୟରେ ଖୋଲିବ ରେଷ୍ଟୁରାଣ୍ଟ ଓ ବାର୍‌

ଭୁବନେଶ୍ୱର: ଦୀର୍ଘଦିନର କରୋନା କଟକଣା ପରେ ଏବେ ରାଜ୍ୟବ୍ୟାପୀ ରେଷ୍ଟୁରାଣ୍ଟ ଓ ବାର୍ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ କେବଳ ପାର୍ସଲ ନେବାର ଅନୁମତି ଥିବା ବେଳେ ବର୍ତ୍ତମାନ ଗ୍ରାହକ ରେଷ୍ଟୁରାଷ୍ଟ ଓ ହୋଟେଲରେ ବସି ଖାଇପାରିବେ । ଓଡିଶାର ସମସ୍ତ ହୋଟେଲ ଓ…

ପୂର୍ବତନ ପୋଲିସ ଡିଜି ଷ୍ଟିଲ କମ୍ପାନୀର ଆଡମିନ୍ ମୁଖ୍ୟ ଭାବେ ଯୋଗ ଦେଲେ

ଝାରସୁଗୁଡା: ପୂର୍ବତନ ପୋଲିସ ଡିଜି କେ. ବି. ସିଂହ ଭୂଷଣ ପାଓା୍ୱର ଆଣ୍ଡ ଷ୍ଟିଲର ଆଡମିନ ମୁଖ୍ୟ ଭାବେ ଯୋଗ ଦେଇଛନ୍ତି । ସେ ଉଭୟ ଝାରସୁଗୁଡା ଓ ଦିଲ୍ଲୀ ପାଇଁ କାମ କରିବେ । କେ. ବି. ସିଂହ ଭୂଷଣ କମ୍ପାନୀରେ ପ୍ଲାଣ୍ଟ ଆଡମିନିଷ୍ଟ୍ରେସନ, ସୁରକ୍ଷା ଓ ଭିଜିଲାନ୍ସ, ଆଇନ ଆଦି ବିଭାଗ…

ଧରାପଡିଲେ ୧୨ ନକଲି ଶିକ୍ଷକ

କେନ୍ଦୁଝର: ଧରାପଡିଲେ ୧୨ ଜଣ ଜାଲ ଶିକ୍ଷକ । କେନ୍ଦୁଝର ଜିଲ୍ଲାରେ ୧୨ ଜଣ ବିଇଡି ଡିଗ୍ରୀଧାରି ନକଲି ଶିକ୍ଷକ ଧରାପଡିଛନ୍ତି । କେନ୍ଦୁଝର ଜିଲ୍ଳାର ୮ ବ୍ଲକରୁ ଏମାନେ ଧରାପଡିଛନ୍ତି । ଏନେଇ ଜିଲ୍ଳା ପ୍ରକଳ୍ପ ସଂଯୋଜକ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଜାଲ ପ୍ରମାଣ ପତ୍ର ଦେଇ…

ରାଜ୍ୟରେ ୟୁରିଆ ସାରର ଅଭାବ ନାହିଁ: କୃଷି ସଚିବ

ଭୁବନେଶ୍ୱର: ରାଜ୍ୟର ୟୁରିଆ ସାରର ଅଭାବ ନାହିଁ । ଏଥି ପାଇଁ ଆଉ ଚାଷୀମାନଙ୍କୁ ହଇରାଣ ହେବାକୁ ପଡିବନି । ଏଯାଏଁ ୬.୧୫ ଲକ୍ଷ ମେଟ୍ରିକ ଟନ ୟୁରିଆ ସାର ଆସିଛି । ତେଣୁ ଚାଷୀଙ୍କୁ ପର୍ଯ୍ୟାପ୍ତ ପରି୍‌ମାଣର ଯୋଗାଇ ଦେବାକୁ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଏ ନେଇ କୃଷି ସଚିବ…

ଗୋଟିଏ ଆକ୍ଟରେ ସବୁ ବିଶ୍ୱ ବିଦ୍ୟାଳୟ, କୂଳପତିଙ୍କ କାର୍ଯ୍ୟକାଳ ୪ବର୍ଷକୁ ବୃଦ୍ଧି

ଭୁବନେଶ୍ୱର: ଏଣିକି ଗୋଟିଏ ଆଇନ୍‌ରେ ପରିଚାଳିତ ହେବ ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟ । ଏନେଇ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । କ୍ୟାବିନେଟରେ ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ପରିବର୍ତ୍ତନ ହୋଇଛି । ସମସ୍ତ ୟୁନିଭର୍ସିଟିର ପରିଚାଳନା ଗୋଟିଏ ଆକ୍ଟ ଅଧିନରେ ରହିବ ।…

ଓଡ଼ିଶୀ ସଙ୍ଗୀତ ପାଇବ ଶାସ୍ତ୍ରୀୟ ମାନ୍ୟତା !

ଭୁବନେଶ୍ୱର: ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି । ଏନେଇ ଆଜି ଐତିହ୍ୟ କ୍ୟାବିଟେରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି । ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।…

ଭୁବନେଶ୍ୱରରେ ବଢ଼ୁଛି ସଂକ୍ରମଣ, ଆଜି ପୁଣି ୫୪୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିପଦରେ ଭୁବନେଶ୍ୱର । ଏଠାରେ ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଆଜି ପୁଣି ରାଜଧାନୀରୁ ୫୪୧ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୨୨୦ ଜଣ ରହିଥିବା ବେଳେ ୩୨୧ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୩୦୦ ଜଣ…