Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏହି ସମୟ ମଧ୍ୟରେ ମିଳିବନି ‘ମୋ ବସ୍‌’ ସେବା, ଜାଣନ୍ତୁ

ଭୁବନେଶ୍ୱର: କମ୍ ସଂଖ୍ୟକ ଯାତ୍ରୀ ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଅପରାହ୍ନ ସମୟରେ ‘ମୋ ବସ୍‌’ ନଚଳାଇବାକୁ ଗୁରୁବାର ଦିନ ନିଷ୍ପତ୍ତି ନିଆଯାଇଛି । ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ ମଧ୍ୟ କରାଯାଇଛି । ଟ୍ୱିଟ୍ ଅନୁଯାୟୀ ମଧ୍ୟାହ୍ନ ୧୨ଟାରୁ ୩ଟା…

ଢେଙ୍କାନାଳ ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ରାଉତଙ୍କ ଦେହାନ୍ତ

ଢେଙ୍କାନାଳ: ଢେଙ୍କାନାଳ ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ରାଉତ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ମୃତ୍ୟୁ ବରଣ କରିଛନ୍ତି । ସେ ଢେଙ୍କାନାଳ ଜିଲ୍ଲାର ଡିଆଇଏବଂପିଆରଓ ଇନଚାର୍ଜ ଭାବେ କାର୍ଯ୍ୟରତ ଥିଲେ । ପ୍ରାପ୍ତ ସୂଚନାନୁଯାୟୀ, ଶ୍ରୀ ରାଉତ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ…

ଟାଇମ୍ସ ବିବିଏ ଏଜୁକେସନ୍ ର‌୍ୟାଙ୍କିଙ୍ଗ ୨୦୨୦: ୨ୟ ସ୍ଥାନରେ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍

ଭୁବନେଶ୍ୱର: ଚଳିତବର୍ଷ ଟାଇମ୍ସ ବିବିଏ ଏଜୁକେସନ୍ ର‌୍ୟାଙ୍କିଙ୍ଗ ସର୍ଭେରେ ସମଗ୍ର ଦେଶରେ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ (କେଏସ୍ଓଏମ୍) ଦ୍ୱିତୀୟ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ସମଗ୍ର ଭାରତରେ ବିବିଏ ପାଠ୍ୟକ୍ରମ ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ଏହି ସର୍ଭେ…

ଦୟା ନଦୀକୁ ଡେଇଁଲେ ଯୁବକ

ଭୁବନେଶ୍ୱର: ଭୁବନେଶ୍ବର ଲିଙ୍ଗିପୁରରେ ଦୟା ନଦୀକୁ ଡେଇଁଲେ ଯୁବକ । ବନ୍ୟାପାଣିରେ ଭାସିଯାଇ ଯୁବକଜଣକ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବିଭାଗର ୨ଟି ଟିମ୍ ଦ୍ବାରା ଉଦ୍ଧାର ଉଦ୍ୟମ ଜାରି ରଖିଛନ୍ତି । ନଦୀକୁ ଡେଇଁଥିବା ଯୁବକ ଜଣକ ହେଲେ ମଧୁସୁଦନ ଖୁଂଟିଆ । ଘର ଭୁବନେଶ୍ୱର ଓଲ୍ଡ ଟାଉନ…

ବରୀରେ ସୃଷ୍ଟି ହୋଇଥିବା ସମସ୍ତ ଘାଇ ମନୁଷ୍ୟକୃତ, ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ

ବରୀ: ବରୀରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ତେବେ ଏହି ଘାଇକୁ ନେଇ ଏବେ ରାଜନୀତି ଜୋର୍ ଧରିଛି । ସୃଷ୍ଟି ହୋଇଥିବା ଘାଇଗୁଡିକ ମନୁଷ୍ୟକୃତି ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ ବରୀ ବିଧାୟକ ଦେବାଶିଷ ନାୟକ । ପୂର୍ବତନ ବିଧାୟକ ଦେବାଶିଷ ନାୟକ ବୁଧବାର ବରୀରେ…

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୫ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ଦିନ ଆକଳନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧୨ଟା ୧୫ମି.ରୁ ୩ଟା ୧୫ମି. ମଧ୍ୟରେ ରାଜ୍ୟର ପ୍ରାୟ ୫…

ରାଜ୍ୟରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ମନ୍ତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ପିଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ମନ୍ତ୍ରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।କରୋନା ପଜିଟିଭ୍ ଚିହ୍ନଟ ହେବା ପରେ…

ସେପ୍ଟେମ୍ବର ୫ ରେ ଯୁକ୍ତ ୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ଯୁକ୍ତ ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଁ ଘୋଷଣା ହୋଇଛି ତାରିଖ ।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗୁରୁବାର ଦିନ ଏନେଇ ସୂଚନା ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୪ ଟା ସମୟରେ ଯୁକ୍ତ ୨ କଳା ଏବଂ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ ଘୋଷଣା କରାଯିବା ନେଇ…

ଗୋଟିଏ ଦିନରେ ରାଜ୍ୟରେ ୩୬୦୦ ଟପିଲା କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରାଳ ରୂପ ନେଲାଣି କରୋନା ଭୂତାଣୁ। କିଛି ଦିନ ହେବ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପୁଛି। ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩ ହଜାର ୬ ଶହ ୩୧ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୨୧୪ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧୪୧୭ । ଖୋର୍ଦ୍ଧା…

ହୀରାକୁଦରେ ଧୀରେଧିରେ ବନ୍ଦ ହେଉଛି ଗେଟ୍; ୧୬ ଟି ଗେଟ ଦେଇ ପ୍ରବାହିତ ହେଉଛି ବନ୍ୟାଜଳ

ସମ୍ବଲପୁର: କମିଛି ବର୍ଷାର ପରିମାଣ। ହୀରାକୁଦରେ ବନ୍ଦ ହେଉଛି ଗେଟ୍ । ବର୍ତ୍ତମାନ ସୁଦ୍ଧା ହୀରାକୁଦର ଜଳଭଣ୍ଡାରରୁ ୧୬ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦର ମୋଟ୍ ୪୬ ଟି ଗେଟ ଖୋଲା ଯାଇଥିଲା । ତେବେ ସେଥିରୁ ଆଉ ୧୬ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ।…