Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାର ଟସର ସିଲ୍କ ଏବେ ଫ୍ଲିପକାର୍ଟରେ

ଭୁବନେଶ୍ୱର: କେନ୍ଦୁଝରରେ ଉତ୍ପାଦିତ ତଥା ଓଡ଼ିଶାର ପ୍ରସିଦ୍ଧ ଟସର ସିଲ୍କ ଖୁବଶୀଘ୍ର ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଉପଲବ୍ଧ ହେବ। ଟସର ରିଅର୍ସ କୋଅପରେଟିଭ୍ ସୋସାଇଟି (ଟିଆରସିଏସ୍), ଭାଗାମୁଣ୍ଡା ଏବଂ ଫ୍ଲିପକାର୍ଟ ଏକ ଏମଓୟୁ ସ୍ୱାକ୍ଷର କରିଥିବା ସୂଚନା ମିଳିଛି । ୧୯୭୦ ମସିହାରେ…

ପାଣିପାଗ ବିଭାଗର ସର୍ତକ ସୂଚନା: ଏହି ୭ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ମୟୁରଭଞ୍ଜ, ବାଲେଶ୍ଵର, ସୁନ୍ଦରଗଡ, କେନ୍ଦୁଝର,…

ବିଏମସିର ଏନଫୋର୍ସମେଣ୍ଟ ଅଧିକାରୀଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର: କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା । କରୋନାରେ ଆକ୍ରାନ୍ତ ଭୁବନେଶ୍ୱର ମହାନଗର ନିଗମର ଏନଫୋର୍ସମେଣ୍ଟ ଅଧିକାରୀ ପ୍ରଫୁଲ୍ଲ ବେହେରାଙ୍କର ଆଦିତ୍ୟ ଅଶି୍ୱନୀ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଶ୍ରୀ ବେହେରାଙ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି), ଭୁବନେଶ୍ୱର ଉନ୍ନୟନ…

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଓଏଏସ୍ ସ୍ତରରେ ଆଜି ଏକ ଅଦଳବଦଳ ହୋଇଛି । ୨୫ ଜଣ ଓଏଏସ ଅଧିକାରୀଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ବଦଳି କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଦୟାନିଧି ନାୟକଙ୍କୁ କୃଷି ବିଭାଗର ଅତିରିକ୍ତ ସଚିବ ରୂପେ ନିଯୁକ୍ତି ଦିଆଯାଇଛି । କିନ୍ତୁ ତାଙ୍କ ସ୍ଥାନରେ କିଏ…

ଆସନ୍ତାକାଲି ଜେଇଇ ମେନ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଜେଇଇ ମେନ ପରୀକ୍ଷା । ଚଳିତ ବର୍ଷ ସାରା ଦେଶରେ ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ଓଡିଶାରୁ ଅଛନ୍ତି ୩୮ ହଜାରରୁ ଅଧିକ ପରୀକ୍ଷାର୍ଥୀ । ରାଜ୍ୟର ସାତଟି ସହରର ୨୬ଟି କେନ୍ଦ୍ରରେ ଏହି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ୬ ଦିନ ଧରି ଏହି…

ବାଲୁକା କଳାରେ ପ୍ରଣବଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଂଜଳି

ପୁରୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସବୁ ଦଳର ନେତା ଶ୍ରଦ୍ଧାଂଜଳି ଜଣାଇଛନ୍ତି । ପୁରୀ ବେଳାଭୂମିରେ ନିଜ ବାଲୁକା କଳାରେ ଏହି ମହାନ ଜନନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ…

ରାଉରକେଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ

ରାଉରକେଲା : ରାଉରକେଲାରେ ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ ହୋଇଛି । ରାଉରକେଲା ମହାନଗର ନିଗମ ସହଯୋଗରେ ଭୁବନେଶ୍ୱରର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଏହି ସର୍ଭେ କରୁଛି । ଏହି ସର୍ଭେ ୫ ଦିନ ଧରି କରାଯିବ । ତେବେ କ୍ଲଷ୍ଟର ଅନୁଯାୟୀ ସର୍ଭେ କରାଯାଉଛି । ଏଥି ପାଇଁ ୧୭ ଜଣିଆ ଟିମ୍…

ଗୋପାଳପୁର ବନ୍ଦର ପ୍ରକଳ୍ପ ବିସ୍ତାର ପାଇଁ ବିନିଯୋଗ ଯୋଜନା

ଗୋପାଳପୁର: ଗୋପାଳପୁର ବନ୍ଦରର ବିକାଶମୂଳକ କାର୍ଯ୍ୟସହ ଜଡିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ଅର୍ଥ ବିଭାଗର ମୁଖ୍ୟ ସଚିବ ଅଶୋକ କୁମାର ମୀନା,…

ହଟିଲା ଶନିବାର, ରବିବାର ସଟ୍‌ଡାଉନ୍‌, ଉଠିଲା ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ଆସିଲା ଅନଲକ ୪.୦ରେ ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ପାଇଁ ନୂଆ ଗାଇଡଲାଇନ । ଶନିବାର କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଦେବା ପରେ ରାଜ୍ୟ ଦେଇଛି ନୂଆ ଗାଇଡଲାଇନ । ତେବେ ନୂଆ ଗାଇଡଲାଇନରେ ହଟିଲା ନାଇଟ କର୍ଫ୍ୟୁ । ରାତ୍ରୀକାଳୀନ କର୍ଫ୍ୟୁ ନେଇ ନୂଆ ଗାଇଡଲାଇନରେ କିଛି ଉଲ୍ଲେଖ…

ଆସିଲା ରାଜ୍ୟ ସରକାରଙ୍କ ‘ଅନ୍‌ଲାକ-୪’ ଗାଇଡଲାଇନ୍‌, ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ଅନ୍‌ଲାକ୍‌-୪ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ଜିଲ୍ଲା ଓ ସବଡିଭିଜନରେ ଲକଡାଉନ ଲାଗୁ…