Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଏଥିପାଇଁ ସରକାର ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଏଣିକି ଅନଲାଇନରେ ଘରେ ରହି ପାଠ ପଢାଇବେ ଦିବ୍ୟାଙ୍ଗ ଅଧ୍ୟାପକ । କଟକଣା ସମୟରେ କଲେଜ ଆସିବା ବାଧ୍ୟତାମୂଳକ ନୁହେଁ । ଏନେଇ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ…

ବଜ୍ରପାତ ସହ ବର୍ଷା ଆଶଙ୍କା; ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର, ଯାଜପୁର,…

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଆବେଦନ କଲା କ୍ରାଇମବ୍ରାଂଚ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଏବେବି ରହସ୍ୟ ଘେରରେ ରହିଛି । ମାମଲାର ତଦନ୍ତ କ୍ରାଇମବ୍ରାଂଚ କରୁଥିବା ବେଳେ ଆଜି ରହସ୍ୟ ଉନ୍ମୋଚନ ନୂଆ ଦିଗ ଉପରେ ଫୋକସ କରିଛି । ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ରାଜ୍ୟ ଫରେନସିକ୍ ଡିପାର୍ଟମେଂଟକୁ ଆବେଦନ କରିଛି କ୍ରାଇମବ୍ରାଂଚ ।…

ପୁରୀ ବଗଲା ଧର୍ମଶାଳା ଜମି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେଉ: କଂଗ୍ରେସ

ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ରାଜ୍ୟ କଂଗ୍ରେସ । ଦଳ ପକ୍ଷରୁ ଆଜି ପ୍ରେସମିଟ୍ କରି ପ୍ରଶ୍ନ କରାଯାଇଛି ଯେ, କେଉଁ ନିୟମ ଆଧାରରେ ଜମି ଅଧିଗ୍ରହଣ କରାଗଲା । କେଉଁ ଆଇନରେ ଅଛି ସରକାର ଦଶ ପ୍ରତିଶତ ଅଧିକ ଟଙ୍କା ଦେବେ ବୋଲି । ଆଇନରେ ଅଛି…

ଓଡ଼ିଆ ଟେଲି ଅଭିନେତା ଚିନ୍ମୟ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର: ଓଡିଆ ଟେଲି ସିରିଏଲ “ତୋ ପାଇଁ ମୁଁ”ର ଅଭିନେତା ଚିନ୍ମୟ ମିଶ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୋମବାର ଦିନ ଟ୍ବିଟ୍ ଜରିଆରେ ଅଭିନେତା ଜଣକ ଜଣାଇଛନ୍ତି। https://twitter.com/chinmaykumar99/status/1297402638233870336?s=20 ସେ ଟ୍ବିଟ୍ କରି…

ରାଜ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୪୧୯ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, କଟକରୁ ୧, ଗଞ୍ଜାମ ଜିଲ୍ଲାରୁ ୫, ନୟାଗଡରୁ ୧, ରାୟଗଡାରୁ ୧ ଓ ସୁନ୍ଦରଗଡରୁ ୨…

ଓଡିଶାରେ ଆଉ ୨୯୪୯ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୮୧ହଜାର ଟପିଲା

ଭୁବନେଶ୍ୱର: କରୋନା ଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୯୪୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଦେଖନ୍ତୁ ଭିଡ଼ିଓ; କେନ୍ଦ୍ରପଡ଼ାରୁ ଉଦ୍ଧାର ହେଲା ବିରଳ ଧଳା ସାପ

କେନ୍ଦ୍ରାପଡା: ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ୧ ଫୁଟ ଲମ୍ବର ଏହି ସାପ ଟିକୁ ଗତକାଲି ବାଲିସୁଆଁ ଗାଁ ର ଯୁବକ ତପନ ଜେନା ଦେଖିଥିଲେ । ଏକ ବାଡ଼ି ସାହାଯ୍ୟ ରେ…

ଲଗାଣ ବର୍ଷାରେ ବେହାଲ କଟକ: ରାସ୍ତା ଉପରେ ୪ ଫୁଟର ପାଣି ସୁଅ

କଟକ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ ରୌପ୍ୟ ନଗରୀ କଟକ । ପ୍ରବଳ ବର୍ଷା ଯୋଗୁଁ କଟକର ଅନେକ ଅଞ୍ଚଳର ରାସ୍ତା ଉପରେ ଚାଲିଛି ପାଣି ସୁଅ ।ଲଗାଣ ବର୍ଷାରେ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ରାସ୍ତା ଉପରେ ପାଖାପାଖି ୪ ଫୁଟ…

ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାରରୁ ଉର୍ଦ୍ଧ୍ବ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୬୦ ହଜାର ୯୦୯ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୩,୨୫୯ ଜଣଙ୍କର ଆଣ୍ଟିଜେନ, ୭୪୯୦ଟି ଆରଟିପିସିଆର୍ ଓ ୧୨୪ଟି ଟ୍ରୁନଟ୍‌ ପରୀକ୍ଷା…