Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଗତସିଂହପୁରରେ ଦୁର୍ଗାପୂଜା ମନା

ଜଗତସିଂହପୁର: ଏଥର ଫିକା ପହିବ ପାର୍ବଣ ଋତୁ । ହେବନି ଦୁର୍ଗାପୂଜା । ମହାମାରୀ କରୋନା ପାଇଁ ଜଗତସିଂହପୁର ଜିଲ୍ଲାରେ ଦୁର୍ଗା ପୂଜା ଉପରେ ଲାଗିଲା କଟକଣା । ଚଳିତ ବର୍ଷ ସାରା ଜିଲ୍ଲାରେ ସାର୍ବଜନୀନ ଦୁର୍ଗାପୂଜା ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ବିଭିନ୍ନ ପୂଜା…

ଭୁବନେଶ୍ୱରରେ ୭୫ଶହ ଟପିଲା କରୋନା ସଂକ୍ରମଣ; ଆଜି ୨୬୭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୬୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

କରୋନା ଭୟ: ଶବ ସତ୍କାରକୁ ବିରୋଧ

କଟକ: ଲୋକଙ୍କୁ ଘାରିଛି କରୋନା ଭୟ । କୋଭିଡ ପଜିଟିଭ ମୃତଦେହ ପୋଡିବାକୁ ବିରୋଧ କଲେ ଲୋକେ । ଏଭଳି ଘଟଣା ଘଟିଛି କଟକ କାଳିଆ ବୋଦା ଶ୍ମଶାନରେ । ଶିଖରପୁର ନଦୀ କୂଳ ସାହି ବାସିନ୍ଦାଙ୍କ ପକ୍ଷରୁ ବିରୋଧ କରାଯାଇଛି। ଶ୍ମଶାନ ଗଡା ନିକଟରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଛନ୍ତି। ଗତ କିଛି…

ଧରାପଡିଲେ ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ

କଟକ: ଗିରଫ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ । କଟକ ବାଦାମବାଡି ଅଂଚଳରେ ଜମି କିଣିଥିବା ଜଣେ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଏମାନଙ୍କୁ ପୋଲିସ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ସକିଲର ସହଯୋଗୀ । ସେମାନେ ହେଲେ ୱାସିମ ଖାନ୍‌, ରାଜେଶ ଓ ମହମ୍ମଦ…

ଏସ୍‌ଆଇଙ୍କ ବିରୋଧରେ ଲଭ୍‌, ସେକ୍ସ, ଧୋକା ଅଭିଯୋଗ ଆଣିଲେ ଏସ୍‌ଆଇ

ବ୍ରହ୍ମପୁର: ଏସ୍‌ଆଇଙ୍କ ଲଭ୍ ସେକ୍ସ ଧୋକା ଭଳି ସାଂଘାତିକ ଅଭିଯୋଗ ଆଣିଲେ ମହିଳା ଏସ୍‌ଆଇ । ନ୍ୟାୟ ପାଇଁ ଡିଜିପି କ୍ୟାମ୍ପ ଅଫିସରେ ହେଲେ ଫେରାଦ । ଖଲ୍ଲିକୋଟ ଥାନାରେ ଥିବା ଏସ୍‌ଆଇ ସିଲୁ ଧଳ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ତାଙ୍କୁ ଧୋକା ଦେଇିଛନ୍ତି…

ସୋଡା ଷ୍ଟ୍ର ବଇଁଶୀ

ପଇଡ, ଲସି, ଜୁସ୍ କି କୋଲ୍ଡ ଡ୍ରିଙ୍କସ୍ ପିଇବା ପରେ ସୋଡା ଷ୍ଟ୍ର କୁ ଡଷ୍ଟବିନ୍ ରେ ପିଙ୍ଗି ଦେଉଥିବ ନିଶ୍ଚୟ । ହେଲେ ଏଥିରୁ ତିଆରି କରିହେବ ବେଶ ମଜାଦାର ଏବଂ ମ୍ୟୁଜିକାଲ୍ ଖେଳଣା । ବିନା ଖର୍ଚ୍ଚରେ ତିଆରି କରିବା ଗୋଟିଏ ବଇଁଶୀ । ଆଉ ତାସହ କରିବା ଅନେକଗୁଡିଏ ବିଜ୍ଞାନ ପରୀକ୍ଷା । ଚାଲ…

ସିନ୍ଧୁକ ଭିତରୁ ଜବତ ହେଲା ଗଞ୍ଜେଇ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଗାଁର ଶୁଭେନ୍ଦୁ ସ୍ୱାଇଁଙ୍କ ଘରୁ ପୋଲିସ ଗଞ୍ଜେଇ ଜବତ କରିଛି। ସୂଚନା ଅନୁସାରେ, ଉକ୍ତ ଅଞ୍ଚଳରେ ଗଞ୍ଜେଇ ମହଜୁଦ ଥିବାର ଖବର ପାଇ ବେଗୁନିଆ ପୋଲିସର ଏକ ଟିମ ଚଢ଼ାଉ କରିଥିଲେ। ଛାନଭିନ୍ନ ବେଳେ ଘରର ସିନ୍ଧୁକ ଭିତରେ ବିପୁଳ…

ପିସିସି ରେସ୍‌ରେ ମୁଁ ନାହିଁ: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ ନେଇ ଦିଲ୍ଲୀରେ ଚର୍ଚା ଜୋରଧରିଥିବା ବେଳେ ରାଜ୍ୟରେ ବି ପିସିସି ମୁଖିଆ ପରିବର୍ତ୍ତନ ନେଇ ଜୋର ଧରିଛି ଅଙ୍କକଷା । ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି, ସେ ପିସିସି ଦୌଡରେ ନାହାଁନ୍ତି । ସେ କେବେ କୌଣସି ସଭାପତିଙ୍କୁ ବିରୋଧ…

ସନ୍ତାନମାନଙ୍କ ଶରୀର ସୁରକ୍ଷା ପାଇଁ ଷଷ୍ଠୀ ଓଷା ବା ଷଠିଓଷା ପର୍ବ

(ଓଡିଶାର ପର୍ବପର୍ବାଣୀକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା) ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକାରର ସ୍ଥାନୀୟ ବା ଆଞ୍ଚଳିକ ପର୍ବପର୍ବାଣି ପାଳନ କରାଯାଇଥାଏ । ଏମିତି ଏକ ପର୍ବ ହେଉଛି ଷଷ୍ଠୀ ଓଷା ବା ଷଠିଓଷା । ଅବିଭକ୍ତ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଏହା ଏକ ପ୍ରମୁଖ ପର୍ବ । ବାଲି…

ମାଓ ଶିବିର ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଳାରେ ମାଓ ଶିବିର ଠାବ ହୋଇଛି । ସୋମବାର ଏସ୍‌ଓଜି ଓ ବିଏସ୍‌ଏଫ୍‌ବାହିନୀ ମିଳିତ ଭାବେ ଚଢ଼ାଉ କରି କାଲିମେଳା ଥାନା ଅନ୍ତର୍ଗତ କୁରୁବ ଓ ସାଧାକୁଂଟା ଗାଁ ମଝି ଜଙ୍ଗଲରୁ ମାଓ ଶିବିର ଠାକ କରିଛନ୍ତି । ଏଥିସହ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର…