Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଲକାନଗିରିରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ନେଇ ଜଣେ ହାର୍ଡକୋର ମାଓବାଦୀ ରବିବାର ଦିନ ମାଲକାନଗିରି ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଖବର ଅନୁଯାୟୀ, ମହାଦେବ ମାଡକାମି ଛଦ୍ମନାମ ମୁନା, ଜିଲ୍ଲା ମୁଖ୍ୟାଳୟ କାର୍ଯ୍ୟାଳୟରେ ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ ନିକଟରେ…

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା। ବିଶେଷକରି ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି…

ପିଲାଙ୍କ ତୂଳୀରୁ …

ସିଦ୍ଧି, ଏଲ୍‌କେଜି, ଡିଏଭି ପୋଖରୀପୁଟ ସ୍କୁଲ, ଭୁବନେଶ୍ୱର (ମୁଁ ସ୍କୁଲରେ ଆଡମିସନ୍ ତ କରିଛି ହେଲେ ଏ ସ୍କୁଲକୁ କେବେ ଯାଇ ପାଠ ପଢିନି, କାରଣ ସ୍କୁଲ ଖୋଲିନି । ଅନଲାଇନ୍ କ୍ଲାସରେ ହିଁ ପାଠ ପଢୁଛି । ଆଡମିସନ୍ ଆଗରୁ ଥରେ କେବଳ ସ୍କୁଲକୁ ବୁଲି ଯାଇଥିଲି । ରାସ୍ତାରେ ଯିବା ବେଳେ…

ଭାଙ୍ଗିଲା ରେକର୍ଡ, ଦିନକରେ ସୁସ୍ଥ ହେଲେ ସର୍ବାଧିକ ୨୧୨୯

ଭୁବନେଶ୍ୱର: ସକାଳ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସନ୍ଧ୍ୟାରେ ରେକର୍ଡ ସଂଖ୍ୟକ ସୁସ୍ଥ । ଆଜି କରୋନା ଭୂତାଣୁକୁ ମାତ ଦେଇଛନ୍ତି ୨୧୨୯ ଜଣ । ସମସ୍ତ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ଯେ, ସୁସ୍ଥତାରେ…

ବିଧାନସଭା ପରିସରରୁ ୬ ଫୁଟ ଲମ୍ବର ସାପ ଉଦ୍ଧାର

ଭୁବନେଶ୍ୱର: ବିଧାନସଭା ପରିସରରୁ ବିଶାଳ ସାପ ଉଦ୍ଧାର । ଗେଟ୍ ନମ୍ବର-୧ ନିକଟରେ ଥିବା ଲିଲି ଫୁଲ ପାଖରୁ ଏକ ୬ ଫୁଟ ଲମ୍ବାର ଢ଼ମଣା ସାପ ଉଦ୍ଧାର ହେଶଇଛି । ସାପଟିକୁ ଜଣେ ସୁରକ୍ଷା କର୍ମୀ ଦେଖିଲେ । ସେ ତାଙ୍କର ସହକର୍ମୀଙ୍କୁ ଡାକି ସାପକୁ ଘଉଡେଇବା ପାଇଁ ଚେଷ୍ଟା କରିବା ବେଳେ ସାପଟି ଲିଲି…

କରୋନା ସକ୍ରିୟ ମାମଲାରେ ଦେଶର ୭ ନମ୍ବରରେ ଓଡିଶା

ଭୁବନେଶ୍ୱର: କରୋନା ସକ୍ରିୟ ସଂକ୍ରମିତ ମାମଲାରେ ଦେଶର ୭ ନମ୍ବରରେ ପହଁଚିଯାଇଛି ଓଡିଶା । ଏପରିକି ବିହାର, ଆସାମ ଓ ତେଲେଙ୍ଗାନା ଭଳି ରାଜ୍ୟକୁ ଓଡିଶା ପଛରେ ପକାଇଦେଇଛି । ରାଜ୍ୟରେ ଏଯାଏ ୭୮ ହଜାର ୫୩୦ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ୨୫ ହଜାର ୭୯୧ ଜଣ ସକ୍ରିୟ ରହିଛନ୍ତି ।…

ବଦଳିବେ କି ରାଜ୍ୟ କଂଗ୍ରେସ ସଭାପତି? ମେଳି ବାନ୍ଧିଲେ ବିଧାୟକ

ଭୁବନେଶ୍ୱର: ସିଡବ୍ଲୁସି ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସ ବାନ୍ଧିଛି ମେଳି । ରାଜ୍ୟ କଂଗ୍ରେସ ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ କଂଗ୍ରେସ ନେତାଙ୍କ ଏକ ବୈଠକ ବସିଥିଲା । ଏଥିରେ…

କଟକରେ କରୋନା ସୁସ୍ଥ ହାର ୬୫.୭୭%: ଜିଲ୍ଲାପାଳ

କଟକ: ସିଲଭର ସିଟି କଟକରେ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ପ୍ରତିଦିନ ଶହେରୁ ୨ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଆଜି କଟକର କରୋନା ସ୍ଥିତି ନେଇ କଟକ ଜିଲ୍ଲାପାଳ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ କଟକରେ ୨ଟି କୋଭିଡ ହସ୍ପିଟାଲ ଚାଲୁ ରହିଛି…

ଭୁବନେଶ୍ୱରରେ ୭୩ଶହ ଟପିଲା କରୋନା ସଂକ୍ରମଣ; ଆଜି ୩୧୭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ରେଙ୍ଗାଲି ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଲି ଜଳଭଣ୍ଡାରରୁ ପ୍ରଥମ ଥର ପାଇଁ ବନ୍ୟାଜଳ ନିସ୍କାଷିତ ହୋଇଛି । ଏହି ଜଳଭଣ୍ଡାରରରେ ୧୨୧.୫୩ ଜଳ ଘନମିଟର ଗଛିତ ଥିବା ବେଳେ ଜଳଭଣ୍ଡାରରେ ୨୫ ଶହ ଘନମିଟର ଜଳ ପ୍ରବେଶ କରୁଛି । ଯାହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର ପକ୍ଷରୁ ପାୱାର ହାଉସ ଓ ୭ନଂମ୍ବର ଗେଟରେ…