Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ସମେତ ସାରା ରାଜ୍ୟରେ ଆଜି ପାଳିତ ହେଉଛି ନୂଆଁଖାଇ। ଏହି ପବିତ୍ର ଦିନ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।…

ବଢୁଛି ସଂକ୍ରମଣ: ନବରଙ୍ଗପୁର ୨ ଦିନ ପାଇଁ ବନ୍ଦ ଘୋଷଣା

ନବରଙ୍ଗପୁର: ଅନ୍ୟ ଜିଲ୍ଲା ଗୁଡିକ ପରି ନବରଙ୍ଗପୁରରେ ମଧ୍ୟ ବଢୁଛି ସଂକ୍ରମଣ । ସଂକ୍ରମଣର ବିସ୍ତାରରେ ରୋକ ଲଗାଇବା ପାଇଁ ଆଗାମୀ ୨ ଦିନ ପାଇଁ ନବରଙ୍ଗପୁରରେ ସଟଡାଉନ୍ ଘୋଷଣା କରାଯାଇଛି । ଜିଲ୍ଲାରେ ୨ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି କଟକଣା ଆସନ୍ତା ୨୫ ଓ ୨୬ ତାରିଖରେ…

ବାଲୁକା କଳାରେ ନୂଆଁଖାଇର ଶୁଭେଚ୍ଛା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଏହି ଅବସରରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି। ବାଲୁକା କଳାର ଏହି ଫଟୋଟି ସହ "ନୂଆଁଖାଇ…

ଖୁଦୁରୁକୁଣୀ ଓଷା: ଭାଇଙ୍କ ଶୁଭ ମନାସୀ ଭଉଣୀ କରେ ଉପବାସ, ଜାଣନ୍ତୁ କ’ଣ ରହିଛି କିମ୍ବଦନ୍ତୀ

ଭୁବନେଶ୍ୱର: ଖୁଦୁରୁକୁଣି ଓଷା ଏକ ପାରମ୍ପାରିକ ଓଡ଼ିଆ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହା କୁଆଁରୀ ଓଡ଼ିଆ ଝିଅ ମାନେ ପାଳନ କରିଥାନ୍ତି। ଏଥିରେ ମା ମଙ୍ଗଳାଙ୍କର ପୂଜା ଅର୍ଚନା କରାଯାଇଥାଏ । ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଖୁଦୁରୁକୁଣୀଙ୍କୁ ପୂଜା…

୨୪ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ: ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ଏହା ସକ୍ରିୟ ହେବାକୁ ଥିବା ବେଳେ…

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ: ଜାଣନ୍ତୁ କାହିଁକି ହୁଏ ପାଳନ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହା ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା । ନୂଆଁଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ( ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହା…

କେଉଁ ରୀତିନୀତି ଓ ବିଧି ସହ ପାଳନ ହୁଏ ନୂଆଁଖାଇ ପର୍ବ, ଜାଣନ୍ତୁ

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । କିପରି ହୁଏ ପାଳନ: ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କ ଦ୍ଵାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ…

ଭିନ୍ନ ଜଣେ ସଂଗ୍ରାହକ…ଏଯାଏଁ ସଂଗ୍ରହ କରିଛନ୍ତି ପ୍ରାୟ ତିନି ହଜାରରୁ ଅଧିକ ଗଣେଶ ମୂର୍ତ୍ତି

ଭୁବନେଶ୍ୱର: ହିନ୍ଦୁ ଦେବାଦେବୀଙ୍କ ମଧ୍ୟରେ ଗଣେଶଙ୍କ ସ୍ଥାନ ସ୍ୱତନ୍ତ୍ର । ଆଦ୍ୟପୂଜ୍ୟ ଗଣେଶ ପ୍ରତ୍ୟେକଟି ହିନ୍ଦୁଙ୍କ ଠାକୁର ଘରେ ପୂଜା ପାଉଥିବେ ନହେଲେ ପେଣ୍ଟିଂ କିମ୍ବା ଘରସଜ୍ଜା ସାମଗ୍ରୀ ଭାବେ ସଜା ହୋଇଥିବେ ନିଶ୍ଚୟ । ଅନେକଙ୍କ ଘରେ ବିଭିନ୍ନ ସାମଗ୍ରୀରେ ତିଆରି ଭିନ୍ନ ଭିନ୍ନ ପ୍ରକାର…

ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୨୫୪ ସୁସ୍ଥ, ଆଜି ମୋଟ ଆରୋଗ୍ୟ ୧୭୭୩

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ତୁଳନାରେ ବଢ଼ୁଛି ସୁସ୍ଥ ହାର । ଆଜି ପୁଣି ୨୬ଟି ଜିଲ୍ଲାରୁ ୧୭୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ମୋଟ…

ଭିଜିଲାନ୍ସ ବିଭାଗ ଆମକୁ ଦିଅ: ଲୋକାୟୁକ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ବିଭାଗ ମାଗିଲା ଲୋକାୟୁକ୍ତି । ବଡ଼ ବଡ଼ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ଓଡ଼ିଶା ଲୋକାୟୁକ୍ତ, ନିଜ ଅଧିନରେ ଏକ ତଦନ୍ତକାରୀ ସଂସ୍ଥା ରଖିବାକୁ ନିଜ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଆଉ ଏହିକ୍ରମରେ ଭିଜିଲାନ୍ସ ବିଭାଗକୁ ସିଧାସଳଖ ନିଜ…