Latest Odisha News

BREAKING NEWS

Browsing Category

ଓଡିଶା

Odisha

ଛେଣ୍ଡିପଦା ଗୁଳିମାଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୁଳିମାଡ ଘଟଣାରେ ଧରାପଡିଛି ମୁଖ୍ୟ ଅଭିଯୁକ୍ତ । ପୋଲିସ ମୁଖ୍ୟ ଅଭିଯୁକ୍ତ ଟୁକୁନି ସାହୁକୁ ଗିରଫ କରିଛି । ହଣ୍ଡପା ଥାନା ନାକିଚି ଅଞ୍ଚଳରେ ପାତ୍ରପଡା ଅଞ୍ଚଳର ଟୁକୁନା ଥିବାର ଖବର ପାଇ ପୋଲିସ ଚଢାଉ କରିବା ସହ ତାକୁ ଗିରଫ କରିବାକୁ ସଫଳ ହୋଇଥିଲା ।…

ଆସୁଛି ଆଉ ଏକ ଲଘୁଚାପ, ୫ ଦିନ ଯାଏଁ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୨୪ ଘଂଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୨୪ ତାରିଖ ବେଳକୁ ଲଘୁଚାପ ଭୀଷଣ ରୂପ ନେବ । ଯାହା ଫଳରେ ୨୫ ଏବଂ ୨୬ ତାରିଖରେ…

ରାଜଧାନୀର ବିସ୍କୁଟ କାରଖାନାରୁ ୨୮, ପୋଲିସ ସିକ୍ୟୁରିଟି ୱିଙ୍ଗରୁ ବାହାରିଲେ ୩୨ ପଜିଟିଭ

ଭୁବନେଶ୍ୱର: ରାଜଧାଦୀରେ ଦିନକୁ ଦିନ କରୋନା ସଂକ୍ରମଣ ଶୀର୍ଷକୁ ଉଠୁଛି । ଆଜି ପୁଣି ଭୁବନେଶ୍ୱରରୁ ୨୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚନ୍ଦକା ଅଂଚଳରେ ଥିବା ଏକ ବିସ୍କୁଟ କାରଖାନାରେ ୨୮ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ପୁଲିସ ସିକ୍ୟୁରିଟି ଓ୍ଵିଙ୍ଗ୍‌ରୁ ୩୨ ଜଣ…

ନୂଆଖାଇ ଚଳଚଞ୍ଚଳ ସୋନପୁର, ନବାନ୍ନ ଖାଇବା ପାଇଁ ବିଭିନ୍ନ ଗଛର ପତ୍ରରୁ ପ୍ରସ୍ତୁତ ସରିଲାଣି ପତ୍ର ଓ ଦନା

ସୋନପୁର: ଆସନ୍ତାକାଲି ନୂଆଖାଇ । ପଶ୍ଚିମ ଓଡିଶାର ଏହି ଗଣ ପର୍ବ ପାଇଁ ଏବେ ଚାରିଆଡ ଉତ୍ସବମୁଖର । ଧାର୍ଯ୍ୟ ସମୟ ଅନୁସାରେ ପରିବାରର ସମସ୍ତେ ମିଶି ନୂଆ ଖାଇବେ । ସାନମାନେ ବଡମାନଙ୍କ ଆଶୀର୍ବାଦ ନେବେ । ଲୋକ ପର୍ବ ନୂଆଁଖାଇ ରେ ଦେଖିବାକୁ ମିଳେ ମଣିଷ ଓ ପ୍ରକୃତିର ନିବିଡ ସମ୍ପର୍କ ।…

‘ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରେ ଆକ୍ଟିଭ କେସ୍ ୫ ହଜାର ଟପିବ’

ଭୁବନେଶ୍ୱର: ଗଲା ମାସରେ ଭୁବନେଶ୍ୱରରେ ସେରୋଲଜିକାଲ ସର୍ଭେ କରାଯାଇଥିଲା । ସର୍ଭେ ଅନୁସାରେ କମ୍ ଲୋକଙ୍କ ଦେହରେ ଆଂଟିବଡି ରହିଛି । ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କମ୍ ପ୍ରଭାବିତ ହୋଇଛି । ଏବେ ରାଜଧାନୀରେ ସଂକ୍ରମଣ ଶୀର୍ଷରେ ରହିଛି ବୋଲି ଆଜି ବିଏମ୍‌ସି କମିଶନର ସାମ୍ବାଦିକ ସମ୍ମିଳନୀରେ…

ପୁରୀ ବଗଲା ଧର୍ମଶାଳା ନେଇ ସରକାରଙ୍କୁ ବିଜେପିର ୩ଟି ପ୍ରଶ୍ନ

ପୁରୀ: ପୁରୀରେ ଥିବା ବଗଲା ଧର୍ମଶାଳାର ଜମି ପ୍ଲଟିଂ କରି ବିକ୍ରି କରାଯିବାକୁ ନେଇ ସରକାରଙ୍କୁ ଘେରିଛି ବିଜେପି । ଏହାର ପ୍ରତିବାଦରେ ବିଜେପି ବିଧାୟକ ଓ କର୍ମୀ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଧାରଣାରେ ସାମିଲ ହୋଇଛି । ଜମି ବିକ୍ରି ପଛରେ ବଡ କରାସାଦି ଥିବା ସେ ଅଭିଯୋଗ କରିଛନ୍ତି…

ବିକ୍ରି ହୋଇନି ପୁରୀ ବଗଲା ଧର୍ମଶାଳା ଜମି: ଜିଲ୍ଲା ପ୍ରଶାସନ

ପୁରୀ: ପୁରୀ ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ପୁରୀ ଜିଲ୍ଲା ପ୍ରଶାସନ । କାହାକୁ ଦିଆଯାଇନି ବଗଲା ଜମି । ଘରୋଇ ଲଜ୍‌ ମାଲିକଙ୍କୁ ଜମି ଦିଆଯାଇନି । ସେବାୟତଙ୍କ ବିସ୍ଥାପନ ପାଇଁ ଜମିର ୧୨% ବ୍ୟବହାର ହୋଇଛି । ୭୫ ମିଟର ଉଚ୍ଛେଦ ବେଳେ ଜମି ହରାଇଥିଲେ ଏହି ସେବାୟତ ।…

ସ୍ୱଚ୍ଛ ଭାରତ ଅଭିଯାନରେ ଓଡିଶାରେ ନିର୍ମାଣ ହୋଇଛି ୮୦ ଲକ୍ଷ ଶୌଚାଳୟ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ସ୍ୱଚ୍ଛ ଭାରତ ଅଭିଯାନରେ ଓଡିଶାରେ ନିର୍ମାଣ ହୋଇଛି ୮୦ ଲକ୍ଷରୁ ଅଧିକ ଶୌଚାଳୟ । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବାରେ ଓଡିଶା ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସ୍ୱାମୀ…

ଅଧିକାର ଓ ଦାୟିତ୍ୱବୋଧ

ମହିଳାଙ୍କୁ ନେଇ କେତେ କଥା କେତେ ଆଲୋଚନା ତାର ଆଉ ଅନ୍ତ ନ ଥାଏ, କାରଣ ସୃଷ୍ଟିର ଆରମ୍ଭରୁ ନାରୀକୁ ନେଇ କି ହିଁ ସବୁକଥାର ଆରମ୍ଭ ହୋଇଛି । ନାରୀ ଏମିତି ଗୋଟିଏ ଶବ୍ଦ ଯାହା ବିନା ସବୁକିଛି ଅଧା ଲାଗେ, ଯେମିତି ଘରୁ ଝିଅ, ସ୍ତ୍ରୀ, ମା’ ଏଇ ଚରିତ୍ରମାନେ ଆମର ଦୈନନ୍ଦିନ ଜୀବନରେ ବହୁତ ବଡ଼…

ଅଗଷ୍ଟ ମାସରେ ଚାଷୀଙ୍କୁ ମିଳିବ ଅଧିକ ୟୁରିଆ ସାର: ମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ମାସରେ ଖରିଫ ଚାଷ ନିମନ୍ତେ ଅଧିକ ୟୁରିଆ ସାର ଆବଶ୍ୟକ ପଡୁଥିବାରୁ ଅଧିକ ୟୁରିଆ ସାର ଯୋଗାଇବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେଉଛନ୍ତି । ଚଳିତବର୍ଷ ମାର୍କଫେଡ୍ ପକ୍ଷରୁ ଏଯାଏ ୩୦ଟି ଜିଲ୍ଲାର ୨୦୮୧ଟି ପ୍ୟାକସ ଏବଂ ଲ୍ୟାମ୍ପସକୁ ୧ ଲକ୍ଷ ୧୭ ହଜାର ୫୫୦ ମାଟ୍ରିକ ଟନ୍…