Latest Odisha News

BREAKING NEWS

Browsing Category

ଓଡିଶା

Odisha

ହିଞ୍ଜିଳି ଥାନା ଘେରାଉ, ପୋଲିସର ଲାଠିଚାର୍ଜ

ଗଞ୍ଜାମ: ବାଲି ଚୋରା ଚାଲାଣକୁ ପ୍ରତିବାଦ କରି ଗଂଜାମ ଜିଲ୍ଲା କୋଳିଦାସପୁରରେ ହୋଇଥିବା ଜଳାପୋଡା ଘଟଣା ଉଗ୍ର ରୂପ ନେଇଛି । ବାଲି ବୋଝେଇ ଟ୍ରକ୍ ଓ ଟ୍ରାକ୍ଟର ପୋଡିବା ଅଭିଯୋଗରେ ପୋଲିସ ଗାଁର କିଛି ଲୋକଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କୁ ମୁକ୍ତ କରିବା ପାଇଁ ଆଜି ଗାଁ ଲୋକେ ହଂଜିଳି ଥାନା…

ମାର୍କଣ୍ଡେୟ ମନ୍ଦିରରେ ମା’ ମହାଲକ୍ଷ୍ମୀଙ୍କ ଋଷି ପଞ୍ଚମୀ ବ୍ରତ ପାଳନ

ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ପଞ୍ଚମୀରେ ଏକ ବିଶେଷ ନୀତି ପାଳନ କରାଯାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଏ । ଏହି ବ୍ରତ ସ୍ୱୟଂ ମା’ ଶ୍ରୀଦେବୀ ମହାଲକ୍ଷ୍ମୀ ପାଳନ କରିଥାନ୍ତି । ଏକ ଉପାଖ୍ୟାନରୁ ଜଣାଯାଏ ଯେ, ସ୍ତ୍ରୀଲୋକମାନେ ରଜସ୍ୱଳା ହେବା ପରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ…

ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ନେଇ ବର୍ଷିଲେ ବିଜୟ

ଭୁବନେଶ୍ୱର: ପୁରୀର ବଗଲା ଧର୍ମଶାଳା ଜମି ବିକ୍ରି ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ପ୍ରଥମ ଦଫାରେ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ଅନେକ ମଠ ଭଂଗା ହେଲା , ସେସମୟରେ କେହି ମୁହଁ ଖୋଲିଲେ ନାହିଁ । ହେଲେ ବଗଲା ଜମି ବିକ୍ରି ନେଇ ଏବେ…

କେତେ ପ୍ରତିଶତ କମିବ ସିଲାବସ, ସପ୍ତାହ ଭିତରେ ଦୂର ହେବ ଦ୍ୱନ୍ଦ୍ୱ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ପାଠପଢା ପ୍ରଭାବିତ ହୋଇଥିବା ବେଳେ ସମସ୍ତଙ୍କ ନଜର ରହିଛି ସରକାରଙ୍କ ସିଲାବସ୍ ହ୍ରାସ ନିଷ୍ପତ୍ତି ଉପରେ । ଏହାରି ଭିତରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ସିଲାବସ୍ ହ୍ରାସ ସମ୍ପର୍କରେ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ…

ରାଜ୍ୟରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପରୀକ୍ଷାଗାରରେ ୬୮ ହଜାର ୯୦୬ ନମୂନା ପରୀକ୍ଷା କରାଯାଇଛି । ଏଥିରୁ ୬୧ ହଜାର ୧୬୬ଟି ଆଂଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ଆରଟିପିସିଆର ଟେଷ୍ଟ ସଂଖ୍ୟା ହେଉଛି…

ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ

ତାଳଚେର: ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ଶିପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସାନଭାଇ ନିରଞ୍ଜନ ବାରିକ ମଦ୍ୟପାନ କରି ଘରକୁ ଫେରିଥିଲା। ପରେ  କୌଣସି କଥାକୁ ନେଇ ବଡ଼ଭାଇ ଓ ସାନଭାଇ ମଧ୍ୟରେ ବଚସା ହୋଇଥିଲା । ତେବେ ରାତିରେ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଦେବଗଡ, ପୁରୀ,…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୦୦ ଟପିଲା, ଆଜି ୧୦ ମୃତ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୪୦୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ,…

ଓଡିଶାର ୩୦ ଜିଲ୍ଲାରୁ ନୂଆ ୨୯୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୯୯୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ନୂଆଁଖାଇ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ସମ୍ବଲପୁରୀ ବିଶେଷ ଦୁଦୁରା ପିଠା

ଭୁବନେଶ୍ୱର: ଆଜି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଏହା ଗଣପର୍ବ ହୋଇଥିବା ବେଳେ ସାରା ଓଡିଶାରେ ବେଶ୍ ଧୁମଧାମରେ ପାଳନ କରାଯାଏ । ବର୍ତମାନ କରୋନା କଟକଣା ଯୋଗୁଁ ସବୁକିଛି ଫିକା ପଡିଥିବା ବେଳେ ନୂଆଁଖାଇ ବି ଏଥିରୁ ବାଦ୍ ପଡି ନାହିଁ। କଟକଣା ମଧ୍ୟରେ ପାଳନ ହେବ ନୂଆଁଖାଇ ପର୍ବ । ତେବେ ଘରେ…