Latest Odisha News

BREAKING NEWS

Browsing Category

ଓଡିଶା

Odisha

ତୁଳସୀ ପତ୍ରର ମାନବୃଦ୍ଧି ଏବଂ ଜୈବିକ ଚାଷ ନେଇ ସୋଆରେ ଗବେଷଣା

ଭୁବନେଶ୍ୱର: ସାଧାରଣତଃ ଠାକୁର ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପବିତ୍ର ତୁଳସୀ ପତ୍ର ମନୁଷ୍ୟ ଜାତିର ଜୀବନ ରକ୍ଷାକାରୀ ମଧ୍ୟ ହୋଇପାରେ। ତୁଳସୀ କିଭଳି ମାନବ ସମାଜ ପାଇଁ ଅଧିକ ଉପକାରୀ ହୋଇପାରିବ ସେ କ୍ଷେତ୍ରରେ ଗବେଷଣା ଚଳାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ…

କରୋନା ଧାରରେ କଟୁଛି ସମ୍ପର୍କର ଡୋରି !

ନା ଥିଲା ଘୃଣାଭାବ ନା ଥିଲା ବିଦ୍ୱେଷ । ତଥାପି ମୃତ ବାପାକୁ ମୁଖାଗ୍ନି ଦେଇପାରିନଥିଲା ଅଭାଗା ପୁଅ । କରୋନା ଆଶଙ୍କାରେ ଅନୁଗୁଳର କଳମଛୁଇଁ ଗାଁର ଜଣେ ବ୍ୟକ୍ତି ନିଜ ଶେଷ ସମୟରେ ଏକାକି ହୋଇପଡିଥିଲେ । ସୁରେଶ ନାମକ ଜଣେ ବ୍ୟକ୍ତିଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ପରିବାର ଲୋକେ ତାଙ୍କ…

ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ: ଓଡିଶା ସରକାର

ଭୁବନେଶ୍ୱର: ପ୍ରବଳ ବର୍ଷ ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଅନେକ ସ୍ଥାନରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପ୍ରାୟ ସମସ୍ତ ନଦୀବନ୍ଧ ସୁରକ୍ଷିତ ଥିବା ଶୁକ୍ରବାର ଦିନ କହିଛନ୍ତି ସରକାର । ଜଳ ସମ୍ପଦ ବିଭାଗର ଚିଫ୍ ଇଞ୍ଜିନିୟର ଜ୍ୟୋତିର୍ମୟ ରଥ…

ବିଦ୍ୟା ବାଲାନ ପିନ୍ଧିଥିବା ଚର୍ଚ୍ଚିତ ସମ୍ବଲପୁରୀ ଗାଣିତିକ ଶାଢୀ କିଣିଲେ ଓଡିଆ ଆଇଆଇଟି ଛାତ୍ରୀ

ଭୁବନେଶ୍ୱର : ନିକଟରେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋଶନ ପାଇଁ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଗାଣିତିକ ଶାଢୀର ନିଲାମ ହୋଇଛି । ଏହାକୁ ୫୫ ହଜାର ଟଙ୍କା ଡାକି ନିଲାମ ଜିତିଛନ୍ତି ଓଡିଆ ଝିଅ ଦେବାଂଶି ମିଶ୍ର । ୨୦ ବର୍ଷୀୟ ଦେବାଂଶି…

କରୋନା ସଂକ୍ରମଣରେ ଆରଟିଓ କର୍ମଚାରୀ ମୃତ

ବ୍ରହ୍ମପୁର: କରୋନା ସଂକ୍ରମଣରେ ଜଣେ ଆରଟିଓ ଅଧିକାରୀ ମୃତ୍ୟୁ ବରଣ କରିଥିବା ନେଇ ଶୁକ୍ରବାର ଦିନ ଗଞ୍ଜାମ ପ୍ରଶାସନ ସୂଚନା ଦେଇଛନ୍ତି । ବ୍ରହ୍ମପୁର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଗଞ୍ଜାମ ଆରଟିଓ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।…

ଆଲୋକିତ ହେଲା ମାଆ ଉଗ୍ରତାରା ପୀଠ

ର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ତଥା ସମଗ୍ର ଓଡିଶା ରାଜ୍ୟର ଅନ୍ୟତମ ଆସ୍ଥାର କେନ୍ଦ୍ର ହେଉଛନ୍ତି ପ୍ରତେକ୍ଷ ଦେବୀ ମା ଉଗ୍ରତାରା । ପର୍ଯ୍ୟଟନ କେନ୍ଦ୍ର ଭାବେ ମଧ୍ୟ ଏହାର ପ୍ରସିଦ୍ଧି ରହିଛି l ଜାତୀୟ ରାଜପଥରୁ ୩ କିମି ଦୂରରେ ରହିଥିବା ମାଙ୍କ ମନ୍ଦିର ପର୍ଯ୍ୟନ୍ତ ଥିବା ରାସ୍ତା ଏବଂ ମନ୍ଦିର…

ରାଜ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୯୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଅନୁଗୁଳରୁ ୧, ଭୁବନେଶ୍ୱରରୁ ୨, ଗଞ୍ଜାମ ଜିଲ୍ଲାରୁ ୪, କୋରାପୁଟରୁ ୧,…

ଓଡିଶାର ୩୦ ଜିଲ୍ଲାରୁ ନୂଆ ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୬୯୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୭୧୮ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ବର୍ଷା ସହ ବଜ୍ରପାତ ଆଶଙ୍କା: ଭୁବନେଶ୍ୱର ସମେତ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ମାଲକାନଗିରି, କେନ୍ଦୁଝର, ମୟୁରଭଞ୍ଜ,…

କରୋନା ଭୟ..ଶବ ସତ୍କାର ପାଇଁ ଆସୁନାହାନ୍ତି ସମ୍ପର୍କୀୟ, ମାଲକାନଗିରିରେ ସ୍ତ୍ରୀ କଲା ସ୍ୱାମୀର ଶବଦାହ

ମାଲକାନଗିରି: କରୋନା ପାଇଁ ନା ସମ୍ପର୍କୀୟ ନା ସାଇପଡିଶା କେହି ବି ନିଜର ହେଉନାହାନ୍ତି । ଏ ରୋଗ ଯେମିତି ମଣିଷ ମଣିଷ ଭିତରେ ସମ୍ପର୍କ ତୁଟାଇବାକୁ ଆସିଛି । ଏପରିକି ଜଣଙ୍କର ଯଦି କରୋନା ଛଡା ଅନ୍ୟ କୌଣସି କାରଣରୁ ବି ମୃତ୍ୟୁ ହେଉଛି ଶବ ସତ୍କାର କରିବାକୁ ବି କେହବି ଆସୁନାହାନ୍ତି । ଏପରି ଏକ…