Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ

ମାଲକାନଗିରି: ସହିଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ। ଆଜିଠାରୁ ଅଗଷ୍ଟ  ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛି ଲାଲବାହିନୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମାଓବାଦୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମାଓବାଦୀ  ସଂଗଠନର…

ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ମୟୁରଭଞ୍ଜର ଏହି ୨ ଟି ଗାଁକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ମୟୁରଭଞ୍ଜ: ଅନ୍ୟ ଜିଲ୍ଲା ସହ ମୟୁରଭଞ୍ଜରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ କଡା ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ସଂକ୍ରମିତଙ୍କୁ ଦୃଷ୍ଟିରେ ରଖି କିଛି ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଉଛି । ଜିଲ୍ଲାପାଳଙ୍କ କ୍ଷମତା…

ସ୍କୁଲ ପିଲାଙ୍କୁ ଦିଆଯିବ ଆଇରନ୍ ଟାବଲେଟ୍

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ସହ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ୍ ଟାବଲେଟ୍ । ମିଡ୍ ଡେ ମିଲ୍ ବା ଏମଡିଏମ୍ ରାସନ ସହ ପିଲାମାନଙ୍କୁ ଆଇରନ୍ ଫୋଲିକ୍ ଟାବଲେଟ୍ ଦିଆଯିବ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏମଡିଏମର ରାଜ୍ୟ…

୧୦୮/୧୦୪ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ: ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଏଣିକି ୧୦୮ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ । କେବଳ ୧୦୮ ନୁହେଁ ୧୦୪ ମଧ୍ୟ କରୋନା ରୋଗୀ ହସ୍ପିଟାଲ ଯିବେ । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗରରେ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ ନନେବା ଘଟଣାକୁ…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେେଲେ ଆଉ ୫୮୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୮୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୫୮୧ ଜଣଙ୍କ ମଧ୍ୟରୁ ୧୬୦ ଜଣ ଗଞ୍ଜାମରୁ, ୭୭ ଜଣ ଖୋର୍ଦ୍ଧା, ୪୩ ଜଣ ଗଜପତି, ୩୪ ଜଣ କଟକ, ମାଲକାନଗିରିରୁ…

ହସକୁରୀ ଆଲବମ୍ ନାୟିକା ଦୀପା ସାହୁଙ୍କ ହସ ଲିଭିଗଲା…

ଭୁବନେଶ୍ୱର: ଦୀପା ସାହୁ । ଏକଦା ଓଡିଆ ଆଲବମ୍ ଜଗତରେ ଆଲବମ୍ କୁଇନ ଭାବେ ବେଶ୍ ରାଜ କରୁଥିଲେ । ତାଙ୍କର ଯେଉଁ ବି ଆଲବମ୍ ରିଲିଜ ହେଉଥିଲା ତାହା ବେଶ୍ ଲୋକପ୍ରିୟ ହେଇଥିଲା । ଆଜିର ଆଗ ଧାଡିର ଅଭିନେତାଙ୍କ ସହ ସେ ବହୁ ଆଲବମରେ ଅଭିନୟ କରିଛନ୍ତି । ଯେତେବେଳେ ଆଲବମ୍‌ର କ୍ରେଜ ଥିଲା…

କଟକରେ ୬ ଶହ ଟପିଲା କରୋନା ଆକ୍ଟିଭ କେସ୍‌

କଟକ: କଟକରେ ସୋମବାର ଦିନ ୧୩୦ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୮୨୫ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ଓଡ଼ିଶାରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା କରିବା ନିମନ୍ତେ କୋଭିଡ-19 ଭ୍ୟାକସିନର ମାନବ ପରୀକ୍ଷଣ ସୋମବାର ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହୋଇଛି । ସମ ହସ୍ପିଟାଲରେ ଏହି ପରୀକ୍ଷଣ ନିମନ୍ତେ ଗତ 20 ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେନଟିଭ ଆଣ୍ଡ…

୩ ଲୁଟେରା ଗିରଫ, ୧୫ ଗ୍ରାମ ସୁନା ସହ ବନ୍ଧୁକ ଜବତ

ଭୁୁବନେଶ୍ୱର: ଧରା ପଡିଲେ ୩ ଲୁଟେରା । କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା । ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କଠାରୁ ଲୁଟ୍ କରୁଥିବା ୩ ଲୁଟେରାଙ୍କୁ କମିଶନରେଟ ପୋଲିସ କାବୁ କରିଛି । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୧୦ ଗ୍ରାମର ସୁନା ଚେନ୍‌, ୫ ଗ୍ରାମର ସୁନା ଲକେଟ୍‌, ମୋବାଇଲ୍‌…

ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ

ଭୁବନେଶ୍ୱର : ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କର ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସକାଳେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୀପା କ୍ୟାନସରରେ ପୀଡିତ ଥିଲେ ।…