Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାହାଘରକୁ ୫ ମାସ ବିତିନି, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର: ସ୍ତ୍ରୀ ହନ୍ତା ସ୍ୱାମୀ । ବାହାଘରକୁ ୫ ମାସ ପୂରିନି । ନିଜ ପତ୍ନୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛି ଜଣେ ପତି । ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅନ୍ତର୍ଗତ କାର୍ଗିଲ ବସ୍ତିରେ । ଘର ଭିତରୁ ଉଦ୍ଧାର ହୋଇଛି ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ।…

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ ପାତ୍ର : ୨୦ ବର୍ଷରେ ପ୍ରଥମ ଥର ସ୍ଥାନ ପାଇଲେ ଜଣେ ଓଡିଆ ସାଂସଦ

ଭୁବନେଶ୍ୱର: ବିଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲରେ ସ୍ଥାନ ପାଇଛନ୍ତି ଜଣେ ଓଡିଆ ସାଂସଦ । ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ପ୍ୟାନେଲରେ ସ୍ଥାନ ପାଇଛନ୍ତି । ଏହି ପ୍ୟାନେଲରେ ସ୍ଥାନ ପାଇବା ଫଳରେ ଅଧ୍ୟକ୍ଷଙ୍କ ଆବଶ୍ୟକତା ଅନୁସାରେ ଗୃହକାର୍ଯ୍ୟ…

ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୫୦ ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ଫେରାଇବେ କାଳିଆ ଯୋଜନା ଟଙ୍କା । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କୃଷି ସଚିବ ସୌରଭ ରର୍ଗ କହିଛନ୍ତି ଯେ, ‘ଏ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୯୮ ପ୍ରତିଶତ ଯୋଗ୍ୟ । ପ୍ରାୟ ୫୦ହଜାର ଅଯୋଗ୍ୟ…

ଚଳିତ ବର୍ଷ ରାଜଭବନରେ ହେବନି ‘ଆଟ୍ ହୋମ୍’ ସେଲିବ୍ରେସନ

ଭୁବନେଶ୍ୱର: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ରାଜ ଭବନରେ ‘ଆଟ୍ ହୋମ୍’ ସେଲିବ୍ରେସନ ନକରିବାକୁ ରାଜ୍ୟପାଳ ଗଣେଶୀ ଲାଲ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଜନସମାଗମ ଓ କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ଏଭଳି ନିଷ୍ପତ୍ତି ନେଇଥିଲେ।…

ବିଦ୍ୟୁତ୍ ବିଲ୍ ଦେଖି ଚିନ୍ତାରେ ଭିନ୍ନକ୍ଷମ ଦମ୍ପତ୍ତି; ଦୁଇଟି ପଙ୍ଖା ଓ ବଲ୍ ପାଇଁ ଆସିଲା ୫୮ ଲକ୍ଷ ଟଙ୍କା

ଭୁବନେଶ୍ୱର: ଜଣେ ଦୃଷ୍ଟିହୀନ ଦମ୍ପତିଙ୍କର ସାତ ମାସର ବିଦ୍ୟୁତ୍ ବିଲ୍ ଆସିଛି ୫୮ ଲକ୍ଷରୁ ଅଧିକ ଟଙ୍କା । ଯାହାକୁ ନେଇ ଚିନ୍ତାରେ ପରିବାର ବର୍ଗ । ସୂଚନାନୁସାରେ, ଏୟାରଫିଲ୍ଡ ଥାନା ଅଧୀନରେ ଥିବା ପଞ୍ଚ ଗ୍ରାମରେ ପତ୍ନୀଙ୍କ ସହ ଏକ ଛୋଟିଆ ଘରେ ରୁହନ୍ତି ପ୍ରସନ୍ନ ନାୟକ । ଗତ ବର୍ଷ…

ଓଡିଶାରେ ୧୫ ହଜାର ଟପିଲା ଆରୋଗ୍ୟଙ୍କ ସଂଖ୍ୟା; ଗୋଟିଏ ଦିନରେ ସର୍ବାଧିକ ୮୦୮ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧୫,୨୦୦ରେ ପହଞ୍ଚିଛି। ସୁସ୍ଥ ହୋଇଥିବା ୮୦୮ ଜଣଙ୍କ ମଧ୍ୟରୁ ୩୫ ଜଣ କଟକ,…

ଭୁବନେଶ୍ୱରରେ ସର୍ବାଧିକ ୨୪୮ କରୋନା ପଜିଟିଭ; ଦୁଇଟି ବସ୍ତିରୁ ୬୫ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୪୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୦୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୪୧ଟି ସ୍ଥାନୀୟ ମାମଲା ରହିଛି ।…

ରାଜ୍ୟର ଚତୁର୍ଥ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ

ଗଂଜାମ : ପୋଲସରାର ବିଧାୟକ କରୋନା ପଜିଟିଭ୍ ଚିହ୍ନଟ । ବିଧାୟକଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଥି ସହ ସେମାନଙ୍କ ସମ୍ପର୍କରେ ଆସିଥିବା ପରିବାରର ସଦସ୍ୟ ଓ ଅନ୍ୟମାନଙ୍କର ମଧ୍ୟ ସ୍ୱାବ ନମୁନା…

ଭଦ୍ରକରେ ପୋଲିସ କର୍ମୀଙ୍କ ସମେତ ୮ କରୋନା ଯୋଦ୍ଧା ଆକ୍ରାନ୍ତ

ଭଦ୍ରକ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକରୁ ୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୪୧ଟି ସ୍ଥାନୀୟ ମାମଲା ରହିଛି ।…

କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ୱରର ଏହି ପୋଷ୍ଟ ଅଫିସ୍ ବନ୍ଦ

ଭୁବନେଶ୍ୱର: ଡାକ ବିଭାଗର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ସ୍ଥିତ ଆଇଆରସି ଭିଲେଜରେ ଥିବା ସବ୍ ପୋଷ୍ଟ ଅଫିସକୁ ସାମୟିକ ଭାବେ ବନ୍ଦ କରାଯାଇଛି । ଭୁବନେଶ୍ୱର ଡିଭିଜନ ପୋଷ୍ଟ ଅଫିସର ସିନିୟର୍ ସୁପରିଟେଣ୍ଟେଣ୍ଟ ଏକ ପତ୍ରରେ କହିଛନ୍ତି ଯେ ବନ୍ଦ ହେବା ପୂର୍ବରୁ…