Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିପିୟୁଟି ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ସୂଚନା

ଭୁବନେଶ୍ୱର: ବିପିୟୁଟି ଫାଇନାଲ୍ ସେମିଷ୍ଟର ଅନଲାଇନ ପରୀକ୍ଷାରେ ଫେଲ ହେଲେ ଛାତ୍ରଛାତ୍ରୀଙ୍କୁ ମିଳିବ ଦ୍ୱିତୀୟ ଥର ପରୀକ୍ଷା ଅନୁମତି । ଅଫଲାଇରେ ପୁଣି ଥରେ ସେହି ବିଷୟର ପରୀକ୍ଷା ଦେଇ ପାରିବେ । ଏନେଇ ବିପିୟୁଟି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ୨୦୧୯-୨୦୨୦ ଶିକ୍ଷାବର୍ଷରେ ଏକଜିଟ୍…

କଟକରେ ୨ ପରିବାର ମଧ୍ୟରେ ସଂଘର୍ଷ; ଜଣେ ମୃତ

କଟକ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁସିଆ ଗ୍ରାମର ୨ଟି ପରିବାର ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଜଣେ ବ୍ୟକ୍ତି ମୃତ ଓ ପ୍ରାୟ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।…

ଭବାନୀପାଟଣା ପୌରାଞ୍ଚଳରେ ୨ ଦିନିଆ ସଟଡାଉନ୍

ଭବାନୀପାଟଣା: ଭବାନୀପାଟଣା ପୌରାଞ୍ଚଳରେ ଆଜିଠୁ ଦୁଇ ଦିନିଆ ସଟଡାଉନ୍ ଜାରି ରହିଛି। କରୋନା ସଂକ୍ରମଣ ରୋକିବା ତଥା ଡୋର୍ ଟୁ ଡୋର୍ ସର୍ଭେ କାମ ଜାରି ରହିବା ଯୋଗୁଁ ପ୍ରଶାସନ ପକ୍ଷରୁ ଜୁଲାଇ ୨୫ ଓ ୨୬ ତାରିଖକୁ ସଟଡାଉନ୍ ଘୋଷଣା କରାଯାଇଛି ।…

ବ୍ୟାପୁଛି କରୋନା: ୭ ଦିନ ପାଇଁ ଏହି ଫିଭର କ୍ଲିନିକ୍ ବନ୍ଦ

ବ୍ରହ୍ମପୁର: ସତ୍ୟ ନାରାୟଣ ମନ୍ଦିର ରାସ୍ତାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍ସି) କିଛି କର୍ମଚାରୀଙ୍କ ମଧ୍ୟରେ କରୋନା ପଜିଟିଭ୍ ମାମଲା ଦେଖାଦେଇଥିବାରୁ ଆଜିଠାରୁ ଫିଭର କ୍ଲିନିକକୁ ସାତ ଦିନ ପାଇଁ ବନ୍ଦ ରଖାଯାଇଛି। କରୋନା ସଂକ୍ରମଣକୁ ରୋକିବା ଲାଗି ତଥା…

ବାଲୁକା କଳାରେ ପ୍ଲାଜମା ଦାନ ପାଇଁ ଅପିଲ୍

ପୁରୀ: ପ୍ଲାଜମା ଦାନ କରିବା ପାଇଁ ବାଲୁକା କଳା ମାଧ୍ୟମରେ ଅପିଲ । ଏଭଳି ପ୍ରୟାସ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ବାଲୁକା କଳା ନିର୍ମାଣ କରି ସୁଦର୍ଶନ ଲେଖିଛନ୍ତି, ପ୍ଲାଜମା ଦାନ…

ଏମିତି କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ୍

ଭୁବନେଶ୍ୱର: ସ୍ୱାସ୍ଥ୍ୟକର୍ମୀ ହେଉଛନ୍ତି କରୋନା ଯୁଦ୍ଧର ଅସଲ ସିପାହୀ । ଏହି ଲଢ଼େଇରେ ପ୍ରଣ୍ଟ ଲାଇନ୍ ଓ୍ୱାରିଅର୍ । ନିଷ୍ଠାପର ସେବା ଓ ଚିକିତ୍ସାର ଯେତେ ପ୍ରଶଂସା କଲେ କମ୍ ପଡ଼ିବ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଏମିତି କିଛି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି…

ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗୁରୁତର କୋରନା ରୋଗୀଙ୍କ ଚିକିତ୍ସା ପାଇଁ ଆରମ୍ଭ ହୋଇଛି ପ୍ଲାଜମା ଥେରାପୀ । ସଫଳତା ବି ମିଳୁଛି । ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ମନ୍ତ୍ରୀମାନଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ଭିତରେ ବିଭିନ୍ନ ଜିଲ୍ଲାକୁ…

ଓଡିଶା ସମେତ ୯ଟି ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ

ଭୁବନେଶ୍ୱର: ଦେଶର ସର୍ବାଧିକ ପ୍ରଭାବିତ ଓଡିଶା ସମେତ ନଅଟି ରାଜ୍ୟର କରୋନା ସଂକ୍ରମଣ ପରିଚାଳନା ସ୍ଥିତି ସଂପର୍କରେ କ୍ୟାବିନେଟ ସଚିବ ସମୀକ୍ଷା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କିପରି କରୋନାକୁ ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା ।…

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦିଆଯିବ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟାନ୍ନ ଭୋଜନ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ବଣ୍ଟନ କରାଯିବ । ଏନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ ୧୪ ତାରିଖରୁ ପିଛିଲା ଭାବେ ମଧ୍ୟାହ୍ନଭୋଜନ ଚାଉଳ ଓ ରୋଷେଇ ସାମଗ୍ରୀ ଅର୍ଥ ବଣ୍ଟନ କରାଯିବ…

କାଲିଠୁ ଦୁଇ ଦିନ ସଟଡାଉନ୍ ରହିବ ଭବାନୀପାଟଣା ମ୍ୟୁନିସିପାଲିଟି ଅଞ୍ଚଳ

ଭବାନୀପାଟଣା: ଆସନ୍ତାକାଲିଠୁ ଦୁଇ ଦିନ ସଟଡାଉନ୍ ରହିବ ଭବାନୀପାଟଣା ପୌରାଞ୍ଚଳ । ୨୫ ଓ ୨୬ ତାରିଖ ଦୁଇ ଦିନ ଲାଗୁ ହେବ ସଟଡାଉନ୍ । କରୋନା ପାଇଁ ପ୍ରଶାସନ ପକ୍ଷରୁ ଦୁଇ ଦିନ ଡୋର୍ ଟୁ ଡୋର୍ ସର୍ଭେ କାମ ଚାଲିବ । ଲୋକଙ୍କ ଯାଆସ ଉପରେ କଟକଣା ଜାରି ହେବ କଟକଣା ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ…