Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ। ଏହି ବୈଠକରେ ଓଡିଶାରେ ଚାଲିଥିବା କରୋନା ପରିସ୍ଥିତିକୁ ନେଇ କିଛି ପ୍ରମୁଖ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବାର ସମ୍ଭାବନା…

ବଜ୍ରପାତ ସହ ବର୍ଷା ସମ୍ଭାବନା; ଏହି ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବାଲେଶ୍ଵର ଜିଲ୍ଲାକୁ ଜାରି ହୋଇଛି ସତର୍କ ସୂଚନା । ବିଭାଗ ପକ୍ଷରୁ ଜାରି ସଦ୍ୟତମ ବୁଲେଟିନ ଅନୁଯାୟୀ, ବାଲେଶ୍ଵର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ପୂର୍ବନୁମାନ କରାଯାଇଛି।…

କଟକ ଖଟବିନ୍ ସାହିର ବରି ଲେନ୍ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: ସହରରେ ପୁଣି ଏକ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଖଟବିନ ସାହିର ବରି ଲେନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି କଟକ ମହାନଗର ନିଗମ । ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । କଣ୍ଟେନମେଣ୍ଟ ଜୋନ ଘୋଷିତ ଅଞ୍ଚଳର ଲୋକଙ୍କ ଯାଆସ ଉପରେ ଲାଗିଛି କଟକଣା ।…

କନ୍ଧମାଳ ଜିଲ୍ଲାରେ ସପ୍ତାହେ ପାଇଁ ସବୁ ବ୍ୟାଙ୍କ ବନ୍ଦ

ଫୁଲବାଣୀ: ସପ୍ତାହେ ବନ୍ଦ ରହିବ କନ୍ଧମାଳ ଜିଲ୍ଲାରେ ସମସ୍ତ ବ୍ୟାଙ୍କ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବ୍ୟାଙ୍କଗୁଡ଼ିକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ସବୁ କର୍ମଚାରୀଙ୍କୁ ସପ୍ତାହେ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହୋମ୍ କ୍ୱାରେଣ୍ଟାଇନରେ ଲକ୍ଷଣ ଥିଲେ…

ପେଷାରେ ସେ ରିକ୍ସା ଚାଳକ, ନିଶା ତାଙ୍କର କବିତା ରଚନା; ଜାଣନ୍ତୁ ଏହି ରିକ୍ସାବାଲା କବିଙ୍କୁ

ଯାଜପୁର: ନିଶା ଆଗରେ ହାର ମାନିଛି ଦାରିଦ୍ର‌୍ୟତା । ପେଷା ସିନା ରିକ୍ସା ଚଳାଇବା ହେଲେ ନିଶା ତାଙ୍କର କବିତା ରଚନା କରିବା । ଏ ବ୍ୟକ୍ତି ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା କୋରାଇ ବ୍ଲକ କୋରାବନ୍ଦି ଗାଁର କୈଳାସ ପାତ୍ର । ସ୍ଥାନୀୟ ଅଂଚଳରେ ରିକ୍ସାବାଲା କବି ନାମରେ ସେ ବେଶ ପରିଚିତ । ରିକ୍ସା…

ବ୍ରହ୍ମପୁରରେ ଜରୁରିକାଳୀନ ସେବା ପାଇଁ ରାତିରେ ଗଡ଼ିବ ୨୨ଟି ଅଟୋ

ବ୍ରହ୍ମପୁର: ଲକ୍‌ଡାଉନ ବେଳେ ଲୋକଙ୍କ ସୁବିଧା ପାଇଁ ବ୍ରହ୍ମପୁର ମହାନଗର ନିଗମର ପଦକ୍ଷେପ । ଏଣିକି ରାତିରେ ଜରୁରିକାଳୀନ ସେବା ପାଇଁ ୨୨ଟି ଅଟୋ ଗଡ଼ିବ । ସେଥିରେ ଯାଆସ କରିପାରିବେ ଲୋକ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାନଗର ମିଗମ କର୍ତ୍ତୃପକ୍ଷ । ରାତିରେ ଚଳାଚଳ…

ଆଜିଠାରୁ ୧୦ ଦିନ ପାଇଁ ସମ୍ବଲପୁରରେ ସଟ୍ ଡାଉନ

ସମ୍ବଲପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜିଠାରୁ ସମ୍ବଲପୁରକୁ ସଟ୍ ଡାଉନ କରାଯାଇଛି । ଆଜିଠାରୁ ୩୧ ତାରିଖ ଯାଏଁ ଅର୍ଥାତ ୧୦ ଦିନିଆ ସଟ୍ ଡାଉନ ଘୋଷଣା ହୋଇଛି । ଏହି ସଟ୍‌ଡାଉନ ସମୟରେ ଜିଲ୍ଲା ଭିତରେ ଯାତାୟତ ନେଇ କଟକଣା ଜାରି ହୋଇଛି । କେବଳ ଅତ୍ୟାବଶ୍ୟକ ଦୋକାନ…

ଯାଜପୁରରେ ଗୁଣି ସନ୍ଦେହରେ ହତ୍ୟା ଘଟଣା: ୪ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନିମପଲ୍ଲୀ ସୁରୀସାହି ରେ ଗୁଣିଗାରେଡି ସନ୍ଦେହରେ ୨ ଜଣଙ୍କୁ ହତ୍ୟା ଘଟଣା। ଜଣେ ମହିଳା ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଳିଙ୍ଗନଗର ପୋଲିସ। ଏହି ୪ ଜଣ ଅଭିଯୁକ୍ତ ସେହି ଗାଁର ଅଟନ୍ତି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ…

ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲା ରାଜ୍ୟ ଆଇଏଏସ୍ ଅଫିସର୍ସ ସଂଘ

ଭୁବନେଶ୍ୱର: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ଆଇଏଏସ୍ ଅଫିସର୍ସ ସଂଘ ଶୋକ ପ୍ରକାଶ କରିଛି । ସେ ଜଣେ ଉତ୍ସାହୀ, ହୃଦୟବାନ ଅଫିସର ଯାହାଙ୍କୁ ସିନିଅରମାନେ ସ୍ନେହ କରୁଥିଲେ ଓ ଜୁନିଅରମାନେ ସମ୍ମାନ ଜଣାଉଥିଲେ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି । ଏ…

ହୀତାଧିକାରୀଙ୍କୁ ମିଳିବ ୫ ମାସର ମାଗଣା ଚାଉଳ ଓ ଡାଲି

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ପାଇବେ ୫ ମାସର ମାଗଣା ଚାଉଳ ଓ ଡାଲି । କରୋନା ସଂକ୍ରମଣ ଏବଂ ଏହାର ମୁକାବିଲା ପାଇଁ ଲକଡାଉନ୍ ଓ ସଟଡାଉନ୍ ଗରିବ ଲୋକଙ୍କ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜୁଲାଇରୁ…