Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁସ୍ଥ ହେଲେ ପୁଣି ୩୯୦ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି ସଂକ୍ରମଣ । ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଆଜି ପୁଣି ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩୯୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆରୋଗ୍ୟ ସଂଖ୍ୟା ୮୭୫୦ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

ଗୋଲିଆ ପଞ୍ଚାୟତକୁ ୭ ଦିନ ପାଇଁ ୨୦ ଘଣ୍ଟିଆ ସଟଡାଉନ ଘୋଷଣା କଲେ ସରପଞ୍ଚ

ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତକୁ ସରପଞ୍ଚ ମନୋରମା ପ୍ରଧାନ ୭ ଦିନ ପାଇଁ ୨୦ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି। ଗୋଲିଆ ଗ୍ରାମର ତେଲୁଗୁ ସାହିର ଜଣେ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ଓ ତାଙ୍କ ପରିବାର ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ…

କଟକରେ ଅଧାରୁ ଅଧିକ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଚିହ୍ନଟ

କଟକ: ସିଲଭର ସିଟି କଟକରରେ ମାଡି ଚାଲିଛି କରୋନା । ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଏଯାଏଁ କଟକରେ ୨୪୮ଟି ପିଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିରୁ ଅଧାରୁ ଅଧିକ ସଂକ୍ରମିତ ସହରର ବିଭିନ୍ନ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ସିଏମ୍‌ସି କମିଶନର ଅନନ୍ୟା ଦାସ ଓ କୃଷି ସଚିବ ସୌରଭ…

ଗଞ୍ଜାମର କୋଭିଡ କେୟାର ସେଣ୍ଟରରେ ବଢିବ ବେଡ୍ ସଂଖ୍ୟା

ବ୍ରହ୍ମପୁର: ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ୫ ଟି କୋଭିଡ କେୟାର ସେଣ୍ଟର ଏବଂ ତିନୋଟି ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୧୫୦ ଅଧିକ ବେଡ୍ ଯୋଗାଇବାକୁ ନିଷ୍ପତ୍ତି ନେଇଛି। ୫ଟି କୋଭିଡ କେୟାର ସେଣ୍ଟର ହେଉଛି ବିପିଏଚ୍ କଲେଜ ଏବଂ…

କରୋନା ମୁକ୍ତ ରହୁ ହସ୍ପିଟାଲ: ସିଏମ୍‌ସି

କଟକ: କଟକରେ ଏସ୍‌ସିବି, ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଭଳି ବଡ ବଡ ହସ୍ପିଟାଲରେ କରୋନା ଭୂତାଣୁ ବ୍ୟାପିବା ପରେ ସିଏମ୍‌ସିର ବଢ଼ିଛି ଚିନ୍ତା । ଆଜି ସିଏମ୍‌ସି କମିଶନର ଅନନ୍ୟା ଦାସ ପ୍ରେସ୍‌ମିଟ୍‌ରେ କହିଛନ୍ତି ଯେ, ବର୍ତ୍ତମାନ କଟକର ବିିଭିନ୍ନ ହସ୍ପିଟାଲକୁ କିଭଳି ଭୂତାଣୁ ମୁକ୍ତ…

ମାଲକାନଗିିରି ମ୍ୟୁନିସିପାଲଟି ଓ ବାଲିମେଳା ଏନ୍‌ଏସି ସଟ୍‌ଡାଉନ୍‌

ମାଲକାନଗିରି: ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା ଏନ୍‌ଏସିକୁ ସମ୍ପୂର୍ଣ୍ଣ ଭାବେ ସଟ୍‌ଡାଉନ୍‌ କରାଯାଇଛି। ଆସନ୍ତାକାଲି ମଧ୍ୟରାତ୍ରରୁ ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ନେଇ ଘୋଷଣା ହୋଇଛି। ଆଜି ଜିଲ୍ଲାରୁ ୩୬ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି…

ରାଜଧାନୀରେ ପୁଣି ୬୪ କରୋନା ସଂକ୍ରମିତ, ୧୩ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଇଛି କରୋନା । ଲାଗୁନି ବ୍ରେକ୍‌, ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଅଧିକ ଚିନ୍ତା ବଢ଼ାଇଛି ସ୍ଥାନୀୟ ସଂକ୍ରମଣ । ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଂଟାଇନ୍…

ବଦଳିବେ ରାଜ୍ୟ କଂଗ୍ରେସ ମଙ୍ଗୁଆଳ !

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବଦଳିବେ । ଏଥିପାଇଁ ରେସରେ ୧୩ ଜଣ ବରିଷ୍ଠ ନେତା ଅଛନ୍ତି ବୋଲି ଆଜି ଭବିଷ୍ୟବାଣୀ କରିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ । ସୁର କହିଛନ୍ତି, ଖୁବ ଶୀଘ୍ର ପିସିସି ସଭାପତି ପଦରେ ପରିବର୍ତ୍ତନ ହୋଇପାରେ । ଏହି ରେସରେ…

କରୋନା ଆକ୍ରାନ୍ତ ରାଜ୍ୟର ଦ୍ୱିତୀୟ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ରାଜ୍ୟ ଦ୍ୱିତୀୟ ସାମ୍ବାଦିକ ଭାବେ ଗଜପତି ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏକ ତେଲୁଗୁ ଖବର କାଗଜରେ ସେ ସାମ୍ବାଦିକ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ…

ମାଲକାନଗିରିରେ ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦୁଇଜଣ ହାଡକୋର ମାଓବାଦୀ ଏସପି ରିଷିକେଶ ଖିଲାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଉଛନ୍ତି କାନା ମାଡି ଏବଂ ଲାକେ ପୁନମ। ଏରିଆ କମିଟିର ଜଣେ ସକ୍ରିୟ ସଦସ୍ୟ ଥିବା କାନାଙ୍କ ନାଁରେ ୪ ଲକ୍ଷ ଟଙ୍କାର…