Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକ ରାଉସାପାଟଣା ୨୭ ନମ୍ବର ଓ୍ୱାର୍ଡ କଣ୍ଟେନମେଣ୍ଟ ଜୋନ୍

କଟକ: ମହାନଗର ନିଗମର ରାଉସାପାଟଣା ୨୭ ନମ୍ବର ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । କଟକଣା ଲଗାଇଛି ପ୍ରଶସାନ । ସ୍ଥାନୀୟ ଅଞ୍ଚଳରୁ ୫ କରୋନା ସଂକ୍ରମିତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । #Cuttack…

ଲାଲଗଡରୁ ପୁଡୁଚେରୀ, ଚାଷୀ ପୁଅକୁ ଡକ୍ଟରେଟ୍ ଡିଗ୍ରୀ

ମାଲକାନଗିରି: ପାଠ ପଢିବା ପାଇଁ ମନରେ ଦୃଢ ଇଚ୍ଛ ଶକ୍ତି ଥିଲେ କେହି ବି ହାର ମାନେନି । ଏହାର ଉଦାହରଣ ପାଲଟିଛନ୍ତି ମାଲକାନଗିରିର ମାନ୍ୟନକୋଣ୍ଡାର ଗଣନାଥ ଖିଲ । ପିଲାଟି ବେଳରୁ ପାଠ ପଢିବା ନେଇ ବହୁ ବାଧାବିଘ୍ନ ଆସିଥିଲେ ସୁଦ୍ଧା ନିଜର ଅଦମ୍ୟ ଇଚ୍ଛା ବଳରେ ସେ ଆଜି ଡକ୍ଟରେଟ୍ ହାସଲ…

ପରଲୋକରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ

ବାରିପଦା : ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ଦେହାନ୍ତ । ତାଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ।…

ତମାଣ୍ଡୋରେ ୩୬ ଘଣ୍ଟିଆ ସଟ୍ ଡାଉନ ଘୋଷଣା

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ସେଣ୍ଟ୍ରାଲ ବ୍ୟାଙ୍କର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ସ୍ଥାନୀୟ ବଜାରରେ ୩୬ ଘଣ୍ଟିଆ ସଟ୍ ଡାଉନ ଘୋଷଣା ହୋଇଛି । ବ୍ୟାଙ୍କ ଓ ଏହାର ଆଖପାଖ ଅଂଚଳ ଆଜି ସକାଳ ଠାରୁ ମଙ୍ଗଳବାର ରାତି ୯ଟା ଯାଏଁ ସଟ୍ ଡାଉନ ରହିବ । ଗତ ୮ରୁ ୧୦ ତାରିଖ ଭିତରେ…

କଟକରୁ ଉଠିଲା ସଟ୍ ଡାଉନ, ଦୀର୍ଘ ଦିନ ପରେ ଖୋଲିବ ମଲ୍‌

କଟକ: ଆଜିଠାରୁ କଟକ ସହର ସ୍ୱାଭାବିକ ହୋଇଛି । ଗତ ୪ ତାରିଖରୁ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା ହୋଇଥିବା ବେଳେ ଆଜିଠାରୁ କଟକଣା ହଟିଛି । କିନ୍ତୁ ରାତି ୯ଟା ପରିବର୍ତ୍ତେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରୀ କାଳୀନ କର୍ଫୁ ଲାଗୁ ହେବ । ତେଣୁ ଦୋକାନ ବଜାରକୁ ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କେମିତି ଭାଇରାଲ୍ ହେଲା ନାନାବତୀ ହସ୍ପିଟାଲରେ ଅମିତାଭଙ୍କ ଭିଡିଓ ?

ଭୁବନେଶ୍ୱର: କିଛି ନୂଆ ନୁହେଁ । ସୋସିଆଲ୍ ମିଡିଆରେ ସେଲିବ୍ରିଟିଙ୍କ ଭିଡିଓ ଭାଇରାଲ୍ ହେବା କିଛି ନୂଆ କଥା ନୁହେଁ । ଏହି ତାଲିକାରେ ସାମିଲ ହୋଇଛି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ଭିଡିଓ । କରୋନା ରିପୋର୍ଟ ପଜିଟିଭ ବାହାରିବା ସହ ଅମିତାଭ ହସ୍ପିଟାଲରେ ଆଡମିଟ୍ ହେବା ପରେ ଏକ…

କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ଆଇସିୟୁ ବେଡ୍ ରହିଛି: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଇସିୟୁ ବେଡ୍ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ବର୍ତ୍ତମାନ ରାଜ୍ୟର ସମସ୍ତ…

ହଟସ୍ପଟରୁ ନୟାଗଡ ଆସିଲେ ୧୪ ଦିନ କ୍ୱାରେଂଟିନ୍‌ ବାଧ୍ୟ

ନୟାଗଡ: ଏଣିକି ଆପଣ ଯଦି ରାଜ୍ୟର କୌଣସି ହଟସ୍ପଟ୍ ଜିଲ୍ଲାରୁ ନୟାଗଡ ଯାଉଛନ୍ତି, ତେବେ ୧୪ ଦିନ ପାଇଁ ସରକାରୀ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ପୋମା ଟୁଡୁ । ତେବେ ନୟାଗଡକୁ ଆସୁଥିବା ସରକାରୀ ଅଧିକାରୀ କିମ୍ବା ବ୍ୟବସାୟୀ ଯଦି ୭୨…

ଭୁବନେଶ୍ୱରରେ ସରିଲା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ପ୍ରଥମ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ ପାଇଁ ନମୁନା ସଂଗ୍ରହ ଶେଷ ହୋଇଛି । ବିଏମସିର ଚିହ୍ନଟ ହୋଇଥିବା ପ୍ରାୟ ୯୦୦ଟି ଘରୁ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି । ରାଜଧାନୀର ଏହି ସେରୋ ସର୍ଭେରେ ସମସ୍ତେ ସହଯୋଗ କରିଥିବା ବିଏମସି ସୂଚନା ଦେଇଛି ।…

ଆଜି ରାତିରେ ବଜ୍ରପାତ ସହିତ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ବେଳେ ଏଥିସହିତ ରବିବାର ରାତିରେ ବଜ୍ରପାତ ହେବା ନେଇ ସତର୍କ ସୂଚନା ପ୍ରଦାନ କରିଛି ପାଣିପାଗ ବିଭାଗ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରି କହିଛନ୍ତି ଯେ, ରାଜ୍ୟର…