Latest Odisha News

BREAKING NEWS

Browsing Category

ଓଡିଶା

Odisha

୨ ଦିନ ସମ୍ବଲପୁର ସଟଡାଉନ୍‌

ସମ୍ବଲପୁର: ଦୁଇ ଦିନ ପାଇଁ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ । କରୋନା ସଂକ୍ରମଣ ଯୋଗୁଁ ସମ୍ବଲପୁର ଜିଲ୍ଲାକୁ ୨ ଦିନିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୧୧ ଓ ୧୨ ତାରିଖ ୨ ଦିନ ପୁରା ସଟ୍‌ଡାଉନ୍ ହେବ । ଏହି ସମୟରେ ଜରୁରୀକାଳିନ ସେବା ଅବ୍ୟାହାତ ରହିବ। ଏନେଇ ଜିଲ୍ଲା…

ବାହାଘର ଚତୁର୍ଥୀ ଦିନ ବାପାକୁ ହତ୍ୟା କଲା ପୁଅ

କେନ୍ଦୁଝର : ଚତୁର୍ଥୀ ଦିନ ବାପାକୁ ହତ୍ୟା କଲା ପୁଅ । ବାରିଆ ଥାନା ପୋଡାସିମିଳା ଗାଁରେ ଘଟିଛି ଏହି ଅଘଟଣ । ଚତୁର୍ଥୀ ପୂର୍ବରୁ ହତ୍ୟାକାରୀ ପୁଅକୁ ଅଟକ ରଖିଛି ପୋଲିସ । ଆଜି ପୁଅ ସୁନୀଲର ବିବାହର ଚତୁର୍ଥୀ ଥିଲା । ତେବେ ବାହାଘର ବେଳେ ବାପା କୁଶ ନାଏକ ଓ ପୁଅ ସୁନୀଲଙ୍କ ମଧ୍ୟରେ ଲୁଗା…

ଦିନକରେ ସୁସ୍ଥ ହେଲେ ସର୍ବାଧିକ ୪୦୧ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ଆସିଛି ଖୁସି ଖବର । ଆଜି ଗୋଟିଏ ଦିନରେ ସର୍ବାଧିକ ୪୦୧ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୪୦୭କୁ ବୃଦ୍ଧି ପାଇଛି । ଆଜି …

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କୁ ମିଶାଇ ମୋଟ୍ ସଂଖ୍ୟା ୨୧୩ ଛୁଇଁଲା

କଟକ: କଟକରେ ଗୁରୁବାର ଦିନ ୧୧ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୨୧୩ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ(ସିଏମସି)। ଉକ୍ତ ଟ୍ୱିଟ ଅନୁଯାୟୀ ୨୪ ଘଣ୍ଟାରେ…

‘ଦିଲ୍ ବେଚାରା’ର କଷ୍ଟ୍ୟୁମ ଡିଜାଇନ ତଥା ଓଡିଆ ବୋହୂ ସୁଶାନ୍ତଙ୍କୁ ନେଇ କଣ କହୁଛନ୍ତି ଆସନ୍ତୁ ଜାଣିବା

ଭୁବନେଶ୍ୱର : ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’କୁ ତାଙ୍କର ଅନେକ ଫ୍ୟାନ ଏବେ ଅପେକ୍ଷା କରି ରହିଛନ୍ତି । କରୋନା କଟକଣା ପାଇଁ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ତେବେ ଏହି ଫିଲ୍ମରେ ଡ୍ରେସ ଡିଜାଇନ କରିଛନ୍ତି ଜଣେ ଓଡିଆ ବୋହୂ । ତାଙ୍କ ନାଁ ନିକିତା…

ଆତ୍ମନିର୍ଭର ଭାରତ ଯୋଜନାର ହିସାବ ଦେଲା ବିଜେପି

ଭୁବନେଶ୍ୱର: ଆତ୍ମନିର୍ଭର ଭାରତରେ ଓଡିଶାର ଭାଗକୁ ନେଇ ହିସାବ ଦେଲା ବିଜେପି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି ହିସାଵ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଆତ୍ମ ନିର୍ଭର ଭାରତ ପ୍ୟାକେଜରୁ ଓଡିଶାର ଗୋଟିଏ ପରିବାର ମାସକୁ ପାଇବେ ୧୧୦୬୭ ଟଙ୍କା । ଏଥିରେ…

ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ । ନିଜ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି । ମହିଳା ଥାନାରେ ଦୀର୍ଘ ସମୟ ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ଆଇପିସି ୩୫୪(ଡି) ଏବଂ ୬୭ ଆଇଟି ଆକ୍ଟ…

ସମ୍ ଅଲ୍ଟିମେଟ ମେଡିକେୟାରରେ ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞଙ୍କ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଜଣେ ବୟସ୍କ ମହିଳାଙ୍କର ମସ୍ତିଷ୍କର କ୍ରାନିଆଲ୍ ବେସ୍‌ରେ ସୃଷ୍ଟି ହୋଇଥିବା ଟ୍ୟୁମର୍‌କୁ ବିରଳ ମିନିମାଲ୍ ଇନ୍‌ଭେସିଭ୍ ପ୍ରୋସିଡ୍ୟୁର୍ ମାଧ୍ୟମରେ କାଢ଼ି ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞ। ହସ୍ପିଟାଲର ଇଏନ୍‌ଟି ଏବଂ…

ଶିକ୍ଷୟିତ୍ରୀଙ୍କୁ ଗୋଡାଇ ଗୋଡାଇ ହାଣିଲେ

ଯାଜପୁର: ଦିନ ଦିପହରେ ହତ୍ୟାକାଣ୍ଡ । ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ ଦୁର୍ବୃତ୍ତ। ଯାଜପୁର ରୋଡ୍ ରାଛିପୁର ଛକରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତ ଶିକ୍ଷୟିତ୍ରୀଙ୍କ ନାଁ ମହାମାୟା ଜେନା। ଅନ୍ୟ ଜଣେ ଶିକ୍ଷକ ମୋହିନୀ ମୋହନ ମୁଦୁଲିଙ୍କ ସହ ଶିକ୍ଷୟିତ୍ରୀ ଜଣକ ବାଇକ୍‌ରେ…

ନିମାଇଁଚରଣ ହରିଚନ୍ଦନଙ୍କ ଆଜି ଜନ୍ମଜୟନ୍ତୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି

ଭୁବନେଶ୍ୱର: ୧୯୦୧ ମସିହା ଜୁଲାଇ ୯ରେ ଜନ୍ମଗ୍ରହଣ କରିଥିଲେ ନିମାଇଁଚରଣ ହରିଚନ୍ଦନ । ଯିଏକି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବନମାଳୀ, ଦୀନକୃଷ୍ଣ ଓ ଅଭିମନ୍ୟୁ ସାମନ୍ତସିଂହାରଙ୍କ ପଦ୍ୟ ଗୁଡିକୁ ଗାଇଥିବା କଣ୍ଠ ଶିଳ୍ପୀ । କୁହାଯାଏ ସେ ହିଁ ଓଡିଶାର ପ୍ରଥମ ପେସାଦାର ଗାୟକ। କେନ୍ଦ୍ରାପଡାରେ…