Latest Odisha News

BREAKING NEWS

Browsing Category

ଓଡିଶା

Odisha

କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ନବରଙ୍ଗପୁରର ଏହି ୬ ଟି ଅଞ୍ଚଳ

ନବରଙ୍ଗପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । । ସୋମବାର ଦିନ ଜିଲ୍ଲାରେ ୭ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହିସବୁ ଅଞ୍ଚଳରେ ଆସନ୍ତା ୬ ତାରିଖ ମଧ୍ୟରାତ୍ର…

ଫେବୃଆରୀରେ ଓଡ଼ିଶାରେ ୨.୪୩ ଲକ୍ଷ ନୂଆ ଗ୍ରାହକ ଯୋଡିଛି ଜିଓ: ଟ୍ରାଇ

ଭୁବନେଶ୍ୱର: ଓଡ଼ିଶା ବଜାରରେ ରିଲାଏନ୍ସ ଜିଓ ରାଜ୍ୟର ସବୁଠୁ ପସନ୍ଦର ମୋବାଇଲ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୦ ଫେବୃଆରୀରେ ରିଲାଏନ୍ସ ଜିଓ ଓଡ଼ିଶାରେ…

ମଦ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ: ଯୁବକ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ସଉରାପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମଦ ବିକ୍ରି ଘଟଣାକୁ କେନ୍ଦ୍ରକରି ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତ ଯୁବକ ଜଣଙ୍କ ହେଉଛନ୍ତି ଏସ୍. ରାଜୁ ଦୋରା…

ବିବାହ ଦିନ ନାବାଳିକାକୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ଗଞ୍ଜାମ : ବିବାହ ଆଗରୁ ଉଦ୍ଧାର ହେଲା ନାବାଳିକା ଝିଅ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଗ୍ରାମ ସିଦ୍ଧେଶ୍ଵର କଲୋନୀ ର ଜୈନକ ବ୍ୟକ୍ତି ନିଜ ନାବାଳିକା ଝିଅର ବାହାଘର କରାଉଥିଲେ । ଏନେଇ ସ୍ଥାନୀୟ ପ୍ରଶାସନ ବାହାଘରରେ ପହଞ୍ଚି ନାବାଳିକା ଝିଅକୁ ଉଦ୍ଧାର କରିବା ସହ ତାର ବିବାହକୁ ଅଟକାଇ ଥିଲେ।…

ଯୁକ୍ତ ୨ ଅବଶିଷ୍ଟ ପରୀକ୍ଷା ପ୍ରସଙ୍ଗ: ଆଜି ଚୂଡ଼ାନ୍ତ ନିଷ୍ପତ୍ତି !

ଭୁବନେଶ୍ୱର: ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ଯୁକ୍ତ ୨ର ବାକି ରହିଯାଇଥିବା ପରୀକ୍ଷା ଅନୁଷ୍ଠିତ ହେବ କି ନାହିଁ ସେ ନେଇ ଆଜି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ନେବେ ଚୂଡ଼ାନ୍ତ ନିଷ୍ପତ୍ତି ।  କେନ୍ଦ୍ର ସରକାର ଜାରି କରଥିବା ନୁଆ ଗାଇଡ ଲାଇନ୍‌ରେ ସ୍କୁଲ, କଲେଜ ଆସନ୍‌ା ଜୁଲାଇ ୩୧ ପର୍ଯ୍ୟନ୍ତ…

ତେଜିଲା ଠିକା ଓ ଆଉଟସୋର୍ସିଂ ଚାକିରି ଉଚ୍ଛେଦ ଦାବି; ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ୍ ଆନ୍ଦୋଳନ

ଭୁବନେଶ୍ୱର: ଠିକା ଓ ଆଉଟସୋର୍ସିଙ୍ଗ ଚାକିରି ଉଚ୍ଛେଦ ଦାବିରେ ଓଡ଼ିଶା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ ଜାରି ରହିଛି। ସବୁ ଜିଲ୍ଲା ଓ ବ୍ଲକରେ ଏହାକୁ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସମର୍ଥନ ଜଣାଇବା ସହିତ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଗତକାଲି…

ଜୁଲାଇରେ କରୋନା ମୁକାବିଲା ଲାଗି ସରକାରଙ୍କ ରଣନୀତି; ଜିଲ୍ଲାପାଳ, ଏସପିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ଜୁଲାଇ ମାସରେ କରୋନା ମହାମାରୀର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଣନୀତି ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀ  ସୋମବାର ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ  ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ ଅଫିସର, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ…

ଲକ୍ ଡାଉନରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ଗାର୍ଗୀ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ଗାର୍ଗୀ ମହାନ୍ତିଙ୍କର ଗତକାଲି ବିବାହ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରର ଏକ ହୋଟେଲରେ ଗାର୍ଗୀ ନିଜ ପିଲା ଦିନର ସାଙ୍ଗ ରବୀନ୍ଦ୍ର ପାଢୀଙ୍କୁ ବିବାହ କରିଛନ୍ତି । ଲକ୍ ଡାଉନ ଚାଲିଥିବାକୁ ଦୁଇ ପରିବାରର ସଦସ୍ୟଙ୍କ ସମେତ ଅଳ୍ପ କିଛି ବନ୍ଧୁ ଏହି ବିବାହରେ ସାମିଲ…

ମହାପ୍ରଭୁଙ୍କୁ ମାଉସୀ ଖୁଆଇବେ ପୋଡ଼ପିଠା: କେମିତି ଚାଲିଛି ପ୍ରସ୍ତୁତି, ଜାଣନ୍ତୁ

ପୁରୀ: ସେହି କୃପାମୟ ପ୍ରେମମୟ ଦୟାମୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ଏପରି ଏକ ଠାକୁର ଯିଏ ନିଜ ମନ୍ଦିର ଆସ୍ଥାନରୁ ଉଠି ଲକ୍ଷ ଲକ୍ଷ ଜନସମୂଦ୍ରରେ ମିଶିଯାଆନ୍ତି । ରଥାରୁଢ ଶ୍ରୀଜଗନ୍ନାଥଙ୍କୁ ସାରା ବିଶ୍ୱର କୋଟି କୋଟି ଜନତା ଦର୍ଶନ କରିବାର ସୌଭାଗ୍ୟ ଲାଭ କରନ୍ତି । ଏ ଜାତିର ଏକମାତ୍ର…

ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ପାଇଁ ବିଏମ୍‌ସିର ନୂଆ ଗାଇଡଲାଇନ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ଚିନ୍ତା ବଢ଼ାଇଛି ଲୋକାଲ କଣ୍ଟାକ୍ଟ । ଏଥିପାଇଁ ବିଏମ୍‌ସି କଡା ପଦକ୍ଷେପ ନେଇଛି । ବିଶେଷ କରି ବସ୍ତି ଅଞ୍ଚଳ ପାଇଁ କରୋନା ବୃଦ୍ଧି ପାଉଥିବା କୁହାଯାଉଥିବା ବେଳେ ଏଥପ୍ରତି ଅଧିକ ଦୃଷ୍ଟି ଦେଇଛି…