Latest Odisha News

BREAKING NEWS

Browsing Category

ଓଡିଶା

Odisha

ରଥଯାତ୍ରାରେ ୧୦-୧୨ ଲକ୍ଷ ଜନସମାଗମ ହେବ ବୋଲି ରାଜ୍ୟ ସରକାରଙ୍କ ଭ୍ରମାତ୍ମକ ତଥ୍ୟ ସବୁ ବିଗାଡି ଦେଇଥିଲା : ଗଜପତି

ଭୁବନେଶ୍ୱର: ଅନେକ ଦ୍ୱନ୍ଦ୍ୱ ଆଶା ଆଶଙ୍କା ଭିତରେ ଶେଷରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ପ୍ରଥମେ ୧୮ ତାରିଖରେ ରଥ ଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ପୁନଃବିଚାରର ଆବେଦନର ଶୁଣାଣି କରି କଟକଣା ଭିତରେ ରଥ ଯାତ୍ରା କରିବା ପାଇଁ ନିର୍ଦ୍ଦେ ଶ ଦେଇଥିଲେ କୋର୍ଟ…

ଆଜି ରାତିରେ ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସଦ୍ୟତମ ସୂଚନାନୁଯାୟୀ ଆଜି ରାତିରେ ଓଡ଼ିଶାର କିଛି ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଯେଉଁସବୁ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା…

ରଥଯାତ୍ରା ଭଳି ଶୃଙ୍ଖଳିତ ହେଉ ବାହୁଡା ଯାତ୍ରା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରଥଯାତ୍ରା ସୁରୁଖୁରୁରେ ସରିଲା । ଆଗକୁ ବାହୁଡା ଯାତ୍ରା । ରଥଯାତ୍ରା ଭଳି ମହାପ୍ରଭୁଙ୍କ ବାହୁଡା ଯାତ୍ରା ମଧ୍ୟ ଶୃଙ୍ଖଳାର ସହ ସାରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଆଜି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ନେଇ ଭିଡିଓ କନଫରେନ୍ସିଂରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ…

କୋଭିଡ-୧୯ ନିୟମ ଉଲ୍ଲଙ୍ଘନ: ବେସରକାରୀ ହସ୍ପିଟାଲରେ ଚଢ଼ାଉ

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀର ବ୍ଲୁ ହ୍ୱିଲ୍ ହସ୍ପିଟାଲ ସିଲ୍ ହେବା ପରେ ଅନ୍ୟ ବେସରକାରୀ ହସ୍ପିଟାଲ ଉପରେ ଚଢ଼ାଉ ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରର କିଛି ନର୍ସିଂ ହୋମ୍ ଓ ବେସରକାରୀ ହସ୍ପିଟାଲ ଉପରେ ରେଡ୍ କରାଯାଇଛି । ପୋଲିସ, ବିଏମ୍‌ସି ଅଧିକାରୀ ଏବଂ…

ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଲଞ୍ଚ୍ ହେଲା ‘ସାଇ କ୍ଲାଉଡ଼ ସ୍କୁଲ ୩.୦ ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ’

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେଶନ ଗ୍ରୁପ ପକ୍ଷରୁ ଶୁକ୍ରବାର ଦିନ ସାଇ କ୍ଲାଉଡ଼ ସ୍କୁଲ ୩.୦ ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ ଲଞ୍ଚ୍ ହୋଇଛି । ଦୁଇଦିନ ଧରି ଶିକ୍ଷକ ଓ ସହଯୋଗୀ ଷ୍ଟାଫମାନଙ୍କର ଡିଜିଟାଲ୍ ଟ୍ରେନିଂ ପରେ ଛାତ୍ରଛାତ୍ରୀଙ୍କ ଲାଗି କ୍ଲାଉଡ଼ ସ୍କୁଲ ଖୋଲିଥିଲା,…

ଓଡ଼ିଶାରେ ୫୦ ହଜାର ଛୁଇଁଲା ସୁନା ଦର

ଭୁବନେଶ୍ୱର: ପେଟ୍ରୋଲ ଡିଜେଲ ପରେ ଏବେ ସୁନା ଦରରେ ରେକର୍ଡ ସ୍ତରରେ ବୃଦ୍ଧି ଘଟିଛି । ଦିଲ୍ଳୀରେ ସୁନା ୧୦ ଗ୍ରାମ ପ୍ରତି ୫୦ ହଜାର ଟଙ୍କା ଅତିକ୍ରମ କରିଥିବାବେଳେ ଓଡ଼ିଶାରେ ବି ୨୪ କ୍ୟାରେଟ ସୁନା ଦର ୫୦ ହଜାର ଛୁଇଁଛି । କରୋନା ପରିସ୍ଥିତି ମଧ୍ୟରେ ସୁନାର ଚାହିଦା ବୃଦ୍ଧି ପାଇଛି । ତେଣୁ…

ଭୁବନେଶ୍ୱରରେ ବଢ଼ୁଛି ପଜିଟିଭ ସଂଖ୍ୟା, କମିିଛି ସତର୍କତା: ଅନୁ ଗର୍ଗ

ଭୁବନେଶ୍ୱର: ମୁମ୍ବାଇ, ଦିଲ୍ଲୀ ଓ ଚେନ୍ନାଇ ଭଳି ଭୁବନେଶ୍ୱରରେ ମଧ୍ୟ ଦିନକୁ ଦିନ କରୋନା ପଜିଟିଭି ସଂଖ୍ୟା ବଢ଼ିବାରେ ଲାଗିଛି, ହେଲେ ଆମର ସତର୍କତା କମିଛି । ଆଗକୁ ଆହୁରି କରୋନା କେସ୍ ବଢ଼ିବାରେ । ତେଣୁ ଆମକୁ ସତର୍କ ରହିବାକୁ ହେବ ବୋଲି ଭୁବନେଶ୍ୱର କୋଭିଡ ଅବଜରଭର ତଥା ମହିଳା ଓ ଶିଶୁ ବିକାଶ…

ହଟ୍‌ସ୍ପଟ୍ ଜିଲ୍ଲାରୁ ଆସିଲେ ବସ୍ତିରେ ହୋମ୍ କ୍ୱାରେଂଟିନ୍ ମନା

ଭୁବନେଶ୍ୱର: ଏଣିକି ହଟ୍‌ସ୍ପଟ୍ ଜିଲ୍ଲାରୁ ଆସିଥିଲେ, ରାଜଧାନୀର ବସ୍ତିରେ ଆଉ ଗୃହ ସଂଗରୋଧରେ ରହି ହେବନି । ବାହାର ଜିଲ୍ଲାରୁ ଆସୁଥିବା ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ସରକାରୀ କ୍ୱାରେଂଟାଇନ୍‌ରେ ରଖିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି । ଭୁବନେଶ୍ୱରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି…

ଭୁବନେଶ୍ୱରରେ ପୁଣି ୯ ଜଣ ହସ୍ପିଟାଲ କର୍ମଚାରୀ କରୋନା ପଜିଟିଭ

ଭୁବନେଶ୍ୱର: ରାଜଧାନୀରେ ଆଜି ପୁଣି ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଡ କଥା ହେଉଛି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ହୋମ୍ କ୍ୱାରେଂଟିନ୍ ମାମଲା ଥିବା ବେଳେ ୧୪ଟି ସ୍ଥାନୀୟ ସଂକ୍ରମଣ ରହିଛି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି । ୧୬ ଜଣଙ୍କ ମଧ୍ୟରେ ୯ ଜଣ…

ରାଜ୍ୟରେ ଆଉ ୧୩୧ ଆକ୍ରାନ୍ତ ସୁସ୍ଥ, ମୋଟ ୪୪୨୨ ଆରୋଗ୍ୟ

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳେ ୨୧୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୧୩୧ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୪୪୨୨ରେ ପହଂଚିଛି । 1 each from Baragarh, Bolangir, Jharsuguda, Keonjhar & Sundergarh The total…