Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟର ବର୍ତ୍ତମାନ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାର କୋଭିଡ-୧୯ ସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଦ୍ୟତମ ସୂଚନା ପ୍ରକାଶ କରିଛନ୍ତି । ରାଜ୍ୟରେ ଜୁନ୍ ୨୨ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚିଛି । ସେଥିମଧ୍ୟରୁ ପୁରୁଷ ଆକ୍ରାନ୍ତ ୪୪୬୪ (୮୪.୨%)…

ଗୁଣ୍ଡିଚା ମନ୍ଦିରରେ ପହଂଚିଲା ବଡଠାକୁରଙ୍କ ତାଳଧ୍ୱଜ ରଥ

ପୁରୀ: ଆଜି ବଡ ଠାକୁରଙ୍କ ବଡଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀରେ ପହଂଚିଲେ ବଡଠାକୁର ପ୍ରଭୁ ବଳଭଦ୍ର । ଗୁଣ୍ଡିଚା ମନ୍ଦିରରେ ଲାଗିଲା ବଡଠାକୁରଙ୍କ ତାଳଧ୍ୱଜ ରଥ । ଅପରାହ୍ନ ୩ଟା ୫୨ରେ ରଥ ଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି । ପଛରେ ଭଉଣୀ ସୁଭଦ୍ରା ଓ କାଳିଆ ଠାକୁର ଆସୁଛନ୍ତି ।…

ଭାବର ଠାକୁର ସେ କାଳିଆ ସାଆନ୍ତ; ଜାଣନ୍ତୁ ମହାପ୍ରଭୁଙ୍କ ଅଦ୍ଭୁତ ଲୀଳା

ଭୁବନେଶ୍ୱର: ଘୋଷଯାତ୍ରା ହେଉଛି ପୁରୀ ତଥା ଦେଶ ବିଦେଶରେ ପାଳିତ ହେଉଥିବା ଏକ ଅନନ୍ୟ ପର୍ବ । ଏହା ଆଷାଢ ଶୁକ୍ଲ ଦ୍ୱିତୀୟା ତିଥିରେ ଧୁମଧାମରେ ପାଳିତ ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ରଥଯାତ୍ରା ବିଶ୍ବବ୍ୟାପୀ ପରିବ୍ୟାପ୍ତ, କୁହାଯାଏ ଏହି ସମୟରେ ଭାବର ଠାକୁର କିଛିଦିନ…

ଭୁବନେଶ୍ୱରରୁ ଆଜି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ, ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ଦିନ ୨ ଟି ନୂଆ କରୋନା ମାମଲା ଚିହ୍ନଟ ହେବା ସହ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮ ରେ ପହଞ୍ଚିଛି । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଦେଇଥିବା ସୁଚନା ଅନୁଯାୟୀ, ଏମାନଙ୍କ ମଧ୍ୟରୁ ଜଣେ ଜୟଦେବ ବିହାରର ୩୯ ବର୍ଷ ବୟସ୍କ ବ୍ୟକ୍ତି…

ରଥାରୁଢ଼ ଦିଅଁଙ୍କୁ ଦେଖି ଭାବ ବିହ୍ଵଳ ହେଲେ ମୁଖ୍ୟମନ୍ତ୍ରୀ; ସୋସିଆଲ ମିଡିଆରେ ସେୟାର କଲେ ଏହି ପୋଷ୍ଟ

ପୁରୀ: ''ତୋର ଚକା ନୟନକୁ ଦେଲେ ଅନେଇ ଆସେ ଲୁହ ଘନେଇ'' । ଓଡ଼ିଆ ଭଜନର ଏହି ପଂକ୍ତିଟି ରଥାରୁଢ଼ ଦିଅଁଙ୍କୁ ଦେଖିବା ପରେ ପ୍ରତ୍ୟେକ ଓଡ଼ିଆର ମନୋଭାବକୁ ପରିପ୍ରକାଶ କରେ। ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ, ଏହି ଜାତିର ଗରିମା ଓ ଅହଂକାରର ବାର୍ତ୍ତା ବହନ କରିଥିବା ମହାପ୍ରଭୁଙ୍କର ଆଜି…

ଦାସିଆ ନଡ଼ିଆ ସିନା ତୋତେ ବଢିଆ…

ସେ ହେଉଛନ୍ତି ସାକାର ରୂପୀ ପୂର୍ଣ୍ଣବ୍ରହ୍ମ, ସେ ନିରାକାର ସେ ଶୂନ୍ୟବ୍ରହ୍ମ । ସେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ର ଧାମରେ ରହି ଭକ୍ତମାନଙ୍କୁ ବିଭିନ୍ନ ରୂପରେ ତଥା ପରିସ୍ଥିତିରେ ଦର୍ଶନ ଦେଇଛନ୍ତି । ଶ୍ରଦ୍ଧାଳୁଙ୍କ ଦୁଃଖ ଯାତନା ତଥା…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର,ବରଗଡ,ଢେଙ୍କାନାଳ, ଅନୁଗୁଳ,…

ଘୁ’ ଘୁ’ ଗର୍ଜନରେ ବଡ ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ ରଥ

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତିକାନ୍ତି ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ତିନିରଥ । ଘଣ୍ଟଘଣ୍ଟା ବାଦ୍ୟରେ, ଚାମର ଆଲଟ ପତାକାରେ ଚଳିତ ଥର ବିନା ଭକ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରୁ ମାଉସୀ ମା’ ମନ୍ଦିର ଆଡ଼କୁ ଗଡ଼ିଛି। ଏହା…

ରଥଯାତ୍ରା ଲାଇଭ ଅପଡେଟ୍: ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ତିନି ଠାକୁର

ପୁରୀ: ପୁରୀରେ ଚାଲିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଭାଇଭଉଣୀଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିର ଯାଉଛନ୍ତି କଳାଠାକୁର । ଚାଳିତଥର କରୋନ ମହାମାରୀକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ହୋଇ ନାହିଁ ଭକ୍ତଙ୍କ ସମାଗମ । ବିନା ଭକ୍ତରେ ଗଡୁଛି ତିନିରଥ । https://youtu.be/sCImjEcl3Mo ୧.୫୫:…

ପୁରୀ ରଥଯାତ୍ରା ପାଇଁ ‘ଟ୍ରାଭେଲ ଆଡ଼ଭାଇଜରି’ ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ରଥଯାତ୍ରା ପାଇଁ ପୁରୀ ଜିଲ୍ଲାକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଜୁନ୍ ୨୩ ଏବଂ ୨୪ ପାଇଁ ଟ୍ରାଭେଲ ଆଡ଼ଭାଇଜରି ଜାରି କରିଛନ୍ତି। ଏହି ଆଡ଼ଭାଇଜରି ଅନୁଯାୟୀ ଜୁନ୍ ୨୨ ତାରିଖ ରାତି ୯ ରୁ ୨ ଟା ପର୍ଯ୍ୟନ୍ତ…