Latest Odisha News

BREAKING NEWS

Browsing Category

ଓଡିଶା

Odisha

୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ପୋଲିସ ଦ୍ୱାରା ବିପୁଳ ପରିମାଣ ରେ ଗଞ୍ଜେଇ ଜବତ l ସୋନପୁର - ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ହରଡଖୋଲ ଛକ ଠାରେ  ଟ୍ରକରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି ସୋନପୁର ପୋଲିସ । ଏକ ମାଲବାହୀ ଟ୍ରକ ଯୋଗେ ପଡୋଶୀ ବୌଦ୍ଧ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ…

ଗଜପତି ମହାରାଜାଙ୍କୁ କାହିଁକି କୁହାଯାଏ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା, ଠାକୁର ରାଜା ତଥା ଦାରୁବ୍ରହ୍ମଙ୍କର ପ୍ରଥମ ସେବକ ହେଲେ ପୁରୀ ଗଜପତି ମହାରାଜା । ପ୍ରାଚୀନ ସମୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନୀତି, ଯାନିଯାତ୍ରା ସହିତ ଗଜପତି ମହାରାଜା ପାରମ୍ପରିକ ରୀତିରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ।…

ବାଣୀବିହାରରେ ବାଲି ରଥ, ପୂଜା ପାଇଲେ ତିନି ଠାକୁର

ଭୁବନେଶ୍ୱର: କରୋନା କଟକଣା ଭିତରେ ପୁରୀରେ ରଥଯାତ୍ରା ହୋଇଛି । ତେବେ ଅନ୍ୟ ସବୁ ସ୍ଥାନରେ କଟକଣା ଜାରି ରହିଛି । ପୁରୀକୁ ଛାଡିଦେଲେ ଆଉ କେଉଁ ସ୍ଥାନରେ ମଧ୍ୟ ରଥ ଗଡିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ଏହି କଟକଣା ଭିତରେ ଭୁବନେଶ୍ୱର ବାଣୀବିହାରରେ ତିଆରି…

ଶେଷ ହେଲା ଗୁଣ୍ଡିଚା ଯାତ୍ରା, ସାଧୁବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ସରିଲା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଆଇନ ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷକରି ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ପୋଲିସ ପ୍ରଶାସନ ଓ…

ଶରଧାବାଲିରେ ଶ୍ରୀଜିଉ, ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ରଥ

ପୁରୀ: ଶରଧାବାଲିରେ ଶ୍ରୀଜିଉ । ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ଠାକୁରଙ୍କ ରଥ । ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଏବଂ ଶେଷରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରତ୍ନବେଦୀରୁ ଜନ୍ମବେଦୀରେ ପହଂଚିଛି ତିନି ଠାକୁର । ଶରଧାବାଲିରେ ଶୋଭାପାଉଛି ତିନି…

ସୁସ୍ଥ ହେଲେ ୧୨୫ କରୋନା ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୨୫ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯୮୮ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । 2 from Bolangir 1 each…

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ଦେବୀ ସୁଭଦ୍ରା

ପୁରୀ: ଗୁଣ୍ଡିଚା ମନ୍ଦିରରେ ପହଂଚିଛନ୍ତି ଭଉଣୀ ଦେବୀ ସୁଭଦ୍ରା । ବଡ ଭାଇ ବଳଭଦ୍ରଙ୍କ ପଛେ ପଛେ ଆସି ଜନ୍ମବେଦୀରେ ପହଂଚିଛନ୍ତି ଉଭଣୀ ସୁଭଦ୍ରା । ଦେବଦଳନ ରଥ ଆସି ଗୁଣ୍ଡିଚା ମନ୍ଦିର ଆଗରେ ଠିଆ ହୋଇଛି । ସେବାୟତମାନେ ଆନନ୍ଦରେ ଟାଣି ନେଇ ଗୁଣ୍ଡିଚା ମନ୍ଦିରରେ ପହଂଚାଇଛନ୍ତି । ଘଣ୍ଟ…

କଟକରେ ଚିହ୍ନଟ ନୂଆ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକ ମହାନଗର ନିଗମ ମଙ୍ଗଳବାର ଦିନ ଜଣେ ନୂଆ ଆକ୍ରାନ୍ତ ଏବଂ ଜଣେ କରୋନା ରୋଗୀ ମୃତ୍ୟୁ ବରଣ କରିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି। ଏହି ନୂଆ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମିଶାଇ ଏଠାରେ ମୋଟ୍ ସଂଖ୍ୟା ୩୦ରେ ପହଞ୍ଚିଛି। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି କଟକ ମହାନଗର ନିଗମ।…

ଓଡ଼ିଶାର ଏହି ୧୬ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ଆଶଙ୍କା: ପଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ମଙ୍ଗଳବାର ସନ୍ଧ୍ୟା ୬.୩୦ ମଧ୍ୟରେ ଓଡ଼ିଶାର ୧୬ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବନୁମାନ କରିଛି।ଏହି ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ସତର୍କ ସୂଚନା ଜାରି ହୋଇଥିବା ଜିଲ୍ଲା ଗୁଡିକ…