Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ ୨ ଶହୀଦ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଲଦାଖ ଗଲୱାନ୍ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଶହୀଦ ହୋଇଥିବା ୨ ବୀର ଓଡ଼ିଆ ଯବାନଙ୍କୁ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯିବ ଅନ୍ତିମ ବିଦାୟ । ନିଜ ଜନ୍ମମାଟିରେ ଗାର୍ଡ ଅଫ୍‌ ଅନର ସହ ସମ୍ପନ୍ନ ହେବ ୨ ବୀର ଯବାନଙ୍କ ଶେଷକୃତ୍ୟ। ସୂଚନାଯୋଗ୍ୟ,…

ସୂର୍ଯ୍ୟପରାଗ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ

ଭୁବନେଶ୍ୱର: ସୂର୍ଯ୍ୟପରାଗ ପାଇଁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନୀତିନିର୍ଘଣ୍ଟ । ସମସ୍ତ ସେବାୟତ ଓ ନିଯୋଗଙ୍କ ସହ ଆଲୋଚନା ପରେ ଗୁରୁବାର ଦିନ ମନ୍ଦିର ପ୍ରଶାସନ ନିତିନିର୍ଘଣ୍ଟ ପ୍ରସ୍ତୁତ କରିଛନ୍ତି । ଆସନ୍ତା ରବିବାର ରାହୁ କଙ୍କଣ ଗ୍ରାସ ସୂର୍ଯ୍ୟୋପରାଗ…

‘ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ’ ଓ ‘ଜଗନ୍ନାଥ ସେନା’ ପକ୍ଷରୁ ଆସନ୍ତାକାଲି ପୁରୀ ବନ୍ଦ…

ପୁରୀ: ଚଳିତ ବର୍ଷ ଅନୁଷ୍ଠିତ ହେବ ନାହିଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ରଥଯାତ୍ରା ବନ୍ଦ କରିବା ସପକ୍ଷରେ ରଚନା କରିଥିବା ଯୋଜନା ସଫଳ ହୋଇଥିବା "ଶ୍ରୀ କ୍ଷେତ୍ର ସୁରକ୍ଷା ବାହିନୀ" ଓ…

ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ରଥଯାତ୍ରା ନେଇ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ ରାଜ୍ୟ ଆଡଭୋକେଟ୍ ଜେନେରାଲ ଯୋଗ ଦେଇ ମହାପ୍ରଭୁ…

ଭୁବନେଶ୍ୱରର ସବୁଠୁ ବଡ଼ ବସ୍ତିରେ ବିଏମସି କମିଶନର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସାଲିଆ ସାହିର ନିରନକାରୀ ନଗରରେ ଜଣେ ୧୯ ବର୍ଷ ବୟସ୍କ ବ୍ୟକ୍ତି ଗୁରୁବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନୂଆଦିଲ୍ଲୀକୁ ଟ୍ରାଭେଲ ହିଷ୍ଟ୍ରି ଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲେ। ଏହି ନୂତନ ମାମଲା ଚିହ୍ନଟ ପରେ ଭୁବନେଶ୍ୱର ମହାନଗର…

୨ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ୱରେ: ପହଂଚିଳା ସହିଦଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଲା ଗଲୱାନା ଘାଟିରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର । ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ଓଡ଼ିଆ ଯବାନ କନ୍ଧମାଳ ରାଇକିଆର ସହିଦ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁର ନନ୍ଦୁରାମ…

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ନାହିଁ: ପାଣିପାଗ ବିଭାଗ

ଭୁବନେଶ୍ବର: ବଙ୍ଗୋପସାଗରରେ ଏବେ ଲଘୁ ଚାପ ସୃଷ୍ଟି ହେବାର ସମ୍ଭାବନା ନଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏହା ପୂର୍ବରୁ କୁହାଯାଇଥିଲା ଯେ ଜୁନ୍ ୧୯ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁ ଚାପର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଫଳରେ ଉତ୍ତର ଓ ଆଭ୍ୟନ୍ତରୀଣ…

‘ମୁହଁ ନଖୋଲି ରଥଯାତ୍ରା ବନ୍ଦ କଲେ’

ଭୁବନେଶ୍ୱର: ଚଳିତ ବର୍ଷ ପୁରୀ ରଥଯାତ୍ରା ହେବବି । ଆଜି ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖା ଦେଇଛି। ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିରୋଧୀ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ…

ସୁପ୍ରିମକୋର୍ଟଙ୍କ ରାୟକୁ ମାନିବାକୁ ପଡିବ: ଗଜପତି

ପୁରୀ: ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେବ । କିନ୍ତୁ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ମାନିବାକୁ ପଡିବ। ଆଉ କୌଣସି ବିକଳ୍ପ ନାହିଁ । ରଥଯାତ୍ରା ନକରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏଭଳି ପ୍ରିତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜା…

ସୁସ୍ଥ ହେଲେ ଆଉ ୯୭ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଉ ୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୪ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । 1 each from Dhenkanal & Sundargarh The…