Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ମହିଳାଙ୍କ ସନ୍ତାନ ପ୍ରସବ

ଟିଟିଲାଗଡ: ଟିଟିଲାଗଡରେ ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଜଣେ ମହିଳା ଶୁକ୍ରବାର ଦିନ ଏକ ସନ୍ତାନ ପ୍ରସବ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଏହି ମହିଳା ଜଣକ ହେଉଛନ୍ତି ପିଙ୍କି ଛତର (୨୩) । ସେ ୦୭୪୨୧ ତିରୁପତି-ନୱାପରା ରୋଡ୍ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା ବେଳେ…

ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ପାଳନ କରାଯିବ: ପୁରୀ ଗଜପତି

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଛି । ବୈଠକ ସରିବା ପରେ ପ୍ରତିକ୍ରିୟା ରଖି ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ, ସନ୍ଧ୍ୟାରେ ପୁଣିଥରେ ବୈଠକ ବସିବ । ଛତିଶା ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା ହେବ । ମନ୍ଦିର…

କୋରାପୁଟରେ ୨ ସିଆରପିଏଫ୍ କମାଣ୍ଡୋ କରୋନା ଆକ୍ରାନ୍ତ

ଜୟପୁର: ମାଓବାଦୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ମୁତୟନ ହୋଇଥିବା ଦୁଇ ସିଆରପିଏଫ୍ କମାଣ୍ଡୋ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନାନୁସାରେ, ଦୁଇ ଆକ୍ରାନ୍ତ ସୁରକ୍ଷା କର୍ମୀ ସୁନାବେଡାର ୨୦୨ କୋବ୍ରା ୟୁନିଟରେ ପୋଷ୍ଟ ହୋଇଥିଲେ । ଏହି ଦୁଇ ଜଣଙ୍କୁ ଜୟପୁର ସ୍ଥିତ କୋଭିଡ…

୪ ରେଲୱେ କର୍ମୀଙ୍କ ସମେତ ଭୁବନେଶ୍ୱରରୁ ୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ…

ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ମତ ରଖିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ : କରୋନା ମହାମାରୀ ବେଳେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।  କିନ୍ତୁ ଏହି ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ପୁନର୍ବିଚାର କରନ୍ତୁ ବୋଲି ସେ ନିବେଦନ କରିଛନ୍ତି । ରଥଯାତ୍ରା…

ଓଡିଶାରେ ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୪୬ଶହ ଟପିଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୬୫ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୬୭୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଅନାଦର ନୁହେଁ, ଗ୍ରହଣ କରନ୍ତୁ…

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଶୀର୍ଷକଟି ଶୁଣିବାକୁ ଟିକେ ଅଲଗା ଲାଗୁଛି । ହେଲେ ଏହାର ମର୍ମକୁ ବୁଝିଲେ ଆପଣ ବି ଏଇ କଥାକୁ ଦୋହରାଇବେ । ପୂର୍ବରୁ ଆପଣଙ୍କ ଠାରେ ଚାଷୀର ମର୍ମବେଦନାକୁ ନିଜ ପାରୁ ପର୍ଯ୍ୟନ୍ତ ଉପସ୍ଥାପନ ବି କରିଛି । ତେବେ ଏଇ…

ମୋହନା ଅଡବା ନିକଟରେ ଓଲଟିଲା ବସ୍‌, ୧୨ ଯାତ୍ରୀ ଆହତ

ମୋହନା: ରାୟଗଡାରୁ କଟକ ଯାଉଥିବା ଏକ ଘରୋଇ ବସ୍ ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜିକୁ ପଠାଇଛି । ସୂଚନା…

ହାତୀ ଆକ୍ରମଣରେ ଭିନ୍ନ ଭିନ୍ନ ସ୍ଥାନରେ ୨ ମୃତ

ଅନୁଗୁଳ/ସମ୍ବଲପୁର: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳ ବାରଗୌଣିଆ ଗ୍ରାମରେ ହାତୀ ଆକ୍ରମଣରେ ଆଜି ( ଶୁକ୍ରବାର) ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ବାରଗୌଣିଆ ଗ୍ରାମର ସୁଦାମ ପ୍ରଧାନ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ସୁଦାମ ଆଜି ସକାଳେ ଗାଁ ପାଖ ଜଙ୍ଗଲକୁ ଡାଳ ସଂଗ୍ରହ କରିବାକୁ…

ରୋଟାରି କ୍ଲବ ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ସାନାଟାଇଜ୍ ମେସିନ ପ୍ରଦାନ

ବେଲଗୁଣ୍ଠା: କରୋନା ମହାମାରୀ ବର୍ତ୍ତମାନ ସମାଜ ପାଇଁ ଏକ ଜରୁରୀକାଳୀନ ଆହ୍ୱାନ ହୋଇଥିବା ବେଳେ ସମାଜର ପ୍ରତି ବର୍ଗର ଲୋକଙ୍କ ଲଢ଼େଇ କରୋନା ସହ ଜାରି ରହିଛି ।କରୋନାକୁ ଦୁରେଇ ରଖିବା ପାଇଁ ପ୍ରଶାସନ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି…