Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ସୁସ୍ଥ ହେବେ ଶ୍ରୀଜିଉ…

ପୁରୀ: ଆଜି ସୁସ୍ଥ ହେବେ ଶ୍ରୀଜିଉ । ଦେବ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇ ଅସୁସ୍ଥ ହୋଇଅଣସର ଘରେ ଅଛନ୍ତି ଶ୍ରୀଜୀଉ। ସେଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ କରାଯାଉଛି ନାନାଦି ଆୟୁର୍ବେଦ ଚିକିତ୍ସା କରାଯାଉଛି। ଜରରେ…

ଡିସକଭରିରେ ଫନି ମୁକାବିଲା କାହାଣୀ; ଜାଣନ୍ତୁ ପ୍ରସାରଣ ସମୟ

ନୂଆଦିଲ୍ଲୀ: ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବ ମହାବାତ୍ୟା ଫନିର କାହାଣୀ । ଅଧା ଓଡ଼ିଶାରେ ମେ ୩, ୨୦୧୯ରେ ତାଣ୍ଡବ ରଚିଥିଲା ବାତ୍ୟା ‘ଫନି’ । ଉପକୂଳ ଓଡିଶାର କେତେକ ଜିଲ୍ଲା ସହ ପୁରୀ, ଖୋର୍ଦ୍ଧା ଓ କଟକ ଆଦି ଜିଲ୍ଲାରେ ଧ୍ବସ୍ତବିଧ୍ବସ୍ତ କରିଦେଲା ଫନୀ। ଏହି ମହାବାତ୍ୟାର କିପରି…

୧୯ରେ ଆଉ ଏକ ଲଘୁଚାପ ସମ୍ଭାବନା: ଆଜିଠୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ବର: ଜୁନ ୧୯ରର ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବୁଧବାର ଠାରୁ ବର୍ଷାର ପରିମାଣ ବଢିବ। ଆସନ୍ତା ୨୪ ଘଣ୍ଟା…

ମାଲକାନଗିରିରେ ୨୧ କରୋନା ପଜିଟିଭ୍ ଚିିହ୍ନଟ

ମାଲକାନଗିରି: ମାଲାକାନଗିରିରେ ୨୪ ଘଣ୍ଟା ମଧ୍ୟରେ ୨୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମଙ୍ଗଳବାର ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏକ ସଂଗରୋଧ କେନ୍ଦ୍ରରେ ଆଜି ୨୧ଟି…

ଅନ୍ତିମ ପର୍ଯ୍ୟାୟରେ ତିନିରଥର ପ୍ରସ୍ତୁତି…

ପୁରୀ: ଆଉ ଛଅଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପୁରୀରେ ତିନିରଥ ଦଣ୍ଡାୟମାନ ହୋଇସାରିଛନ୍ତି । କାରିଗର ସେବକମାନେ ରଥ ନିର୍ମାଣର ଅନ୍ତିମ ସ୍ପର୍ଶ ଦେଉଛନ୍ତି । ତିନିରଥର ଦୁଆରଘଡ଼ାକୁ ବାନ୍ଧି ରଖିବା ପାଇଁ ରବିବାର ଦିନ ପ୍ରତି ରଥରେ ୪ଟି ଲେଖାଏଁ ଧ୍ୱଜବତା ଲାଗିବା ସହ…

ଜଙ୍ଗଲୀ ବାଘୁଣୀ ଅସୁସ୍ଥ; ଲୋପ ପାଇଯିବ କି ସାତକୋଶିଆରୁ ବାଘ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବାଘ ଵଂଶ ବିସ୍ତାର ପାଇଁ ହୋଇଥିବା ଯୋଜନା ଏବେ ଏକ ପ୍ରକାର  ମୁଣ୍ଡବ୍ୟଥାର କାରଣ ପାଲଟିଛି । କାହ୍ନା ଅଭୟାରଣ୍ୟରୁ ଆସିଥିବା ପୁରୁଷ ବାଘର ମୃତ୍ୟୁ ହୋଇସାରିଛି । ଏପଟେ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରିବା…

ଟ୍ରାକ୍ଟର ଓଲଟି ୩୦ରୁ ଉର୍ଦ୍ଧ୍ବ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲ୍ଲୀ ଗ୍ରାମ ନିକଟ ଛେଳିପୁର ଘାଟି ଠାରେ ଟ୍ରାକ୍ଟର ଓଲଟି ୩୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ଗୋବିନ୍ଦପାଲ୍ଲୀ ଠାରୁ ବଡ଼ଡୁରାଲ ଯିବା ରାସ୍ତାଟି ଖରାପ ହୋଇଥିବାରୁ ସେଇ ଘାଟି ଅଞ୍ଚଳକୁ…

ଜୁନ୍ ୨୦ରୁ ଆଲାଇନ୍ସ ଏୟାର ପକ୍ଷରୁ ଝାରସୁଗୁଡା-ରାୟପୁର ବିମାନ ଉଡାଣ ଆରମ୍ଭ

ଝାରସୁଗୁଡା: ବିଗତ ତିନି ମାସର ବ୍ୟବଧାନ ପରେ ଆସନ୍ତା ଜୁନ୍ ୨୦ରୁ ଆଲାଇନ୍ସ ଏୟାର ପକ୍ଷରୁ ଝାରସୁଗୁଡାରୁ ରାୟପୁରକୁ ବିମାନ ଚଳାଚଳ ଆରମ୍ଭ କରାଯିବ। କରୋନାଭାଇରସ ମହାମାରୀ ଯୋଗୁଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ଫଳରେ ପ୍ରାୟ ତିନିମାସ ହେବ ବିମାନ ଚଳାଚଳ ସ୍ଥଗିତ ହୋଇଥିଲା।…

ଡିଡି ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକଙ୍କ ଦେହାନ୍ତ

କଟକ: ଭୁବନେଶ୍ୱରରେ ଅବସ୍ଥିତ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ବରାହ ମହାନ୍ତିଙ୍କର ସୋମବାର ଦିନ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲେ। ସୂଚନାଯୋଗ୍ୟ, ୧୯୪୭ ମସିହା ଏପ୍ରିଲ ୯ରେ ଜନ୍ମିତ ଶ୍ରୀ…

ଏସ୍‌ପିଙ୍କ ନାଁରେ ଫେସବୁକ୍ ଫେକ୍ ଆଇଡି କରି ନାବାଳକ ଗିରଫ

ରାଉରକେଲା: ରାଉରକେଲା ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ରେ ଜାଲ ଆଇଡି ଖୋଲି ବନ୍ଧାହେଲେ ନାବାଳକ । ଏସ୍‌ପି କେ ଶିବା ସୁବ୍ରମନୀଙ୍କ ନାମରେ ଜାଲ ଫେସ ବୁକ ଆଇଡି ଖୋଲି ଚାଟିଂ କରିବା ଅଭିଯୋଗରେ ଜଣେ ନାବାଳକକୁ ରାଉରକେଲା ଉଦିତନଗର ଥାନା ପୋଲିସ ଗିରଫ କରିଛି। ଏହି ନାବାଳକ ପୂର୍ବରୁ ସମ୍ବଲପୁର…