Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚୀନ-ଭାରତ ସଂଘର୍ଷ: ସହିଦ ହେଲେ ୨ ଓଡ଼ିଆ ଯବାନ

ଭୁବନେଶ୍ୱର: ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ହୋଇଥିବା ଚୀନ ସୈନିକମାନଙ୍କ ବିରୋଧରେ ଲଢି ୨ ଓଡ଼ିଆ ପୁଅ ଦେଶମାତୃକା ଲାଗି ସହିଦ ହୋଇଛନ୍ତି । ସୋମବାର ରାତିରେ ହୋଇଥିବା ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ଦେଶ ଲାଗି ପ୍ରାଣ ଦେଇଛନ୍ତି । ଏହି ଦୁଇଜଣ ଓଡ଼ିଆ ଯବାନ ମାନଙ୍କ ମଧ୍ୟରୁ ଜଣେ…

ସ୍ଥିତି ଅନୁଧ୍ୟାନ ନିମନ୍ତେ କୋଦଳା ଅଞ୍ଚଳକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

କୋଦଳା: ବୁଧବାର ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୂଲାଙ୍ଗେ ଅଚାନକ ପରିଦର୍ଶନ କରିଛନ୍ତି। କୋଦଳାର ବସଷ୍ଟାଣ୍ଡ ଚାରିଛକ ଠାରେ ପହଞ୍ଚି କିଛି ସମୟ ସେଠାରେ ଉପସ୍ଥିତ ରହି ଜିଲ୍ଲାପାଳ ବିଭିନ୍ନ ଦୋକାନ ବଜାର ସଫେଇ, ମାସ୍କ ପିନ୍ଧିବା , ସାମାଜିକ ଦୂରତା ଆଦି ତଦାରଖ…

କରୋନା ପଜିଟିଭ ଚିହ୍ନଟ ହେଲେ ଏସ୍‌ସିବି ମେଡିକାଲ୍‌ କଲେଜର ଡାକ୍ତରୀ ଛାତ୍ରୀ

କଟକ: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି କଟକ ସ୍ଥିତ ଏସ୍‌ସିବି ମେଡିକାଲ୍‌ କଲେଜର୍ ଏମ୍‌ବିବିଏସ୍‌ ଶେଷ ବର୍ଷର ଜଣେ ଛାତ୍ରୀ । ଏହି ଛାତ୍ରୀଙ୍କ ସ୍ୱାବ୍‌ ନମୁନା ପଜିଟିଭ୍‌ ଆସିଥିଲା । ଏହାପରେ ବୁଧବାର ଦିନ ତାଙ୍କୁ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଛାତ୍ରୀ ଜଣକ…

ଆଇନଜୀବୀ ପଜିଟିଭ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲା କୋର୍ଟରେ ପଡିଲା ତାଲା

ପୁରୀ: ପୁରୀ ଜିଲ୍ଲା କୋର୍ଟର ଜଣେ ଆଇନଜୀବୀ ଓ ତହସିଲ କାର୍ଯ୍ୟାଳୟର ଜଣେ ‘ମୋହରିର’ କରୋନା ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଏସଆର ଅଫିସ ବନ୍ଦ କରାଯାଇଛି | ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ସବ୍-କଲେକ୍ଟର ଭବତରନା ସାହୁ କହିଛନ୍ତି ଯେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ବୌଦ୍ଧିକତା ଓ ଓଡ଼ିଶା

ଠିକ ଯେପରି ଏଊଚ (ଘରୋଇ ଉତ୍ପାଦନ ସମୂହ) କୁ ମାନବ ବିକାଶର ଏକ ବ୍ୟାପକ ମାପ ବୋଲି କହିବା ଅନୁଚିତ, ଓଛ (ବୌଦ୍ଧିକ ସ୍ତର) କୁ ବୌଦ୍ଧିକତାର ଏକ ବିସ୍ତୃତ ପରିମାପ ଭାବରେ ଗ୍ରହଣ କରିବା ମଧ୍ୟ ଉଚିତ ନୁହଁ। ପୂର୍ବ ଶହେ ବର୍ଷରେ ମାନବ ଜାତିର ଓଛ ସାଧାରଣତଃ ପ୍ରତି ଦଶକରେ ତିନି ଅଙ୍କ ଅର୍ଥାତ…

ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି ସ୍ୱର୍ଗତ ଦତ୍ତଙ୍କ ଶୋକ ସନ୍ତପ୍ତ ପରିବାରବର୍ଗକୁ ତାଙ୍କର ଗଭୀର ସମବେଦନା ଜଣାଇଛନ୍ତି । ଏଥି ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।…

ସୁନା ଦରରେ ହେଲା ପରିବର୍ତ୍ତନ: ଜାଣନ୍ତୁ, କ’ଣ ରହିଛି ମୂଲ୍ୟ !

ମୁମ୍ବାଇ: ସୁନା ଦର ଗତ ଦୁଇଦିନ ଧରି ଲଗାତର ହ୍ରାସ ପାଇ ଚାଲିଥିଲା । ଏବେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟି ବୃଦ୍ଧି ପାଇଛି ବଜାର ଦର । ଭାରତରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୪୭,୦୦୦ ରୁ ୪୭,୧୦୦ ହୋଇଛି । ସେହିପରି ଭାବେ ୨୨ କ୍ୟାରେଟ୍ ସୁନାର…

ପରଲୋକରେ ବାଲେଶ୍ୱର ସଦର ବିଧାୟକ ମଦନମୋଦନ ଦତ୍ତ

ଭୁବନେଶ୍ୱର : ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ହୃଦଘାତରେ ଆଜି ଦେହାନ୍ତ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ମଦନମୋହନଙ୍କ ପୁଅ ମାନସ…

ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ; ନୀଳଚକ୍ରରେ ମହାଦୀପ ଦର୍ଶନ

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଭାରତୀୟ ସଂସ୍କୃତି ତଥା ପରମ୍ପରାରେ ନିଜର ତଥା ନିଜ ପରିବାରବର୍ଗଙ୍କର ମଙ୍ଗଳ କାମନା କରି ପ୍ରଭୁଙ୍କ ପାଖରେ ଦୀପ ଦାନ କରାଯିବାର ବିଧି ଅତି ଜନପ୍ରିୟ ଓ ଲୋକପ୍ରଚଳିତ । କିନ୍ତୁ,…

ଆଗାମୀ ୨ ଦିନ ଯାଏଁ ଚାଲିବ ବିଭାଗୀୟ ବଜେଟ ଖର୍ଚ୍ଚ ଉପରେ ସମୀକ୍ଷା

ଭୁବନେଶ୍ୱର: ବୁଧବାର ଠାରୁ ଆଗାମୀ ଦୁଇ ଦିନ ଯାଇ ଚାଲିବ ବିଭାଗୀୟ ବଜେଟ ଖର୍ଚ୍ଚ ଉପରେ ସମୀକ୍ଷା। ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ୧୪ଟି ବିଭାଗର ମୁଖ୍ୟ ଏଥିରେ ସାମିଲ ହେବେ। ଏହି ବିଭାଗ ଗୁଡିକରେ କାଳିଆ, ମମତା ଯୋଜନା ପରି ଅନେକ ରାଜ୍ୟ ସରକାରଙ୍କ ପ୍ରକଳ୍ପ ସାମିଲ ଅଛି। ସେହିପରି କେନ୍ଦ୍ର…