Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଙ୍ଗୋପସାଗରରେ ଲଘୁଚାପ; ୪ ଜିଲ୍ଲାକୁ ଅରେଞ୍ଜ ଆର୍ଲଟ

ଭୁବନେଶ୍ବର:ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବର୍ଷା ଚେତାବନୀ ସହ ପ୍ରବଳରୁ…

କ୍ଷୀର ଜାରରୁ ପୁଳା ପୁଳା ଗଞ୍ଜେଇ ଜବତ;ବିଳାସପୁର ଅଞ୍ଚଳର ୩ ଗିରଫ

ତୁଷୁରା:କ୍ଷୀର ବେପାରୀ ସାଜି କରୁଥିଲେ ଆନ୍ତଃରାଜ୍ୟ ଗଞ୍ଜେଇ ବେପାର । ୩ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ। ଆଜି କ୍ଷୀର ବୋଝେଇ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କାବୁ କରିଛି ତୁଷୁରା ଅବକାରୀ ବିଭାଗ। ଆଜି ତୁଷୁରା ଅବକାରୀ ଥାନାର କୁକୁରଖାଇ -ତୁଷୁରା ରାସ୍ତା ଦେଇ…

ବୈତରଣୀ ଜଳସ୍ତର ବିପଦ ସଙ୍କେତ ମୁହାଁ, ଏପଟେ ସାଳନ୍ଦୀ ନଦୀରେ ୧୦୦ ଫୁଟର ଘାଇ

ଯାଜପୁର:ଭଦ୍ରକ ଜିଲ୍ଲା ବୈତରଣୀ ନଦୀର ସ୍ଥିତି ସୁଧୁରି ନାହିଁ । ଏପଟେ ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୂଚନାଥାଉକି, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ବାରୋ ପଞ୍ଚାୟତ ବାରୋଡିହ ଗ୍ରାମର କୁଆ ମାହାରା ନିକଟରେ ସାଳନ୍ଦୀ ନଦୀରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି ।…

ଚିକିତ୍ସାଜନିତ ବଦଳି ଆବେଦନକୁ ଅଣଦେଖା! ଅସୁସ୍ଥ ଶିକ୍ଷକଙ୍କ ଚାଲିଗଲା ଜୀବନ

କୋରୁକୋଣ୍ଡା:ଜଣେ ଅସୁସ୍ଥ ଶିକ୍ଷକଙ୍କ ପ୍ରାଣ ହରେଇଛନ୍ତି । ମୃତ ଶିକ୍ଷକ ହେଲେ କୋରୁକୋଣ୍ଡା ବ୍ଲକ୍ ତାର୍ଲାକୋଟା ପଞ୍ଚାୟତ ମହୁପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସୁଧାଂଶୁ ସୁତାର(୪୨) । ଶିକ୍ଷକଙ୍କ ମୃତ୍ୟୁ ପାଇଁ ଜିଲ୍ଲା ଶିକ୍ଷା ବିଭାଗକୁ ପରିବାର ଲୋକେ ଦାୟୀ କରିଛନ୍ତି ।…

ଏଣିକି NHରୁ ହଟିବେ ଗୋରୁ ଗାଈ, ରାସ୍ତାର ପ୍ରତି ୧୦୦ କିମିରେ ରହିବ ଗୋଶାଳା

ଭୁବନେଶ୍ୱର: ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି NHରୁ ହଟିବେ ଗୋରୁ ଗାଈ। ପରିବହନ ବିଭାଗ, NHAI ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆକ୍ସନ। ରାସ୍ତା କଡ଼ରେ ପ୍ରତି ୧୦୦ କିମିରେ ହେବ ଗୋଟିଏ ଗୋଶାଳା। ଏନେଇ ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ…

ଆସୁଛି ଲଘୁଚାପ, ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର: ଶନିବାର ଅପରାହ୍ନରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଏବଂ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ସତର୍କ ସୂଚନା ଜାରି କରିଛି। ସୂଚନା ଅନୁଯାୟୀ, ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ…

ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲା ଯୁବକ

ହିଞ୍ଜିଳି: ଲିଫ୍ଟକୁ ନେଇ ହତ୍ୟାକାଣ୍ଡ। ଲିଫ୍ଟ ନଦେବାରୁ ଗଳା କାଟିଦେଲା ଯୁବକ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡୁର ଛକ ନିକଟରେ । ଗତକାଲି ବିଳମ୍ବିତ ରାତିର ଏହି ଘଟଣା । ଆହାତ ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।…

ଶିମିଳିପାଳରେ ବାଘୁଣୀ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (STR)ର କୋର୍ ଏରିଆ ଭିତରେ ଏକ ପାଞ୍ଚ ବର୍ଷ ବୟସର ବାଘୁଣୀ ମୃତ ଅବସ୍ଥାରେ ଉଦ୍ଧାର ହୋଇଛି। ଏହି Pseudo-Melanistic ବାଘୁଣୀ ଶିମିଳିପାଳ ଦକ୍ଷିଣ ଡିଭିଜନର UBK ରେଞ୍ଜରେ ଜଟିଆନି କ୍ୟାମ୍ପ ନିକଟରେ ମରି ପଡ଼ିଥିଲା। STR…

ଏକକ ଶିକ୍ଷକ ଥିବା ସ୍କୁଲରେ ଅତିରିକ୍ତ ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ନିର୍ଦ୍ଦେଶ 

ଭୁବନେଶ୍ୱର: ଜଣେ ଶିକ୍ଷକ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ଓଡ଼ିଶା ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ…

ସୁନ୍ଦରଗଡ଼ରେ ଯୁବକଙ୍କୁ ଜାଳିଦେଲେ ଦୁର୍ବୁତ୍ତ!

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଅଞ୍ଚଳର ଏକ ଗାଁରେ ଶନିବାର ଦିନ ଚାରି ଜଣ ମୁଖାପିନ୍ଧା ବ୍ୟକ୍ତି ଜଣେ ଯୁବକଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି। ଯାହା ଫଳରେ ସେ ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଜିଲ୍ଲାର ଲହୁଣୀପଡ଼ା ଥାନା ଅଧୀନରେ…