Latest Odisha News

BREAKING NEWS

Browsing Category

ପୁରୀ

Puri

ଡକାୟତି ଯୋଜନା ପଣ୍ଡ, ୫ ଜଣଙ୍କୁ ବାନ୍ଧିଲା ପୁରୀ ପୋଲିସ

ପୁରୀ: ଡକାୟତି କରିବାକୁ ଯୋଜନା କରୁଥିଲେ । ପହଞ୍ଚିଗଲା ପୋଲିସ । ୫ ଜଣଙ୍କୁ ଗିରଫ କରାଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପୋଲିସ ଲୁହାପଡା ମଦ ଦୋକାନ ନିକଟରୁ ଏମାନଙ୍କୁ ଗିରଫ କରିଛି । ଜବତ ହୋଇଛି ମାରଣାସ୍ତ୍ର, ଅଫୁଟା ବୋମା ଓ ବାଇକ୍ । ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା…

ଡକାୟତି ଯୋଜନା ପଣ୍ଡ, ୬ ଜଣଙ୍କୁ ଧରିଲା ପୁରୀ ପୋଲିସ

ପୁରୀ: ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ । ପୋଲିସ ଉଫରେ ମୋବା ଫିଙ୍ଗି ଖସି ଯିବାକୁ ଉଦ୍ୟମ କରିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ଖଣ୍ଡା, ଅଫୁଟା ବୋମା, ଲୁହାରଡ଼ ଓ ଟର୍ଚ୍ଚ ଲାଇଟ । ଗିରଫ ପରେ ସମସ୍ତଙ୍କୁ କୋର୍ଟ…

ମହାପ୍ରସାଦର ମହାପରମ୍ପରା

ଶ୍ରୀଜୀଉଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁ ସମ୍ପୂର୍ଣ୍ଣ ମାନବୀୟ ଲୀଳାରେ ଶ୍ରୀମନ୍ଦିରରେ ଉପସ୍ଥିତ । ଖାଲି ମାନବୀୟ ନୁହେଁ ରାଜକୀୟ ମଧ୍ୟ । ତେଣୁ ଏଠି, ମହାପ୍ରଭୁଙ୍କ ପ୍ରସାଦ ଯାହା “ମହାପ୍ରସାଦ” ନାମରେ ଖ୍ୟାତ ତାହା ପିଠାପଣାଠାରୁ ଆରମ୍ଭ କରି…

ଗୁନ ସିଂହାରୀ ହତ୍ୟା ମାମଲା: ପୁରୀର କୁଖ୍ୟାତ ଅପରାଧୀ ମାଧବ ଖୁଣ୍ଟିଆ ଗିରଫ

ପୁରୀ: ଆଠ ବର୍ଷ ପୂର୍ବେ ପୁରୀରେ ଘଟିଥିବା ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାରେ ଜଣାଶୁଣା ଅପରାଧୀ ମାଧବ ଖୁଣ୍ଟିଆ ଗିରଫ । ତାଙ୍କୁ ଗିରଫ କରିଛି ପୁରୀ ଟାଉନ ଥାନା ପୋଲିସ । ୨୦୧୨ ମସିହା ଅଗଷ୍ଟ ୨୨ ତାରିଖରେ ଶ୍ରୀମନ୍ଦିର ସେବାୟତ ଗୁନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୂର୍ବରୁ…

‘ମୋ ଧାମ ମୋ ଗର୍ବ’ ଉଦଯାପିତ, ସହରକୁ ସ୍ୱଚ୍ଛ ରଖିବାକୁ ଶପଥ ନେଲେ ପୁରୀବାସୀ

ପୁରୀ: ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହରରେ ସଚେତନତା ଧର୍ମୀ ଅଭିଯାନ "ମୋ ଧାମ ମୋ ଗର୍ବ" ଆଜି ଉଦଯାପିତ ହୋଇଛି । ବ୍ଲୁ ପ୍ଳାଗ ବିଚରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା । ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,…

ପୁଣି ପୁରୀରେ ସକ୍ରିୟ ସେକ୍ସ ରାକେଟ୍ !

ପୁରୀ: ଓଡିଶାରେ କୋହଳ ହୋଇଛି କରୋନା କଟକଣା । ଏହି ମଉକାର ଫାଇଦା ଉଠାଇ ପୁଣିଥରେ ପୁରୀର ସକ୍ରିୟ ହୋଇଉଠିଛି ସେକ୍ସ ରାକେଟ୍ । ଆଜି ସକାଳୁ ପୁରୀର ବଳିଆପଣ୍ଡା ଥାନା ଅନ୍ତର୍ଗତ ହୋଟେଲ ସି ଭ୍ୟୁ ଇନ୍‌ରୁ ଏକ ସେକ୍ସ ରାକେଟକୁ ପୋଲିସ ଠାବ କରିଛି । ସେକ୍ସ ରାକେଟ୍‌ରେ ସାମିଲ ଥିବା ୫ଜଣ ଯୁବତୀ…

‘ମୋ ଧାମ ମୋ ଗର୍ବ’ ଅଭିଯାନର ଲୋଗୋ ଓ ଟ୍ୟାଗଲାଇନ ଉନ୍ମୋଚିତ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ସ୍ୱଚ୍ଛତା ପାଇଁ ଆରମ୍ଭ କରାଯାଇଥିବା "ମୋ ଧାମ ମୋ ଗର୍ବ" ଅଭିଯାନର ଲୋଗୋ ଓ ଟ୍ୟାଗଲାଇନ ଉନ୍ମୋଚିତ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ଲୋକାର୍ପଣ ଉତ୍ସବରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଜିଲ୍ଲାପାଳ ବଲୱନ୍ତ ସିଂ,…

ପୁରୀ ଗସ୍ତରେ ସ୍ୱାତ୍ମାନନଦେନ୍ଦ୍ର ସରସ୍ୱତୀ ମହାରାଜ୍

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ସ୍ଥିତ ବିଶାଖାପାଟଣାର ବିଶାଖାଶ୍ରୀ ଶାରଦା ପୀଠମର ଉତ୍ତରାଧିକାରୀ ସ୍ୱାତ୍ମାନନଦେନ୍ଦ୍ର ସରସ୍ୱତୀ ମହାରାଜ୍ ପୁରୀ ଗସ୍ତରେ ଆସିଛନ୍ତି। କୋଭିଡ-୧୯ କଟକଣା ସମୟରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ପାଇଁ ବନ୍ଦ ରହିଥିବାରୁ ସେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ…

ଆଜିଠୁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ପୂର୍ବରୁ ସ୍ଥିର ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ ଟାରେ ଦ୍ୱାର ଫିଟା ପରେ ମଙ୍ଗଳାଆରତୀ ହୋଇଥିଲା । ଏହାପରେ ଚାଲିଛି ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତିକାନ୍ତି । ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ…

ଆଜି ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ପାଳନ ହେଉଛି ଦଶହରା । ଆଜି ବିଜୟାଦଶମୀରେ ମହାପ୍ରଭୁଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବ । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚନ୍ଦନ ଲାଗି ନୀତି କରାଯିବ । ଏହାପରେ ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇ…