Latest Odisha News

BREAKING NEWS

Browsing Category

ପୁରୀ

Puri

ପୁରୀ ବାସେଳି ସାହି ଥାନା ଅଞ୍ଚଳରେ ଯୁବକଙ୍କୁ ଛୁରା ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ପୁରୀ: ବାସେଳି ସାହି ଥାନା ବାଲି ସ୍କୁଲ ନିକଟରେ ହୋଇଥିବା ଛୁରା ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ବାସେଳି ସାହି ଥାନା ଜଗନ୍ନାଥ ବସ୍ତିର ଜଗନ୍ନାଥ ସ୍ୱାଇଁ ଓ ଲୋକନାଥ ରୋଡ୍ ଅଞ୍ଚଳର ଲୋକନାଥ ମିଶ୍ର । ଭାଗ୍ୟଧର ହରିଚନ୍ଦନଙ୍କ ପତ୍ନୀ ଗୀତାଞ୍ଜଳିଙ୍କ…

[ଭିଡିଓ] ମିକ୍ସର-ଗ୍ରାଇଣ୍ଡର ଖୋଳରୁ ବାହାରିଲା ନାଗସାପ

ପୁରୀ: ମିକ୍ସର-ଗ୍ରାଇଣ୍ଡର ଖୋଳରୁ ବାହାରିଲା ନାଗସାପ । ଆଜି ଏପରି ଏକ ଘଟଣା ପୁରୀ କଲ୍ୟାଣପୁର ଗାଁରେ ସାମ୍ନାକୁ ଆସିଥିଲା । ବୁଧବାର ରାତିରେ ବିଶ୍ୱଜିତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ହଠାତ୍ ଏକ ନାଗସାପ ପସିଯାଇଥିଲା । ଭୟରେ ବିଶ୍ୱଜିତଙ୍କ ପରିବାର ଲୋକେ ସାପଟିକୁ ଘଉଡାଇବାକୁ ଚେଷ୍ଟା…

ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ଅଭିଯୋଗ

ପୁରୀ: ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ । ପିନରେଷ୍ଟ ନାମକ ଏକ ସଂସ୍ଥା ପକ୍ଷରୁ ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସେବାୟତଙ୍କ ସମେତ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ସମ୍ପୃକ୍ତ ସଂସ୍ଥା ବିରୋଧରେ ସେବାୟତ ଏତଲା…

ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳରେ ବାରହା ଆକ୍ରମଣରେ ୨ ଜଣ ଗୁରୁତର

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳରେ ବାରହା ଆକ୍ରମଣ । ଏଥିରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଭୋର ୪ଟାରେ ସୁଇପର କାମ କରିବା ପାଇଁ ଯିବା ସମୟରେ…

ଜମିବାଡି ବିବାଦକୁ କେନ୍ଦ୍ର କରି ମହିଳା ଓ ତାଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ

ପୁରୀ: ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁରରେ ଅଭାବନୀୟ ଘଟଣା । ଜମିବାଡି ଓ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ପଡିଶା ଘରର ପରିବାର ସଦସ୍ୟମାନେ ବିଭିନ୍ନ ମାରଣାସ୍ତ୍ରରେ ଜଣେ ମହିଳା ଓ ତାଙ୍କ ପରିବାର ଉପରେ ମାରଣାତ୍ମକ ଆକ୍ରମଣ କରିଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।…

ଆମାଜାନ୍‌ରେ କିଏ ବିକୁଛି ନିର୍ମାଲ୍ୟ ମହାପ୍ରସାଦ ?

ପୁରୀ: ବ୍ୟବସାୟ ଆଗରେ ଫିକା ପଡିଛି ଧାର୍ମିକ ମନୋଭାବନା । ଆମାଜନ୍ ଭଳି ବିଶ୍ୱସ୍ତରୀୟ ଅନ୍‌ଲାଇନ୍ ସପିଂ ସାଇଟ୍‌ରେ ମିଳୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ମହାପ୍ରସାଦ । ପୁରୀ ଶ୍ରୀମନ୍ଦରର ଜଣେ ସେବାୟତ ଏ ନେଇ ଅଭିଯୋଗ ଆଣିବା ସାମ୍ନାକୁ ଆସିଥିଲା ଏପରି ଲଜ୍ଜାକର ତଥ୍ୟ ।…

ରତ୍ନସିଂହାସନରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସଂପନ୍ନ

ପୁରୀ: ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ଶ୍ରୀଜିଉମଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ନାଗାର୍ଜୁନ ବେଶ ନେଇ ବିଳମ୍ୱ ହୋଇଥିଲା । ପ୍ରାୟ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ୟ୍ୟ । ଭୋର ୪ଟା ପରିବର୍ତ୍ତେ ସକାଳ ୭ଟାରେ ଆରମ୍ଭ ହୋଇଥିଲା ବେଶ…

ବୀର ବେଶରେ ମହାପ୍ରଭୁ: ବାଲିରେ ଶୋଭାପାଉଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଗାର୍ଜୁନ ବେଶ

ପୁରୀ: କରୋନା ଏଥର ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ମଣଗାର ଟାଣିଲା । ଶ୍ରୀଜିଉଙ୍କର ଦୁର୍ଳଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ । କିନ୍ତୁ ବାଲିରେ ମହାପ୍ରଭୁଙ୍କ ଏହି ବୀର ବେଶକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ…

ଦୁର୍ଲଭ ନାଗାର୍ଜୁନ ବେଶ ନୀତି ସମ୍ପର୍କରେ ଜାଣନ୍ତୁ

ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ। ଚଳିତବର୍ଷ ପଞ୍ଚକ ୫ ଦିନ ବଦଳରେ ୬ ଦିନ ପଡୁଥିବାରୁ…

ଆଜି ମଧ୍ୟରାତ୍ରିରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେବ ୧୪୪ ଧାରା

ପିପିଲି (ପୁରୀ): ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଏହି ଦିନ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାପଦ ଦର୍ଶନ କରାଯାଏ । ଏବର୍ଷ କରୋନା କଟକଣା ଯୋଗୁ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ତାପୂର୍ବରୁ ଆଜି ସାକ୍ଷୀଗୋପାଳ ମନ୍ଦିରରେ ଲାଗୁ ହେବ ୧୪୪ ଧାରା । ଅଁଳା ନବମୀରେ ଭକ୍ତ ଆସିବା…