Latest Odisha News
Browsing Category

ପୁରୀ

Puri

ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍

 ପୁରୀ : ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି । କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲ୍‌ଫି ଉଠାଇ ଜଣେ ଭକ୍ତ ଫେସ୍‌ବୁକ୍‌ରେ ଫଟୋ ପୋଷ୍ଟ କରିଛନ୍ତି । ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି । ଫେସ୍‌ବୁକ୍‌ରେ ସଞ୍ଜୟ…

ଉଚ୍ଛେଦ ଆରମ୍ଭ, ଭଙ୍ଗାହେଲା ୧୮ ଘର: ୨୦ ବର୍ଷ ପରେ ସିଦ୍ଧ ମହାବୀର ଓଭରବ୍ରିଜ୍‌ ବାଟ ଖୋଲିଲା

ପୁରୀ :‌ ପ୍ରାୟ ୨୦ ବର୍ଷ ପରେ ସିଦ୍ଧ ମହାବୀର ରେଳ ଓଭରବ୍ରିଜ୍‌(ମାଟିଆପଡ଼ା) ସ୍ବପ୍ନ ସାକାର ହେବାକୁ ଯାଉଛି । ଆବଶ୍ୟକ ଜମିରୁ ସିଂହଭାଗ ଜମି ଅଧିଗ୍ରହଣ ଶେଷ ପରେ  ଉଚ୍ଛେଦ କାମ ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବାଲିଘାଟ ଛକରୁ ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ ୨୪୮ କୋଠାରୁ ପ୍ରଥମ…

[ଦେଖନ୍ତୁ ଭିଡିଓ] ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜ ନିର୍ମାଣ ନେଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ : ପୁରୀ ସିଦ୍ଧମହାବୀର ରେଳ ଓଭର ବ୍ରିଜ ନିର୍ମାଣ ନେଇ ଆଜିଠାରୁ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।‌  ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜାତୀୟ ରାଜପଥ ବିଭାଗର ଅଧିକାରୀ, ସେସୁ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଛନ୍ତି।…

ପୁରୀରେ ନବୀନଙ୍କ ନୂଆ ମନ୍ତ୍ରୀ : ଦାୟିତ୍ୱ ମିଳିବା ପରେ କଲେ ମହାପ୍ରଭୁଙ୍କୁ ଦର୍ଶନ

ପୁରୀ :  ନବୀନଙ୍କ ନୂଆମନ୍ତ୍ରୀ ମଣ୍ଡଳ ଗଠନ ପରେ କିଛି ମନ୍ତ୍ରୀ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ପ୍ରଫୁଲ୍ଲ ମଲିକ, ପ୍ରଦୀପ ଅମାତ, ରଜନୀକାନ୍ତ ସିଂ, ରାଜେନ୍ଦ୍ର ଢୋଲକିଆ, ଶ୍ରୀକାନ୍ତ ସାହୁ ପ୍ରମୁଖ ଏକାଠି ଯାଇ…

[ଦେଖନ୍ତୁ ଭିଡିଓ] ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ତିନି ରଥର ଚକ ଅଖ ଯୋଡ଼ା କାମ

ପୁରୀ : ନିର୍ଦ୍ଧାରିତ ସମୟ ଓ ଲକ୍ଷର ଯଥେଷ୍ଟ ପୂର୍ବରୁ ୩ ରଥର ସମସ୍ତ ଚକ ଓ ଅଖ ଯୋଡ଼ାଯାଇ ଡ଼େରାଯାଇଛି। ଏହାସହ ରଥର ଉପରିଭାଗ ତିଆରି କାମ ଜୋର ଧରିଛି। ଆସନ୍ତା ସ୍ନାନପୂର୍ଣ୍ଣିମାରେ ୩ ରଥର ଚାରିନାହାକା ଉଠିବ। ତେବେ ଚଳିତବର୍ଷ ରଥ ତିଆରି ବେଶ ଆଗୁଆ ଚାଲିଛି। ଅନ୍ୟପଟେ ଜୁନ୍ ୧୪ରେ ହେବାକୁ…

ଶ୍ରୀମନ୍ଦିରର କିଛି ଶୃଙ୍ଖଳା ଅଛି କି?

ବିଭିନ୍ନ ସମୟରେ ବିଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ସମ୍ପର୍କିତ ସମ୍ବାଦ ଗଣମାଧ୍ୟମରେ ଚର୍ଚ୍ଚିତ ହୁଏ । ପ୍ରତ୍ୟେକ କଥାରେ ବିଶୃଙ୍ଖଳା ସୃଷ୍ଟି କରିବା ଏବଂ ମନ୍ଦିର ପ୍ରଶାସନ ନାମକ ସଂସ୍ଥାକୁ ଏକ ସ୍ଥାଣୁ ସଂସ୍ଥା ଭାବରେ ଭାବିବାରେ କୌଣସି ପ୍ରକାରର ଭୁଲ୍ ନାହିଁ । ବିଶେଷ କରି…

[ଦେଖନ୍ତୁ ଭିଡିଓ] ପୁରୀ ବେଳାଭୂମିରୁ ଉଦ୍ଧାର ହେଲା ଶିବଶକ୍ତି

ପୁରୀ  : ପୁରୀ ବେଳାଭୂମିରେ ଶିବଲିଙ୍ଗ ଶକ୍ତି । ହଠାତ୍ କେଉଁଠାରୁ ଭାସିଆସିଛି ଏହି ଶକ୍ତି । ସମୁଦ୍ରର ଢେଉରେ ଭାସି ଭାସି ଆସି କୂଳରେ ଲାଗିଛି । ଏହି ଦୃଶ୍ୟ ଦେଖିବାକୁ ଲୋକଙ୍କ ମନରେ ଅନେକ କୌତୁହଳ। ପ୍ରାଚୀ ହୋଟେଲ ନିକଟ ସମୁଦ୍ରରୁ ସ୍ଥାନୀୟ ମତ୍ସ୍ୟଜୀବ ମାନେ ଉଦ୍ଧାର କରିଛନ୍ତି ଏହି…

[ଦେଖନ୍ତୁ ଭିଡିଓ] ଆଗକୁ ରଥଯାତ୍ରା: ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ

ପୁରୀ: ଆଗାମୀ ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀର ହୋଟେଲ ମାଲିକମାନଙ୍କ ସହ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଏନେଇ ଆଜି ପୁରୀରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ…

ପୁରୀ ବଡ଼ଦାଣ୍ଡରୁ ଲୁଟ୍‌ : ଯୁବକ ବେଶରେ ଲୁଟ୍‌ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର

ପୁରୀ : ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ଏହିପରି ଅଭିନବ ଢ଼ଙ୍ଗରେ ଲୁଟ୍‌ ଆଉ କେଉଁଠି ନୁହେଁ ବରଂ ପୁରୀର ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି । ଗତ ଶନିବାର ସକାଳେ ବଡ଼ଦାଣ୍ଡ ମାର୍କେଟ ଛକ ପାଖ ନୀଳାଚଳ ଲଜିଙ୍ଗ ସାମନାରେ ପାର୍କିଂ ହୋଇଥିବା ସ୍କୁଟର ଡିକିରୁ ଜଣେ ଯୁବକ ଚୋରି କରୁଥିବା ଦୃଶ୍ୟ…

‘ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ମହାପ୍ରଭୁଙ୍କ କାମକୁ ବନ୍ଦ କରିପାରିବନି’

ପୁରୀ : ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କଡ଼ା ମନ୍ତବ୍ୟ ରଖିଛନ୍ତି । ଆଜି ପୁରୀରେ ପିନାକୀ କହିଛନ୍ତି ଯେ, ‘ମହାପ୍ରଭୁଙ୍କ ଇଚ୍ଛାରେ କାମ ହେଉଛି, କେହି କାମ ବନ୍ଦ କରିପାରିବେନି । କାମ ଆଇନ ଅନୁସାରେ ହେଉଛି କି ନାହିଁ ତାହା କୋର୍ଟ ନିଷ୍ପତ୍ତି ନେବେ । କାମ…