Latest Odisha News

BREAKING NEWS

Browsing Category

ପୁରୀ

Puri

ମହାଳୟାରେ ପିତୃପକ୍ଷଙ୍କୁ ପିଣ୍ଡଦାନ

ପୁରୀ: ପବିତ୍ର ମହାଳୟା ଶ୍ରାଦ୍ଧ | ସୂର୍ଯ୍ୟ କନ୍ୟା ରାଶିରେ ଥିବା ସମୟରେ ଯେଉଁ ଅମାବାସ୍ୟା ପଡିଥାଏ ତାହା ମହାଳୟା ନାମରେ ନାମିତ | ଏହି ଦିନ ଶ୍ରାଦ୍ଧ ଦେବାର ଵିଧି ରହିଛି | ଏହିଦିନ ଯେଉଁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ | ଏହି…

ଆସନ୍ତାକାଲି ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଆସନ୍ତାକାଲି ଭକ୍ତଙ୍କ ଅତ୍ୟଧିକ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି। କେବଳ ଆସନ୍ତାକାଲି ନୁହେଁ, ଚଳିତମାସ ୮ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ…

ଷ୍ଟ୍ରଙ୍ଗରୁମରୁ ଟ୍ରେଜେରି ଗଲା ୫ କୁଇଣ୍ଟାଲ ରୁପା

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର କଳାହାଟ ଦ୍ଵାରର ରୁପା ସାମଗ୍ରୀ ସୁରକ୍ଷା ଦାୟିତ୍ବ  ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି । ଷ୍ଟ୍ରଙ୍ଗରୁମରୁ ଟ୍ରେଜେରି ଗଲା ୫ କୁଇଣ୍ଟାଲ ରୁପା । ଶ୍ରୀମନ୍ଦିରର କଳାହାଟ ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆଜି ନିଳାଦ୍ରୀ…

ଟ୍ରେଜେରିକୁ ଯିବ କଳାହାଟ ଦ୍ୱାର ୫ଶହ କେଜି ରୁପା

ପୁରୀ : ଟ୍ରେଜେରିକୁ ଯିବ କଳାହାଟ ଦ୍ୱାର ୫ଶହ କେଜି ରୁପା । ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା ଟ୍ରେଜେରିକୁ ଯିବ ଶ୍ରୀମନ୍ଦିର କଳାହାଟ ଦ୍ୱାର ରୁପା ଚାଦର । ଶ୍ରୀମନ୍ଦିର ପ୍ରଶାସନ କଳାହାଟ ଦ୍ୱାରର ସୁରକ୍ଷା ଦାୟିତ୍ବରୁ ନିଜକୁ ମୁକ୍ତ କରି ଜିଲ୍ଲା ପ୍ରଶାସନକୁ ଏହି ଦାୟିତ୍ବ…

ବିଜୁଳିର ବିଭିନ୍ନ ସମସ୍ୟାକୁ ନେଇ ଆମ୍ ଆଦମୀ ପାର୍ଟିର ଧାରଣା

ପୁରୀ: ବିଜୁଳିର ବିଭିନ୍ନ ସମସ୍ୟା ନେଇ ଆମ୍ ଆଦମୀ ପାର୍ଟି ତରଫରୁ ପୁରୀ ରେଡ଼କ୍ରସସ୍ଥିତ ମୁଖ୍ୟ ବିଜୁଳି ଅଫିସ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରାଯାଇଛି। ଅହେତୁକ ବିଦ୍ୟୁତ ଦରବୃଦ୍ଧି ଓ ତୃଟିପୂର୍ଣ୍ଣ ବିଦ୍ୟୁତ ବିଲକୁ ବିରୋଧ ଏବଂ ଓଡ଼ିଶାର ବିଜୁଳି ଉପଭୋକ୍ତାଙ୍କୁ ୨୦୦ୟୁନିଟ୍…

ପୁରୀରେ ଦିବ୍ୟାଙ୍ଗମାନଙ୍କୁ ବସଭଡା ରିହାତି ପାସ୍ ବଣ୍ଟନ

ପୁରୀ: ଦିବ୍ୟାଙ୍ଗମାନଙ୍କୁ ବଣ୍ଟା ହେଲା ବସଭଡା ରିହାତି ପାସ୍ । ଏହି ବଣ୍ଟନ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ୨୪ ଜଣ ଦିବ୍ୟାଙ୍ଗମାନଙ୍କୁ ପାସ୍ ବଣ୍ଟନ କରାଯାଇଛି । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା…

୭ ଦ୍ୱାରର ରୂପା ଛାଉଣି କାମ ଶେଷ

ପୁରୀ: ଶେଷ ହେଲା ୭ ଦ୍ୱାରର ରୂପା ଛାଉଣି କାମ । କାଲି ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର ନିଷ୍ପତ୍ତି । ଶ୍ରୀମନ୍ଦିରର କଳାହାଟା ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆସନ୍ତାକାଲି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର…

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ପୁରୀ: ଶ୍ରୀକ୍ଷେତ୍ରରେ ଚାଂଚଲ୍ୟ ଖେଳାଇଛି ଜଣେ ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ମାମଲା । ମୃତ ପୋଲିସ କର୍ମଚାରୀ ଜଣକ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିଲେ । ଗତକାଲି ପୁରୀ ସଦର ହୁଲୁହୁଳିଆ ପୋଲ ନିକଟ ରେଳଧାରଣା ପାଶ୍ୱର୍ରୁ ପୋଲିସ କର୍ମୀଙ୍କ ମୃତଦେହ ଉଦ୍ଧାର…

ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ପୁରୀ : ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। ପୁରୀ ଗଡ଼ ମୃଗସିରା ପଞ୍ଚାୟତର ସୁନ୍ଦର ଗାଁ ର ଲୋକମାନେ ଜମିଜମା ଘଟଣା ନେଇ ହୋଇଥିବା ବିଶୃଙ୍ଖଳାରେ ଜିଲ୍ଲାପାଳ ହସ୍ତକ୍ଷେପ କରିବା ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ପୁରୀ ସଦର ବ୍ଲକ ସୁନ୍ଦର ଗାଁ ର…

ମାଆ ମରୀଚିଖାଇ ପୀଠରେ ଷୋଳପୂଜା

ପୁରୀ: ଦେବୀ ପୀଠ ଗୁଡ଼ିକରେ ଆରମ୍ଭ ହୋଇଛି ଷୋଡଶ ଉପଚାରରେ ପୂଜା । ଅନ୍ୟ ପୀଠ ଗୁଡିକ ଭଳି ଶ୍ରୀକ୍ଷେତ୍ରରେ ସମସ୍ତ ଦେବୀ ପୀଠ ମାନଙ୍କରେ ଅନୁଷ୍ଠିତ ହେଉଛି ଶାରଦୀୟ ପାର୍ବଣର ଷୋଳପୂଜା l ପରମ୍ପରା ଅନୁଯାଇ ମୂଳାଅଷ୍ଟମୀଠାରୁ ଷୋଳପୂଜାର ଵିଧି ଆରମ୍ଭ ହୋଇଛି l ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି…