Latest Odisha News
Browsing Category

ପୁରୀ

Puri

ଦୁର୍ଘଟଣାରେ ୫ ଆହତ

ପୁରୀ : ପୁରୀ ଚନ୍ଦନ ପୁର ଅଗ୍ନି ଢାବା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଏକ କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ନଳାରେ ପଶି ଯାଇଛି। ଫଳରେ କାରରେ ଥିବା ବ୍ୟକ୍ତିମାନେ ଆହାତ ହୋଇଛନ୍ତି। କାରରେ ୫ ଜଣ ଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଆହତ ମାନଙ୍କୁ ଉଦ୍ଧାର କରିବା…

ଶ୍ରୀମନ୍ଦିରରେ ଲାଗି ହେବ ରାହୁରେଖା ନୀତି,ଅପରାହ୍ନରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହେବ। ଏଣୁ ଅପରାହ୍ନ ୨ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନରେ ଦଇତା ପତି ସେବକ ମାନେ ରାହୁରେଖା ନୀତି ପାଇଁ…

ବ୍ଲୁ ଫ୍ଲାଗ୍ ବିଚ୍ କୁ ସୁର ରାଉତରାୟଙ୍କ ବିରୋଧ

ପୁରୀ:ପୁରୀ ସମୁଦ୍ର କୁଳ ବ୍ଲୁ ଫ୍ଲାଗ୍ ବିଚ୍ କୁ ବିରୋଧ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଳାଭୂମି ସୁରକ୍ଷା ସମିତି ବୈଠକରେ ଯୋଗଦେଇଥିଲେ। ସେଠାରେ ସେ ରାଜ୍ୟ ସରକାରଙ୍କ ପୁରୀ ସମୁଦ୍ରକୂଳ ବ୍ଲୁ ଫ୍ଲାଗ୍ ବିଚ୍ ଯୋଜନାକୁ ସମାଲୋଚନା କରିଥିଲେ।…

ଆଜି ବସିବ ଶ୍ରୀମନ୍ଦିର ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ

ପୁରୀ: ଆଜି ଶ୍ରୀମନ୍ଦିରର ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ବସୁଛି । ପୁରୀ ନିଳାଦ୍ରୀ ଭକ୍ତ ନିବାସଠାରେ ସକାଳ ୧୧ଟା ରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ…

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଭାଦ୍ରବ କୃଷ୍ଣ ତୃତୀୟା ତିଥି ଅବସରରେ ଶ୍ରୀଜିଉମାନଙ୍କର ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଦତମହାପାତ୍ର…

ବାଲୁକା କଳାରେ ଭାରତୀୟ ପାରା ଅଲିମ୍ପିଆନଙ୍କୁ ଶୁଭେଚ୍ଛା

ପୁରୀ: ଆଜିଠାରୁ ଟୋକିଓରେ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥିରେ ଅଂଶ ଗ୍ରହଣ କରୁଥିବା ଭାରତୀୟ ଆଥଲେଟଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଭାରତୀୟ ପାରା…

ସର୍ବସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର, କଟକଣାରେ କାଳିଆ ଦର୍ଶନ

ପୁରୀ: ପାଖାପାଖି ୪ ମାସ ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କ ଦର୍ଶନ ମିଳିଲା । ଭକ୍ତ ଓ ଭଗବାନଙ୍କର ହେଲା ମିଳନ । ସର୍ବସାଧାରଣ ଦର୍ଶ ପାଇଁ ଆଜି ଶ୍ରୀମନ୍ଦିର ଖୋଲିଛି । କରୋନା କଟକଣାରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଭକ୍ତିରେ ଭିଜି ଯାଇଛନ୍ତି । ଚର୍ମଚକ୍ଷୁରେ ଶ୍ରୀଜିଉଙ୍କୁ ଦେଖି…

ଦିଆସିଲି ଓ ଆଇସକ୍ରିମ୍ କାଠିରେ ରାକ୍ଷୀ

ପୁରୀ: ଆସନ୍ତାକାଲି ରକ୍ଷା ବନ୍ଧନ । ଏହିଦିନ ପାଳନ କରାଯାଏ ପ୍ରଭୁ ଶ୍ରୀବଳଭଦ୍ରକଙ୍କ ଜନ୍ମ ଉତ୍ସବ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଆପଣମାନେ ଅନେକ ପ୍ରକାର ରାକ୍ଷୀ ଦେଖିଥିବେ । କିନ୍ତୁ ଦିଆସିଲି କାଠିରେ ତିଆରି ଏହି ରାକ୍ଷୀକୁ ଦେଖନ୍ତୁ । ବେଶ ମନଲୋଭା ହୋଇଛି । ଦେଖିବାକୁ ଭାରି…

ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଉନ୍ନୟନ ଅଧିକାରୀ ସୀତାରାମ ସାହୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ପୁରୀ, ଭୁବନେଶ୍ୱର ଓ ନୟାଗଡ଼ରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି ।…

କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଝୁଲଣ ପର୍ବ

ପୁରୀ : ଚଳିତବର୍ଷ କୋଭିଡ କଟକଣା ଭିତରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣ ଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି। ସୁସଜ୍ଜିତ ଝୁଲଣ କୁଞ୍ଜରେ ଶ୍ରୀରାଧାକୃଷ୍ଣ ଝୁଲିବେ । ଏହି ଯାତ୍ରା ୭ ଦିନ ଧରି ଚାଲିବ । ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତୀ ପରେ ଶ୍ରୀଜୀଉଙ୍କ…