Latest Odisha News

BREAKING NEWS

Browsing Category

ପୁରୀ

Puri

କରୋନାରେ କିନ୍ନରଙ୍କୁ ସହଯୋଗ

ପୁରୀ: କରୋନା ବଦଳାଇ ଦେଇଛି ସମସ୍ତଙ୍କ ଜୀବନ ଶୈଳୀ । ତେବେ ଏହି ଅସୁବିଧା ସମୟରେ କିନ୍ନର ମାନଙ୍କୁ ସୁଯୋଗ ଓ ନିର୍ମାଣ ତରଫରୁ ରିଲିଫ୍ ବଣ୍ଟନ କରାଯାଇଛି । କୋଭିଡ କଟକଣା ଓ ଲକ୍ ଡାଉନ୍ ଯୋଗୁଁ ଅସୁବିଧାରେ ଚଳୁଥିବା କିନ୍ନର ମାନଙ୍କୁ ସୁଯୋଗ ସଂସ୍ଥ‍ା ପକ୍ଷରୁ ରିଲିଫ୍ ବଣ୍ଟନ କରାଯାଇଛି। ପୁରୀ…

ଆଜି ପୁରୀରେ ରଥ ନର୍ମାଣ ଅନୁକୂଳ, ଚନ୍ଦନଯାତ୍ରାରେ ଚାପ ଖେଳିବେ ମହାପ୍ରଭୁ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜିଠୁ ଆରମ୍ଭ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା ନୀତି । ଆଜି ରଥ ନିର୍ମାଣ ଅନୁକୂଳ ପରମ୍ପରା ରହିଛି । ଏବର୍ଷ କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ନିରାଡମ୍ବର ଭାବରେ ରଥ ଅନୁକୂଳ ହେବ । ଅଳ୍ପ ସେବାୟତଙ୍କୁ ନେଇ ରଥ ଅନୁକୂଳ ନୀତି ସଂପନ୍ନ କରାଯିବ ।…

ସରକାରୀ ମହିଳା ମହାବିଦ୍ୟାଳୟ ପାଲଟିଲା କୋଭିଡ୍ କେୟାର ସେଣ୍ଟର

ପୁରୀ: ଆଜିଠୁ ପୁରୀ ବାସିନ୍ଦାଙ୍କୁ ମିଳିବ ନୂତନ ଭାବେ ପ୍ରସ୍ତୁତ ହୋଇଥିବା କୋଭିଡ୍ କେୟାର ସେଣ୍ଟରରେ ସେବାସୁବିଧା । ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର୍ ଉଦଘାଟିତ ହୋଇଯାଇଛି । ୪୦ଟି ବି-ଟାଇପ୍ ଅକ୍ସିିଜେନ୍ ଓ ଅକ୍ସିଜେନ୍…

ଶ୍ରୀକ୍ଷେତ୍ରରେ କେମିତି ହେବ ଚନ୍ଦନ ଯାତ୍ରା, ଆଜି ଛତିଶା ନିଯୋଗ ବୈଠକରେ ବିଚାରବିମର୍ଶ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୋଭିଡ୍ ସମୟରେ କିଭଳି ହେବ ଶ୍ରୀଜିଉଙ୍କର ବାହାର ଚନ୍ଦର ଯାତ୍ରା । ରୂପରେଖ ସ୍ଥିର କରିବାକୁ ଆଜି ବସୁଛି ଛତିଶା ନିଯୋଗ ବୈଠକ । ଛତିଶା ନିଯୋଗ ନିଷ୍ପତ୍ତି ଓ ପ୍ରଶାସନର ସହମତିରେ ରୂପରେଖ…

ପୁରୀ ଆନନ୍ଦବଜାରରେ ଦୁଇ ସେବାୟତ ପିଟାପିଟି, ଜଣେ ଆହତ

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାରରେ ଦୁଇ ସେବାୟତା ହାତାହାତି । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ ହେଲେ ହରେକୃଷ୍ଣ ସୁଆର । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ସେବାୟତ ହେଉଛନ୍ତି ବୁଲୁ ପଣ୍ଡା । କୌଣସି…

କାକଟପୁରରେ ଚାଲିଥିଲା ନକଲି କୋଭିଡ୍ ଟେଷ୍ଟ ସେଣ୍ଟର, ଜଣେ ଗିରଫ

ପୁରୀ: କରୋନା କାଳରେ ଲୋକଙ୍କ ଜୀବନ ସହ ଖେଳ । ଘରୋଇ ପାଥୋଲାବରେ ହେଉଥିଲା ନକଲି କରୋନା ଟେଷ୍ଟ ଓ ଚିକିତ୍ସା । ଖବର ପାଇ ଚଢ଼ାଉ କଲା ପୋଲିସ୍ ଓ ପ୍ରଶାସନିକ ଅଧିକାରୀ। ପୁରୀ ଜିଲ୍ଲା କାକଟପୁରରେ ଘରୋଇ ପାଥୋଲାବରେ ଚଢ଼ାଉ ପରେ ନକଲି କାରନାମା ପଦାକୁ ଆସିଛି । ନକଲି କୋରୋନା ଟେଷ୍ଟ ଓ ଚିକିତ୍ସା…

ଶ୍ରୀମନ୍ଦିର ପରିସର ସାନିଟାଇଜ

ପୁରୀ:ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରବିବାର ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି । ନୁତନ ଏସଓପି ଜାରି ହେବା ପରେ ଭକ୍ତଙ୍କ ଲାଗି ଆସନ୍ତା ମେ'ମାସ ୧୫ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଅଗ୍ନିଶମ ବିଭାଗର ଦୁଇଟି…

ରଥଯାତ୍ରା ପ୍ରସ୍ତୁତି: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଚାଲିଛି । ନୟାଗଡ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ପହଞ୍ଚିଛି । ଏଥିରେ ମୋଟ୍ ୧୭ଖଣ୍ଡ ଅସନ ଓ ଧଉରା କାଠ ରହିଛି । ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ । ପୂର୍ବବର୍ଷର ୬୯ ଖଣ୍ଡ…

ଆଜିଠୁ ଭକ୍ତଙ୍କ ପାଇଁ ବଡ଼ଦେଉଳ ଦୁଆର ବନ୍ଦ

ପୁରୀ: କରୋନା ଟାଣିଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା । ଆଜିଠୁ ଆଉ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ବଡ଼ଦେଉଳ ଦୁଆର ବନ୍ଦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଛି । ମେ’ ୧୫ ତାରିଖ ଯାଏ…

ପିପିଲି ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଶ୍ୱକେଶନ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଆଜି ନାମାଙ୍କନ ଦାଖଲ କରିବେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର । ନିଜ ସମର୍ଥକଙ୍କ ସହ ଜିଲ୍ଲା କଂଗ୍ରେସ ଭବନ ନିକଟରେ ପହଞ୍ଚିବା ପରେ କରୋନା କଟକଣା ଭିତରେ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ । ଅଜିତ…