Latest Odisha News

BREAKING NEWS

Browsing Category

ପୁରୀ

Puri

ଚିନ୍ତା ବଢାଉଛି କୋରେକ୍ସର ଅବାଧ କାରବାର

ପୁରୀ: ଶ୍ରୀକ୍ଷେତ୍ରରେ ମଦ କିମ୍ବା ବ୍ରାଉନ୍ ସୁଗାର ପାଇଁ ପୋଲିସ ପ୍ରଶାସନ ଚିନ୍ତାରେ ପଡିନି । କୋରେକ୍ସର ବେଆଇନ ଓ ଅବାଧ କାରବାର ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଛି । ଏକ ନିର୍ଦ୍ଧିଷ୍ଟ ଅଂଚଳରେ କୋରେକ୍ସ କାରବାର ହେଉଥିବା ଖବର ପାଇ ଆଜି ଟାଉନ ଥାନା ପୋଲିସ ଚଢାଉ କରି ୪ଜଣଙ୍କୁ ଗିରଫ…

ବାତ୍ୟା ମୁକାବିଲା ନେଇ ସ୍ୱତନ୍ତ୍ର ଟିମ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିଶେଷ କରି ପୁରୀ ଟାଉନ , ପୁରୀ ସଦର , କୋଣାର୍କ , ଗୋପ , କାକଟପୁର , ଅସ୍ତରଙ୍ଗ , ବ୍ରହ୍ମଗିରି , କୃଷ୍ନ ପ୍ରସାଦ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ ଉକ୍ତ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ବାତ୍ୟା…

ଲୋକଙ୍କ ସୁରକ୍ଷା ନେଇ ପ୍ରଶାସନ ପ୍ରସ୍ତୁତ ….

ଭୁବନେଶ୍ୱର: ମାଡ଼ି ଆସୁଛି ୟାସ୍‌ । ବାତ୍ୟାରେ ଉତ୍ତର ଉପକୂଳ ଓଡ଼ିଶା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ଧନଜୀବନ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବାତ୍ୟା ପାଇଁ ୧୩ ଗୋଟି ଜିଲ୍ଲାରେ ୬୮୯୧ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ଆଶ୍ରୟସ୍ଥଳରୀ ଶୁଖିଲା ଓ ରନ୍ଧା ଖାଦ୍ୟ ସହ…

ବାତ୍ୟା ୟଶ ନେଇ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ

ପୁରୀ: ବାତ୍ୟା ୟଶ ନେଇ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ । ଏଏସଆଇ ସୁପରିଣ୍ଟେଣ୍ଡେଟ ଅରୁଣ ମଲ୍ଲିକ, କୀର୍ତ୍ତନ ଚକଡା ଓ ଜଗମୋହନ ନିକଟରୁ କଢାଯାଉଛି ସ୍କାଫୋଲ୍ଡିଂ, ପ୍ରାୟ ୮୦ଫୁଟର ଲଗାଯାଇଥିବା ଲୁହାଭାରାକୁ କାଢିବା କାର୍ଯ୍ଯରେ ନିୟୋଜିତ ଅଛନ୍ତି ୩୨ଜଣ ଏଏସଆଇ କର୍ମଚାରୀ । ଆଜି ସୁଦ୍ଧା…

ବାତ୍ୟା ୟଶ ନେଇ ବାଲୁକା ଚିତ୍ରକଳା

ପୁରୀ: ବାତ୍ୟା ୟଶକୁ ନେଇ ଭୟର ବାତାବରଣ ଖେଳି ଯାଇଛି । ଅନ୍ୟସ୍ଥାନ ଭଳି ପୁରୀରେ ମଧ୍ୟ ପବନ ସହ ବର୍ଷା ଜାରି ରହିଛି । ସମୁଦ୍ରକୂଳିଆ ଲୋକେ ବେଶୀ ଆତଙ୍କିତ ହୋଇପଡ଼ିଛନ୍ତି । ତେବେ ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନରେ ରହିବା ସହ ସରକାରଙ୍କ ଗାଇଡ଼ ଲାଇନ ମାନିବାକୁ ବାଲୁକା ଚିତ୍ରକଳା ମାଧ୍ୟମରେ…

ପୁରୀରେ ବର୍ଷା ସହିତ ପବନ

ପୁରୀ: ସମୁଦ୍ରିକ ଝଡ଼ ୟଶ ପ୍ରଭାବ । ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେଇଯାଇଥିବ ବେଳେ ପୁରୀ ସହରରେ ମଧ୍ୟ ଧୀରେ ଧୀରେ ବର୍ଷା ପଡିବା ଆରଂଭ କଲାଣି। ଅପରାହ୍ନରୁ ପାଗ ମେଘୁଆ ଥିବା ବେଳେ ଝିପି ଝିପି ବର୍ଷା ଲାଗି ରହିଛି। ପବନରେ ବେଗ ମଧ୍ୟ ସାମାନ୍ୟ ଅଧିକ ରହିଛି। ତେବେ ୟଶର ପ୍ରଭାବ…

ପୁରୀ ବେଳାଭୂମିରେ ମୃତ ଜେଲି ଫିସ

ପୁରୀ: ପୁରୀ ବେଳାଭୂମିରେ ଶହ ଶହ ଜେଲି ଫିସଙ୍କ ମୃତ ଦେହ ଠାବ ହୋଇଛି। ଦିଗବାରିଣୀ, ଚୈତନ୍ୟ ଛକ, ଲାଇଟ ହାଉସ ପାଖରେ ପଡ଼ିଛି ମୃତଦେହ। ବାତ୍ୟା ୟାସ୍ ପ୍ରଭାବରେ ଜେଲି ଫିସ୍ ମରି ପଡ଼ିଥିବା ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ବିଭାଗର ବୈଜ୍ଞାନିକ କହିଛନ୍ତି। ସାଧାରଣତ ଜେଲି ଫିସ ଗୁଡିକ…

ପୁରୀ ସମୁଦ୍ରକୂଳରେ ମାଛ ମଡକ

ପୁରୀ: ପୁରୀ ସମୁଦ୍ରକୂଳରେ ମାଛ ମଡକ । ସମୁଦ୍ରକୂଳରେ ପଡ଼ିରହିଛି କୁଢ଼ କୁଢ଼ ମାଛ । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମାଛ ମଡ଼କକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି | ତେବେ ଏହି ମାଛ ଗୁଡିକ ପଥର ମୁଣ୍ଡି ପ୍ରଜାତିର ହୋଇଥିବା ବେଳେ ଏହାର ମୃତ୍ୟୁର ପ୍ରକୃତ କାରଣ କଣ…

ରଥ ନିର୍ମାଣରେ ନିୟୋଜିତ ୮ ସେବାୟତ ପଜିଟିଭ୍

ପୁରୀ: ମହପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ମହାରଣା ଓ ଭୋଇ ସେବାୟତଙ୍କ ମଧ୍ୟରୁ ୮ ଜଣ ଆଜି କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହାରଣା ରହିଥିବା ବେଳେ ୫ ଜଣ ଭୋଇ ସେବାୟତ ଅଛନ୍ତି ଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ୍ ୮୯ ଜଣଙ୍କୁ ସଙ୍ଗରୋଧରେ…

ପରିବା ବଜାରରେ ପାଟିତୁଣ୍ଡ

ପୁରୀ :ପୁରୀ ବଡ଼ ଶଙ୍ଖ ପରିବା ବଜାରରେ ଉତେଜନା । ଲକ ଡାଉନରେ ପୋଲିସ ପକ୍ଷରୁ ବଜାରରେ ଉଠା ଦୋକାନୀଙ୍କୁ ସାମାଜିକ ଦୂରତା ରକ୍ଷା ନେଇ ଯାଞ୍ଚ କରାଯାଉଥିଲା । ଯାଞ୍ଚ ବେଳେ ପୋଲିସର ଦୁର୍ବ୍ୟବହାରକୁ ନେଇ ଉତେଜନା ଦେଖା ଦେଇଥିଲା । ଜଣେ ଉଠା ଦୋକାନୀକୁ ପୋଲିସ ମାଡ଼ ମାରି ଆହତ କରିବା ଘଟଣା ନେଇ…