Latest Odisha News
Browsing Category

ରାୟଗଡ଼ା

Rayagada

ଘନ କୁହୁଡ଼ି ଯୋଗୁଁ ବ୍ରିଜ ତଳକୁ ଖସିଲା ବାଇକ, ଗାଡ଼ି ଚାଳକଙ୍କ ମୃତ୍ୟୁ

ବିଷମ କଟକ: ଘନ କୁହୁଡ଼ି ଯୋଗୁଁ ବ୍ରିଜ ତଳକୁ ଖସିଗଲା ବାଇକ। ଏଥିରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳୁ ବିଷମକଟକ ବ୍ଲକ ଚାଟିକଣାରେ ଜଣେ ଯାତ୍ରୀ ବାଇକରେ ସିମାଞ୍ଚଳ ଟାକିରୀ ନିଜ ଶ୍ୱଶୁର ଘର ବାରୀଗୁଡ଼ା ଗ୍ରାମକୁ ଯାଉଥିଲେ। ଘନ କୁହୁଡ଼ି ଯୋଗୁଁ ସଠିକଭାବେ…

କାର ଧକ୍କାରେ ଚାଲିଗଲା ଶିଶୁର ଜୀବନ, କ୍ଷତିପୂରଣ ଦାବିରେ ଥାନା ଘେରାଓ

ରାୟଗଡ଼ା: କାର ଧକ୍କାରେ ଚାଲିଗଲା କୋମଳ ଶିଶୁର ଜୀବନ। ରାୟଗଡ଼ାରେ ଏହିପରି ଅଭାବନୀୟ ଘଟଣା ଘଟିଛି  । ୩୨୬ନମ୍ବର ଜାତୀୟ ରାଜପଥ ଉପରେ ଏକ କାର ଧକ୍କାରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁ ଜଣକ ହେଲେ ସୁଧାଂଶୁ ସାମଲ। ସୂଚନା ଅନୁସାରେ, ସୁଧାଂଶୁ ନିଜ ଭଉଣୀ ସହ ରାସ୍ତା ପାର…

କଙ୍ଗାରୁ କୋର୍ଟରେ ନିର୍ଯାତନା ଘଟଣା: ସମ୍ପୃକ୍ତି ନେଇ ୫ ଗିରଫ

ନୟାଗଡ: କଙ୍ଗାରୁ କୋର୍ଟ ନିର୍ଯାତନା ଘଟଣାରେ ସମ୍ପୃକ୍ତି ନେଇ ୫ ଗିରଫ । ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଚଢେୟାପଲ୍ଲୀରେ ଗୁଣିଗାରେଡି ସନ୍ଦେହରେ କଙ୍ଗାରୁ କୋର୍ଟ କରି ନିର୍ଯାତନା ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗତ ୧୯ ତାରିଖରେ ଗାଁରେ ଗୁଣିଗାରେଡି…

ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ମାଗିଲେ ମାଓବାଦୀ

ରାୟଗଡା: ମମିତା ମେହେର ହତ୍ୟା ମାମଲାକୁ ନେଇ ସରଗରମ ରହିଛି ଓଡିଶାର ରାଜନୈତିକ ମହଲ । ବିରୋଧ ଓ ପ୍ରତି-ବିରୋଧକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ । ତେବେ ଏହି ମାମଲାରେ ଏବେ ମାଓବାଦୀ ସଙ୍ଗଠନ ବି ସାମିଲ ହୋଇଛନ୍ତି । ପୋଷ୍ଟର ମାରିବା ସହ ମମିତାଙ୍କୁ ନ୍ୟାୟ ଦେବା ଲାଗି ଦାବି…

ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ

ରାୟଗଡ଼ା :ବସ୍ତି ଉଚ୍ଛେଦ ପ୍ରତିବାଦରେ ରାସ୍ତାରୋକ । ରାୟଗଡ଼ାରେ ବସ୍ତି ଉଚ୍ଛେଦ ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତା ରୋକ କରାଯାଇଛି । ରାୟଗଡ଼ା ସହରର ତିନୋଟି ପ୍ରବେଶ ପଥ ସିରିଗୁଡି,ଖଲିଗୁଡାଓ ମଝିଘରିଆଣି ମନ୍ଦିର ନିକଟରେ ଥିବା ସମସ୍ତ ପ୍ରବେଶ ପଥରେ ବିଜେପି ପକ୍ଷରୁ…

ଅପହୃତ ବ୍ୟକ୍ତିଙ୍କୁ ଉଦ୍ଧାର କଲା ରାୟଗଡ଼ା ପୋଲିସ

ରାୟଗଡ଼ା : ଅପହୃତ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ରାୟଗଡ଼ା ପୋଲିସ । ରାୟଗଡ଼ା ଜିଲ୍ଲା ବିସମକଟକ ଥାନା ଅଞ୍ଚଳରୁ ସକାଳେ ଅପହୃତ ହୋଇଥିବା ବ୍ୟକ୍ତି ଜଣକ ରାୟଗଡ଼ା ଥାନା ଅଞ୍ଚଳରୁ ଉଦ୍ଧାର ହୋଇଛନ୍ତି। ଅପହୃତ ବ୍ୟକ୍ତିଙ୍କ ନାଁ ବିଦ୍ୟାଧର ପ୍ରଧାନୀ। ଆଜି ସକାଳେ ୫ଟା ବେଳେ ବିଦ୍ୟାଧର…

ରାୟଗଡ଼ାରେ ବଢ଼ୁଛି କରୋନା ସଂକ୍ରମଣ ,୨ ଶିଶୁଙ୍କ ସମେତ ୪୭ ସଂକ୍ରମିତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ କାୟା ବିସ୍ଥାର କରୁଛି କରୋନା । ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାୟଗଡ଼ା ସହର ଡିଏଫଓ ତଳିଅଞ୍ଚଳରୁ ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେଥିମଧ୍ୟରୁ ୨ ଜଣ ଶିଶୁ ସଂକ୍ରମିତ ଥିବା ଜଣାପଡ଼ିଛି। ଡିଏଫଓ କଲୋନୀ ଝୋଟିଆ ସାହିରୁ…

୧୩୦ପେଟି ବିଦେଶୀ ନକଲି ମଦ ଜବତ

ରାୟଗଡ଼ା: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରି ୧୩୦ ପେଟି ବିଦେଶୀ ନକଲି ମଦ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି। ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଅନ୍ତରଝୋଲି ନିକଟରେ…

[ଭିଡ଼ିଓ ] ଗୁଣି ସନ୍ଦେହରେ ହତ୍ୟା ମାମଲା, ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ରାୟଗଡା : ରାୟଗଡ଼ାରେ ଗୁଣିଆ ସନ୍ଦେହରେ ହତ୍ୟା ମାମଲା । ଗୁଣି ଗାରେଡି ସନ୍ଦେହ କରି ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତି ନେଇ ୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଏବେ ବି ସେହି ୯ଜଣଙ୍କର ଫାଶୀ ଦଣ୍ଡାଦେଶ କାଏମ ରହିଛି। ରାୟଗଡା…

ପାଇଖାନା ଟାଙ୍କି ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ମୃତ

ରାୟଗଡ଼ା : ପାଇଖାନା ଟାଙ୍କି ସଫା କରିବା ହେଲା କାଳ। ନିମିଷକେ ଚାଲିଗଲା ଜୀବନ। ନିର୍ମାଣଧିନ କୋଠାର ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଟିକିରି କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ ପଞ୍ଚାଳି ଗାଁ ରେ ଏପରି ଅଘଟଣ ଘଟିଛି।କାଶିପୁର ଏବଂ ରାୟଗଡ଼ା ଦମଦଳ ବାହିନୀ…