Latest Odisha News

BREAKING NEWS

Browsing Category

ସମ୍ବଲପୁର

Sambalpur

ଫେଲ ମାରିଲା ମହାପ୍ରୟାଣ ଗାଡି: ସ୍ତ୍ରୀର ଶବ ନେବାକୁ ଭିକ ମାଗିଲେ ସ୍ବାମୀ

ସମ୍ବଲପୁର: ଫେଲ ମାରିଲା ମହାପ୍ରୟାଣ ଗାଡି  । ସ୍ତ୍ରୀର ଶବ ନେବାକୁ ଟଙ୍କା ନଥିବାରୁ ଗାମୁଛା ପକାଇ ଭିକ ମାଗିଲେ ସ୍ବାମୀ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି  ସମ୍ବଳପୁର ଭୀମସାରରେ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁକତୁଙ୍ଗା ଗାଁର ପାଣ୍ଡବ  ମୁଖୀଙ୍କ ପତ୍ନୀ କର୍କଟ…

ସମ୍ବଲପୁରରେ ଚାଞ୍ଚଲ୍ୟ: ପୋଲ ଉପରେ ସ୍କୁଟି ଥୋଇ ମହାନଦୀକୁ ଡେଇଁ ପଡିଲେ ଯୁବକ, କାରଣ ଅସ୍ପଷ୍ଟ

ସମ୍ବଲପୁର : ସମ୍ବଲପୁରରେ ଚାଞ୍ଚଲ୍ୟକର ଘଟଣା ଘଟିଛି  ।  ଚାଉଁରପୁର ପୋଲ ଉପରେ ସ୍କୁଟି ଥୋଇ ମହାନଦୀକୁ ଡେଇଁ ପଡିଛନ୍ତି ଜଣେ ଯୁବକ  । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟକ୍ତିଙ୍କର କୌଣସି ପତ୍ତା ମିଳିନି  ।  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର…

ପାଖେଇ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ: ଆଜି ସ୍ଥିର ହେବ ଲଗ୍ନ

ସମ୍ବଲପୁର: ଆଉ ଦିନ କେଇଟା ପରେ ପାଳିତ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ  । ଏଥିଲାଗି ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି । ଆଜି ଏଥିଲାଗି  ଲଗ୍ନ ନିର୍ଘଣ୍ଟ ସ୍ଥିର କରାଯିବ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ଚଳିତ ରାଶି ନକ୍ଷତ୍ର…

ମହିଳା ଅଧ୍ୟାପିକାଙ୍କୁ ନିର୍ଯାତନା ମାମଲା: ନିଲମ୍ବିତ ହେଲେ ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର । ବିଶ୍ୱବିଦ୍ୟାଳୟ ଆଭ୍ୟନ୍ତରୀଣ କମିଟିର ୯ ଜଣିଆ ଟିମକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।…

ବିଶ୍ୱସ୍ତତାର ପ୍ରମାଣ ଦେଲା କୁକୁର: ମାଲିକ ପାଇଁ ଜୀବନ ଦେଲା ପୋଷା କୁକୁର ‘ବ୍ଲାକି’

ସମ୍ବଲପୁର: କୁହନ୍ତି କୁକୁର ଏକ ବିଶ୍ଵସ୍ତ ପ୍ରାଣୀ । ଆଉ ଆଜି ସେଇ ବିଶ୍ୱସ୍ତତାର ପ୍ରମାଣ ଦେଇଛି ଏକ ପୋଷା କୁକୁର । ମାଲିକକୁ ବଞ୍ଚାଇବାକୁ ଯାଇ ନାଗ ସାପର ଚୋଟ ଖାଇଛି କୁକୁର । ଏଭଳି ହୃଦୟସ୍ପର୍ଶୀ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଗୋଲକୁଣ୍ଡା ଗାଁରେ । ସୂଚନା…

ପ୍ରେମ ପାଇଁ ମହାଭାରତ: ୧୦ ଅଟକ, ୨ ସେକ୍ସନ ପୋଲିସ ମୁତୟନ

ସମ୍ବଲପୁର: ପ୍ରେମ ପାଇଁ ମହାଭାରତ । ଯୁବକ-ଯୁବତୀଙ୍କ ପ୍ରେମ ସମ୍ପର୍କ ପାଇଁ ମୁହାଁମୁହିଁ ହେଲେ ଦୁଇ ପଡାବାସୀ । ପ୍ରଥମେ ଗାଳିଗୁଲଜ ଓ ପଥରମାଡ ପରେ ଗୋଷ୍ଠୀ ସଂଘର୍ଷର ବଦଳିଲା ଘଟଣା । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ନାକେଦମ ହେଲା ପୋଲିସ । ଘଟଣା ଘଟିଛି ସମ୍ବଲପୁର ସହର କ୍ଷେତରାଜପୁର…

ସମ୍ବଲପୁର ଅଇଁଠାପାଲିରେ ଅଘଟଣ: ଘର ଭିତରୁ ମାଆ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ଟାଙ୍ଗରପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି  । ବେକରେ ରଶି ଲଗାଇ ମାଆ ଓ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି  । ଟାଙ୍ଗରପାଲିରେ ଉଭୟ ମାଆ ଏବଂ ପୁଅ ରହୁଥିଲେ । କିନ୍ତୁ ଆଜି ସକାଳୁ…

ପରକିୟା ପ୍ରୀତିର କରୁଣ ପରିଣତି : ସ୍ତ୍ରୀର ପ୍ରେମିକକୁ ଗୁଳି ମାରିଦେଲା ସ୍ଵାମୀ

ସମ୍ବଲପୁର: ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ଵାମୀ। ସମ୍ବଲପୁର ରେଢାଖୋଲ ବଡ଼ନୂଆପଡ଼ା ସ୍ଥିତ ଖେତୀନାଳି ଗାଁରେ ଘଟିଛି ଏହି ଗୁଳିକାଣ୍ଡ । ଗୁରୁତର ଅବସ୍ଥାରେ ପ୍ରେମିକକୁ ପ୍ରଥମେ ବୁର୍ଲା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରୁ…

କମୁଛି ହୀରାକୁଦର ଜଳସ୍ତର: ବନ୍ଦ ହେଲା ୧୦ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ କମିଛି ବର୍ଷା । ମହାନଦୀରେ ଖସୁଛି ଜଳସ୍ତର । ହୀରାକୁଦକୁ କମିଛି ଜଳ ପ୍ରବେଶ । ବନ୍ଦ ହେଲା ଜଳଭଣ୍ଡାରର ୧୦ଟି ଗେଟ୍ । ପୂର୍ବରୁ ୨୦ଟି ସୁଇସ୍ ଗେଟ୍ ଦେଇ ହୀରାକୁଦରୁ ବନ୍ୟା ପାଣି ନିଷ୍କାସିତ ହେଉଥିଲା । ଏବେ ମାତ୍ର ୧୦ଟି ଗେଟ୍ ଖୋଲା ରହିଛି । ଡ୍ୟାମ୍ ବାମପଟର ୭ଟି ଓ…

କମୁଛି ହୀରାକୁଦ ଜଳସ୍ତର: ଟଳିଲା ବନ୍ୟା ବିପଦ

ସମ୍ବଲପୁର ; କମୁଛି ହୀରାକୁଦ ଜଳସ୍ତର । ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୨୦ଟି ଗେଟ ଖୋଲା ରହିଛି । ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୦ ଫୁଟ ତଳକୁ ଖସିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୭୫ହଜାର କ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ୩ଲକ୍ଷ ୫୦ହଜାର ଜଳ ନିଷ୍କାସିତ ହେଉଛି ।…